ଇଷ୍ଟକୋଷ୍ଟ ରେଲୱେର ରେକର୍ଡ; ୩ ଘଣ୍ଟାରେ ୫ ବିଶାଳ ଷ୍ଟିଲ୍ ଗାର୍ଡ ଲଗାଇଲା
ତ୍ୱରିତ ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ବଡ଼ ମାଇଲଖୁଣ୍ଟ ହାସଲ କରିଛି ଇଷ୍ଟକୋଷ୍ଟ ରେଲୱେ । ମାତ୍ର ୩ ଘଣ୍ଟା ଭିତରେ ୩୬ ମିଟର ଦୀର୍ଘ ୫ଟି ବିଶାଳ ଷ୍ଟିଲ୍ ଗାର୍ଡ ସ୍ଥାପନ କରିବାରେ ସଫଳତା ମିଳିଛି।
ଭୁବନେଶ୍ୱର ଭିଏସ୍ଏସ୍ ନଗରଠାରେ ରେଲୱେ ଓଭରବ୍ରିଜ୍ ନିର୍ମାଣ ପାଇଁ ଏହାକୁ ସ୍ଥାପନ!-->!-->!-->…
