Odia News Portal

ନବୀନ ନିବାସଠାରେ ବୈଠକ: ଵାଦ ପଡ଼ିପାରନ୍ତି ଵରିଷ୍ଠ

ଆଜି ସଂଧ୍ୟରେ ନବୀନ ନିବାସଠାରେ ଅଚାନକ ପୁରୀ ଜିଲ୍ଲାର ୪ବିଧାୟକ ଓ ୨ମନ୍ତ୍ରୀଙ୍କ ରୁଦ୍ଧ ଦ୍ବାର ବୈଠକ ବସିଛି । ବୈଠକରେ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତା କରିଛନ୍ତି । ଅଚାନକ ପୁରୀ ଜିଲ୍ଲାର ଜନ ପ୍ରତିନିଧିମାନଙ୍କ ବୈଠକ ନବୀନ କାହିଁକି ଡାକିଲେ ତାକୁ ନେଇ କଳ୍ପନା ଜଳ୍ପନା…

ସଦାଚାର କମିଟି ଦେଲା କ୍ଲିନ୍ ଚିଟ୍

ଭୁବନେଶ୍ବର (): ବିଧାନସଭା ଗୃହ ଭିତରେ ଅଶ୍ଳୀଳ ଭିଡିଓ ଦେଖିବା ଘଟଣାରେ ବିଧାନସଭା ସଦାଚାର କମିଟି କଂଗ୍ରେସର ଝାରସୁଗୁଡ଼ା ବିଧାୟକ ନବ କିଶୋର ଦାସଙ୍କୁ କ୍ଲିନ ଚିଟ୍ ଦେଇଛି। କମିଟି ଗତ ୧୮ ତାରିଖ ବୈଠକରେ ଏ ନେଇ ୯ପୃଷ୍ଠା ସମ୍ବଳିତ ରିପୋର୍ଟ ପ୍ରସ୍ତୁତ କରିଛି, ଖୁବଶୀଘ୍ର ଗୃହରେ ଉପସ୍ଥାପିତ…

ତପ୍ତପାଣି ଘାଟିରେ ବସ-ଅଟୋ ଧକ୍କା: ୩ମୃତ, ୩୦ ଆହତ, ୧୦ ଗୁରୁତର

ସାନଖେମୁଣ୍ଡି: ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ତପ୍ତପାଣି ଘାଟିରେ ଲକି ନାମକ ଏକ ଟୁରିଷ୍ଟ ବସ ଏବଂ ଅଟୋ ମଧ୍ୟରେ ଧକ୍କା ହୋଇଛି । ଆଜି ସଂଧ୍ୟାରେ ହୋଇଥିବା ଏହି ଦୁର୍ଘଟଣାରେ ଯାତ୍ରୀବାହୀ  ଅଟୋଟି ସମ୍ପୂର୍ଣ୍ଣ ଚୁରମାର ହୋଇଯାଇଥିବାବେଳେ ୩ଜଣଙ୍କ ମୃତ୍ୟୁ ହୋଇଛି ଓ ୩୦ ଜଣ ଆହତ…

ଭାରତୀୟ ଡାକ ଟିକେଟରେ ସ୍ଥାନ ପାଇଲେ ଓଡ଼ିଶାର ସହିଦ ଯବାନ ପ୍ରମୋଦ ଶତପଥୀ

ଦେଶର ସୁରକ୍ଷା ପାଇଁ ଲଢେ଼ଇ କରି ସହିଦ ହୋଇଥିଲେ । ସେଇ ଅଶୋକ ଚକ୍ର ସମ୍ମାନ ପାଇଥିବା ସହିଦ ପୁଲିସମାନଙ୍କୁ ପୁଣି ଏକ ଭିନ୍ନ ଢ଼ଙ୍ଗରେ ସମ୍ମାନିତ କରିଛି କେନ୍ଦୁଝର ପୁଲିସ । ଡାକ ବିଭାଗ ସହିତ ମିଳିତ ସହଯୋଗରେ ଏହି ଅଶୋକ ଚକ୍ର ଉପାଧିଧାରୀଙ୍କ ପାଇଁ ପ୍ରକାଶ କରିଛି ସ୍ବତନ୍ତ୍ର ଡାକ ଟିକଟ…

ଷେଣ୍ଢ ପଡ଼ିଆ ହତ୍ୟା ଘଟଣାର ପର୍ଦାଫାସ

କଟକ: ଗତ ୨୪ ତାରିଖ ଦିନ ଚୌଦ୍ୱାର ଷେଣ୍ଢ ପଡ଼ିଆରେ ହତ୍ୟା ଘଟଣାର ପର୍ଦାଫାସ କରିଛି କଟକ କମିଶନରେଟ ପୋଲିସ । ପୂର୍ବ ଶତ୍ରୁତାରୁ ବିଭିସାନ ସିଂହଙ୍କୁ ତିନିଜଣ ଅଭିଯୁକ୍ତ କାଠ ଫଳିଆରେ ପିଟିବା ସହ ଗୁଳି ମାଡ କରି ହତ୍ୟା କରିଥିଲେ । ଚୌଦ୍ୱାର ପୋଲିସ ହତ୍ୟା ଘଟଣାର ତଦନ୍ତ କରି ତିନିଜଣ…

ବାଲ୍ୟ ବିବାହ ଉଦ୍ୟମ ରୋକିଲା ପୁଲିସ

ମୟୂରଭଞ୍ଜ: ଉଦଳାରେ ବାଲ୍ୟ ବିବାହ ଉଦ୍ୟମ ରୋକିଲା ପୁଲିସ। ନାବାଳିକାକୁ ଉଦ୍ଧାର କରିବା ସହ ବିବାହ କରିବାକୁ ଯାଉଥିବା ବରକୁ , ପୁଲିସ ଥାନାରେ ଅଟକ ରଖିଛି।  ଆଜି ରାଢ଼ୋ ଗାଁରେ ନାବାଳିକା ସହ ଉତ୍ତର ପ୍ରଦେଶର ପ୍ରମୋଦ କୁମାର ସିଂହଙ୍କ ବାହାଘର ଆୟୋଜନ ହୋଇଥିଲା।

ଭୁବନେଶ୍ବର ଓ କଟକର ବିଭିନ୍ନ ତାରକା ହୋଟେଲ ଓ କ୍ଲବରେ ଜୋରଦାର ଆୟୋଜନ

ପୁରୁଣା ବର୍ଷକୁ ବିଦାୟ ସହ ନୂଆ ବର୍ଷକୁ ସ୍ବାଗତ ପାଇଁ ସବୁଠି ଉତ୍ସାହ । କାଲି ହେବ ଜିରୋ ନାଇଟ୍ ସେଲିବ୍ରେସନ୍ । ଏଥିପାଇଁ ରାଜଧାନୀ ଭୁବନେଶ୍ବର ଓ କଟକର ବିଭିନ୍ନ ତାରକା ହୋଟେଲ ଓ କ୍ଲବରେ ଜୋରଦାର ଆୟୋଜନ ହୋଇଛି । ରାଜ୍ୟ ବାହାରର କଳାକାର ନୃତ୍ୟଗୀତ ପରିବେଷଣ କରିବେ । ଆଇନ ଶୃଖଂଳାକୁ…

ଶୀତ ଦିନରେ ବି ହେବ ନାହିଁ ରୁପି, ଆପଣାନ୍ତୁ ଏହି ଉପାୟ…

ସାଧାରଣତଃ ଥଣ୍ଡା ଦିନରେ କେଶ ଝଡ଼ିବା ସହ ମୁଣ୍ଡରେ ରୁପିର ସମସ୍ୟା ଦେଖାଯାଇଥାଏ। ଏଣୁ ଏହି ଋତୁରେ କେଶକୁ ନରମ, ସୁନ୍ଦର ରଖିବା ସହ ଭଲ ବଢ଼ିଇବା ପାଇଁ କିଛି ସାଧାରଣ ଜିନିଷର ଅବଲମ୍ବନ କରିବା ଦରକାର। ଆପଣ ମଧ୍ୟ କିଛି ଘରୋଇ ଜିନିଷର ବ୍ୟବହାର କରି ନିଜ କେଶର ସୁରକ୍ଷା ଶୀତ ଦିନରେ କରିପାରିବେ।…

‘ସିମ୍ବା’ରେ ଓଡିଆ ଅଭିନେତ୍ରୀ, ଜାଣନ୍ତୁ କିଏ…

ସାରା ଅଲ୍ଲୀ ଖାନ୍ ଏବଂ ରଣବୀର୍ ସିଂହ ଅଭିନିତ ସିନେମା ‘ସିମ୍ବା’ ବକ୍ସ ଅଫିସରେ ଭଲ ବ୍ୟବସାୟ କରିଥିବା ବେଳେ ସିନେମାରେ ଜଣେ ଓଡିଆ ଝିଅଙ୍କ ନିଚ୍ଛକ ଅଭିନୟ ଦର୍ଶକଙ୍କୁ ଖୁବ୍ ଭଲ ଲାଗିଛି । ସିନେମାରେ ମୁଖ୍ୟ ଅଭିନେତ୍ରୀ ସାରାଙ୍କ ବନ୍ଧୁ ଭୂମିକାରେ ନଜର ଆସିଥିବା ଓଡିଆ ଝିଅ ସୁପ୍ରିୟା ରାୟ…

ଉତ୍ତରପ୍ରଦେଶରେ ପଥରମାଡରେ ପୁଲିସ ନିହତ, ୪ଗୁରୁତର

ଉତ୍ତରପ୍ରଦେଶରେ ପୁଣି ଭିଡ ହିଂସା । ୟୁପିର ଗାଜିପୁରରେ ପ୍ରଧାନମନ୍ତ୍ରୀଙ୍କ ରାଲିରୁ ଫେରୁଥିବା ପୁଲିସ କର୍ମଚାରୀଙ୍କ ଉପରକୁ ପଥର ମାଡରେ ଜଣେ କନେଷ୍ଟବଳଙ୍କର ମୃତ୍ୟୁ ହୋଇଛି । ଏଥିରେ ଆଉ ୪ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ନିହତ କନେଷ୍ଟବଳ କାରିମୁଦ୍ଦିନପୁର ଥାନାରେ ନିଯୁକ୍ତି ପାଇଥିଲେ…
Jouez gros ! Nine Casino verse de vraies récompenses.
Découvrir les informations ! leon casino connexion – aperçu complet !
A megbízható platform kiválasztása alapvető a jó online szerencsejáték élményhez, mivel a fizetések biztonsága, a játékok sokszínűsége, a bónuszok és a gyors kifizetések jelentősen befolyásolják a játékosok élményét. A https://dukatbet.info/hu/ útmutató segít összehasonlítani a szabadidős szórakozási lehetőségeket és jobban megérteni a fontos szempontokat a tét előtt.
В онлайн игри на златно ниво изборът на надеждна платформа е ключов за наслада от казино игрите. Сигурността на плащанията, разнообразието от слот машини, бонусите и бързата възможност за теглене значително влияят на играчското изживяване. Пътеводителят zora.bet помага да сравните наличните сайтове и да разберете важните критерии, преди да започнете да играете.
Fans tracking football match outcomes benefit from detailed player stats, live scores, and team performance trends, enabling smarter predictions and deeper engagement. By reviewing recent fixtures, historical data, and on‑field metrics, supporters can gauge momentum and compare squad strengths. For insightful analysis, check out the total over platform.