Odia News Portal

ଆଜି ବିଭିନ୍ନ ଜିଲ୍ଲାରେ ଉନ୍ନୟନମୂଳକ ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

 ଆଜି ବିଭିନ୍ନ ଜିଲ୍ଲାରେ ଉନ୍ନୟନମୂଳକ ପ୍ରକଳ୍ପର ଲୋକାର୍ପଣ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ। ବଲାଙ୍ଗୀର, କେନ୍ଦୁଝର, ଖୋର୍ଦ୍ଧା ଓ ବୈ।ଦ୍ଧ ଜିଲ୍ଲାରେ ଉନ୍ନୟନମୂଳକ ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ। ଏଥିମଧ୍ୟରେ ରହିଛି ବଲାଙ୍ଗୀର ଜିଲ୍ଲାର ହରିଶଙ୍କର ପୀଠର

ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନର କର୍ମଚାରୀମାନଙ୍କ ପାଇଁ ବର୍ଷକୁ ୧୫ ଦିନର ସାମୟିକ ଛୁଟି

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ସମସ୍ତ ନୂତନ ଅନୁଦାନ ପ୍ରାପ୍ତ ଶିକ୍ଷାନୁଷ୍ଠାନର କର୍ମଚାରୀମାନଙ୍କ ପାଇଁ ବର୍ଷକୁ ୧୫ ଦିନର ସାମୟିକ ଛୁଟି ଏବଂ ମହିଳା କର୍ମଚାରୀମାନଙ୍କ ପାଇଁ ସବୈତନିକ ପ୍ରସୂତିକାଳୀନ ଛୁଟି ପ୍ରଦାନ କରିବା ନିମନ୍ତେ ଘୋଷଣା କରିଛନ୍ତି। 5T ତଥା ନବୀନ ଓଡିଶା

ଅନୁଦାନପ୍ରାପ୍ତ ବେସରକାରୀ ଶିକ୍ଷାନୁଷ୍ଠାନ ବ୍ଲକ ଗ୍ରାଣ୍ଟ କର୍ମଚାରୀଙ୍କ ପାଇଁ ବିଭିନ୍ନ ସେବା ସୁବିଧା ଘୋଷଣା କଲେ…

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ବିଭିନ୍ନ ଅନୁଦାନପ୍ରାପ୍ତ ବେସରକାରୀ ଉଚ୍ଚତର ଶିକ୍ଷା ଅନୁଷ୍ଠାନରେ କାର୍ଯ୍ୟ କରୁଥିବା ବ୍ଲକ ଗ୍ରାଣ୍ଟ ଅନୁଦାନ ପରିସରଭୁକ୍ତ କର୍ମଚାରୀମାନଙ୍କ ପାଇଁ ବିଭିନ୍ନ ସେବା ସୁବିଧା ଘୋଷଣା କରିଛନ୍ତି। ଘୋଷଣା ଅନୁଯାୟୀ, ଏହି ବ୍ଲକ ଗ୍ରାଣ୍ଟ

ମହାନଦୀରୁ ୬୦ ନାଗମୂର୍ତ୍ତି ଉଦ୍ଧାର

 ମହାଶିବରାତ୍ରୀରେ ଆଜି ମହାନଦୀ ଗର୍ଭରୁ ୬୦ ନାଗମୂର୍ତ୍ତି ଉଦ୍ଧାର ହୋଇଛି । ବାଙ୍କୀ-ସୁବର୍ଣ୍ଣପୁର ପୋଲ ମହାନଦୀ ଘାଟରେ ମତ୍ସ୍ୟଜୀବୀ ମାନେ ମାଛ ଧରିବା ସମୟରେ ଏହି ନାଗମୂର୍ତ୍ତି ଗୁଡ଼ିକ ଉଦ୍ଧାର କରିଛନ୍ତି । ଏଥିମଧ୍ୟରେ ନାଗ ମୂର୍ତ୍ତି ବ୍ୟତୀତ, ଶିବ ଲିଙ୍ଗ, ଦୁଇଟି ବୃଷବ ମୂର୍ତ୍ତି

ଚାରିଦିନିଆ ଓଡ଼ିଶା ଗସ୍ତରେ ଜଷ୍ଟିସ ଅରିଜିତ ପଶାୟତ

ଆଜି ଠାରୁ ଚାରିଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କଳାଧନ ସମ୍ପର୍କିତ ଗଠିତ ଏସଆଇଟିର ଉପାଧ୍ୟକ୍ଷ ଡକ୍ଟର ଜଷ୍ଟିସ ଅରିଜିତ ପଶାୟତ। ସନ୍ଧ୍ୟାରେ ସେ ଭୁବନେଶ୍ବରରେ ପହଞ୍ଚିବା ପରେ ୮ତାରିଖ ସକାଳୁ ପୁରୀ ଗସ୍ତରେ ଯାଇ ଜଗନ୍ନାଥଙ୍କ ଦର୍ଶନ କରିବେ। ଏହା ସହ ଦିନ ୨ ଟା ବେଳେ ରତ୍ନଭଣ୍ଡାର ତଦାରଖ

ଜଳିଗଲା ଗାଡି : ଡ୍ରାଇଭର ଜୀବନ୍ତ ଦଗ୍ଧ

ଝାରସୁଗୁଡା-କୋଲାବିରା ରାସ୍ତାର ଶିରିଆପାଲି ବ୍ରିଜରେ ଏକ ପିଚୁ ବୋଝେଇ ଟ୍ୟାଙ୍କର ଯାଉଥିଲା । ଭାରସ୍ୟାମ ହରାଇ ଟ୍ୟାଙ୍କରଟି ଓଲଟି ପଡିଥିଲା । ଫଳରେ ସେଥିରେ ଅଗ୍ନିକାଣ୍ଡ ହୋଇଥିଲା । ଆଉ ନିଆଁରେ ଜୀବନ୍ତ ଦଗ୍ଧ ହୋଇଛନ୍ତି ଡ୍ରାଇଭର । ସ୍ଥାନୀୟ ଲୋକେ ଏହା ଦେଖି ଦମକଳ ବାହିନୀଙ୍କୁ ଖବର

ପବିତ୍ର ମହାଶିବରାତ୍ରିରେ ଆଧ୍ୟାତ୍ମିକ ପରିବେଶ, ସକାଳୁ ସକାଳୁ ମନ୍ଦିର ଓ ଶୈବପୀଠରେ ଭକ୍ତଙ୍କ ସମାଗମ

ଆଜି ମହାଶିବରାତ୍ରି। ଦେବ ଦେବ ମହାଦେବଙ୍କ ପବିତ୍ର ଜାଗର ପର୍ବ । ପାରମ୍ପରିକ ରୀତିନୀତି ଓ ହର୍ଷୋଲ୍ଲାସରେ ସାରାରାଜ୍ୟରେ ପାଳନ କରାଯାଉଛି ମହାଶିବରାତ୍ରି। ଆଜି ଭୋରରୁ ହିଁ ରାଜ୍ୟର ଶିବ ମନ୍ଦିର ଓ ପୀଠରେ ମହାଦେବଙ୍କ ଦର୍ଶନ ପାଇଁ ଭିଡ ଲାଗିରହିଛି। ପ୍ରମୁଖ ଶିବମନ୍ଦିର ଓ ଶୈବପୀଠରେ

ପ୍ରସାଦ ହରିଚନ୍ଦନ ନିର୍ବାଚନ ପରିଚାଳନା ଆବାହକ

 ପ୍ରସାଦ ହରିଚନ୍ଦନଙ୍କୁ ନୂଆ ଦାୟିତ୍ୱ ଦେଲା ଏଆଇସିସି । ରାଜ୍ୟ କଂଗ୍ରେସ ନିର୍ବାଚନ ପରିଚାଳନା ଆବାହକ ଭାବେ ନିଯୁକ୍ତି । ମିଡିଆ ସହ ସମନ୍ୱୟ. ୱାର ରୁମ ପରିଚାଳନା ଆଦି ବୁଝିବେ ପ୍ରସାଦ । ପ୍ରଗମନ, ରାଜନୈତିକ କାର୍ଯ୍ୟକ୍ରମ ସଂପର୍କରେ ବୁଝାସୁଝା କରିବେ ।

ଅର୍ଥତତ୍ତ୍ୱ ଚିଟଫଣ୍ଡ ମାମଲାରେ ଇଡି ରେଡ୍, ଖବରକାଗଜ ଅଫିସରେ ଚାଲିଛି ଯାଞ୍ଚ

ପୁଣି ଥରେ ରାଜ୍ୟରେ ଆରମ୍ଭ ହୋଇଛି ଇଡି ରେଡ୍। ଅର୍ଥତତ୍ତ୍ୱ ଚିଟଫଣ୍ଡ ମାମଲାରେ ଆକ୍ସନ ମୁଡକୁ ପଳାଇ ଆସିଛି ଇଡି। AT ଚିଟଫଣ୍ଡ ମାମଲାରେ ଆଜି ଭୁବନେଶ୍ୱରର ୩ଟି ଜାଗା ସମେତ ଛତ୍ରପୁରର ଏକ ଜାଗାକୁ ମିଶାଇ ୫ଟି ସ୍ଥାନରେ ଚଢ଼ାଉ ହେଉଛି। ଭୁବନେଶ୍ୱରର ଏକ ଖବରକାଗଜ ଅଫିସ୍ ସମେତ ବିଲଡର ସଂସ୍ଥା