Odia News Portal

ମେଲବର୍ଣ୍ଣ ଟେଷ୍ଟରେ ୧୩୭ ରନରେ ଜିତିଲା ଭାରତ

ଅଷ୍ଟ୍ରେଲିଆ ସମ୍ମୁଖରେ ୩୯୯ ରନ୍ ବିଜୟ ଲକ୍ଷ୍ୟ ରହିଥିଲାବେଳେ ପଂଚମ ଦିନରେ ସମସ୍ତ ୱିକେଟ ହରାଇ ୨୬୧ ରନ କରିବାକୁ ସକ୍ଷମ ହୋଇଛି କଙ୍ଗାରୁ ଦଳ । ମେଲ୍ବର୍ଣ୍ଣରେ ବର୍ଷା ଲାଗିରହିବାରୁ ମ୍ୟାଚ୍ର ପ୍ରଥମ ପର୍ୟ୍ୟାୟ ଚାଲିପାରି ନ ଥିଲା, କିନ୍ତୁ ପ୍ରଥମ ଦୁଇ ଘଣ୍ଟା ପରେ ପାଗ ବଦଳିବାରୁ ଶେଷରେ…

ଲାଞ୍ଚ ନେବା ବେଳେ ଧରାପଡ଼ିଲେ ଦେବଗଡ଼ କ୍ଷୁଦ୍ର ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ

ଲାଞ୍ଚ ନେବା ବେଳେ ଧରାପଡ଼ିଲେ ଦେବଗଡ଼ କ୍ଷୁଦ୍ର ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ ରବୀନ୍ଦ୍ର କୁମାର ମହାତୋ। ଜଣେ ଠିକାଦାରଙ୍କଠାରୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ଅଭିଯୋଗ ଅନୁସାରେ ଠିକାଦାର ଦିଲୀପ କୁମାର ପାଢ଼ୀଙ୍କ ବିଲ୍ ପାସ୍ କରାଇ ଦେବାକୁ ରୀବନ୍ଦ୍ର…

ମହିଳାମାନଙ୍କୁ ସୁଲଭ ଦରରେ ମିଳିବ ଉଜ୍ଜ୍ୱଳ ସାନିଟାରୀ ନ୍ୟାପକିନ

ମହିଳାମାନଙ୍କୁ ସୁଲଭ ଦରରେ ମିଳିବ ଉଜ୍ଜ୍ୱଳ ସାନିଟାରୀ ନ୍ୟାପକିନ | ଆଇଓସିଏଲ, ଏଚପିସିଏଲ ଓ ବିପିସିଏଲ କମ୍ପାନୀଗୁଡିକର ସିଏସର ଯୋଜନା ଅନୁଯାୟୀ ଆଜିଠାରୁ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହେବ | ୩୦ ଜିଲ୍ଲାର ୯୩ଟି ବ୍ଲକରେ ପ୍ରାୟ ୧୦୦ ଲୋକାଲ ୟୁନିଟ ମାଧ୍ୟମରେ ଏହି ନ୍ୟାପକିନ ମିଳିବ | ଏହି…

ସୁନା ଝିଅ: ସନ୍ଧ୍ୟା ସମରଥ

ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲାରୁ ୨୦୧୭-୧୮ ବର୍ଷ ପାଇଁ ଓଏଏସ ପରୀକ୍ଷାରେ ତିନିଜଣ କୃତକାର୍ଯ୍ୟ ହୋଇ ଜିଲ୍ଲାର ଗୌରବ ବଢାଇଛନ୍ତି । ସେମାନଙ୍କ ମଧ୍ୟରେ ମାଓଗଡ ଭାବେ ଚିର ପରିଚିତ ସାଲିମ ଗ୍ରାମର ଆଦିବାସୀ ଝିଅ ସନ୍ଧ୍ୟା ସମରଥ ଅନ୍ୟତମ ,ସେ ମାଥିଲି ଥାନାସ୍ଥ ସାଲିମ ଗ୍ରାମର…

ପୋଲିସର ଭୂମିକା ଓ ସଫଳତା ଉପରେ ତଥ୍ୟ ପ୍ରଦାନ

କଟକ: ପୋଲିସ କାର୍ଯ୍ୟାଳୟର ପାଢ଼ୀ ମେମୋରିଆଲ ହଲରେ ରାଜ୍ୟ ପୋଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ଏକ ସାମ୍ବାଦିକ ସମ୍ମିଳନୀରେ ଚଳିତ ୨୦୧୮ ରେ ପୋଲିସର ଭୂମିକା ଓ ସଫଳତା ଉପରେ ତଥ୍ୟ ରଖିଥିଲେ । ୨୦୧୮ ବର୍ଷ ଆରମ୍ଭରେ ବିଜେପୁର ଉପ ନିର୍ବାଚନରେ ପୋଲିସ ଓ ପୋଲିସର ଗୁଇନ୍ଦା ସଠିକ ଭାବେ ନିଜର…

ମହିଳା ମୋର୍ଚ୍ଚା ପକ୍ଷରୁ କାର୍ଯ୍ୟକାରିଣୀ ବୈଠକ

ଜଗତସିଂହପୁର: ଭାରତୀୟ ଜନତା ପାର୍ଟି ମହିଳା ମୋର୍ଚ୍ଚା ପକ୍ଷରୁ ସ୍ଥାନୀୟ ଶାରଦା ମଣ୍ଡପ ଠାରେ ତୃତୀୟ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ସଭାପତି କ୍ରିଷ୍ଣା ମହାନ୍ତିଙ୍କ ସମେତ ବହୁ ଦଳୀୟ କର୍ମୀମାନେ ଯୋଗ ଦେଇ ଆଗାମୀ ଦିନରେ…

ସଡକ ଦୁର୍ଘଟଣା ରୋକିବାକୁ ସଚେତନତା ରାଲି

କଳାହାଣ୍ଡି:  ଦିନକୁ ଦିନ ସଡକ ଦୁର୍ଘଟଣା ବଢିଚାଲିଛି । ଏହାକୁ ଆଖି ଆଗରେ ରଖି କଳାହାଣ୍ଡି ଜିଳ୍ଲାର ସ୍ୱେଚ୍ଛାସେବୀ ସଂଗଠନ SOCIAL ACTIVIST OF KALAHANDI ଦ୍ୱାରା ସଡକ ଦୁର୍ଘଟଣା ସଚେତନତା ବାଇକ୍ ରାଲି କରାଯାଇଥିଲା । ଏହା ଜୁନାଗଡରୁ ବାହାରି ମୋଟେର ପର୍ଯ୍ୟନ୍ତ ଯାଇଥିଲା । ଏହି ରାଲି…

୬୧ ନଂ ଜୋନରେ କର୍ମୀସମ୍ମିଳନୀ ଓ ୱାଡ଼ କମିଟି ବୈଠକ

ସାନଖେମୁଣ୍ଡି ବ୍ଲକ୍ ଖଲିଙ୍ଗି ଗ୍ରାମ ପଞ୍ଚାୟତ ରେ ୬୧ ନଂ ଜୋନ ଜିଲ୍ଲା ପରିଷଦ ର ଜୋନ ସ୍ତରୀୟ କର୍ମୀସମ୍ମିଳନୀ ଓ ୱାଡ଼ କମିଟି ବୈଠକ ରେ ମାନ୍ୟବର ସାନଖେମୁଣ୍ଡି୬୧ ନଂ ଜୋନ ବିଧାୟିକା ଶ୍ରୀମତୀ ନନ୍ଦିନୀ ଦେବୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ବ୍ଲକ୍…

ଗୋଳିଆ ଗ୍ରାମରେ ହତ୍ୟାକାଣ୍ଡ

ଗଂଜାମ ଜିଲ୍ଲା ବୁଗୁଡା ଥାନା ଅନ୍ତର୍ଗତ ଗୋଳିଆ ଗ୍ରାମର ନୂଆ ସାହିରେ ହୋଇଛି ଏକ ହତ୍ୟାକାଣ୍ଡ। ସେହି ଗ୍ରାମର ମୀନକେତନ ସାସମଲ ଯିଏକି ମହାରାଷ୍ଟ୍ରରେ ଠିକା ଶ୍ରମିକ ଭାବେ କାର୍ଯ୍ୟ କରନ୍ତି ତାଙ୍କୁ ସର୍ବସମ୍ମୁଖରେ ଗାଁ ଦାଣ୍ଡରେ କରାଯାଇଛି ନିର୍ମମ ହତ୍ୟା। ସେହି ଗ୍ରାମର ରାମ ଦଳେଇ ନାମକ…

ଚାକିରି ପାଇଁ ଦେଶର ପ୍ରଧାନମନ୍ତ୍ରୀ ମୋଦିଙ୍କ ଦସ୍ତଖତ ଜାଲିଆତି

କର୍ଣ୍ଣାଟକର ବେଲଗବିରେ ଜଣେ ଯୁବକ ସରକାରୀ ଚାକିରି ପାଇଁ କରିଥିବା କାମ ପାଇଁ ତାଙ୍କୁ ଜେଲ ଦଣ୍ଡ ମିଳିଛି । ଦେଶରେ ନିଯୁକ୍ତିର ଅଭାବ ଦେଖା ଯାଉଥିବା ବେଳେ ଜାଲିଆତି କରି ଚାକିରି ପାଇବା ପାଇଁ କିଛି ପୂର୍ବରୁ ଅନେକ ଯୁବକ ଚେଷ୍ଟା କରିଥିବାର ଖବର ଆପଣ ପାଇଥିବେ । କିନ୍ତୁ ଚାକିରି ପାଇଁ ଦେଶର…
Jouez gros ! Nine Casino verse de vraies récompenses.
Découvrir les informations ! leon casino connexion – aperçu complet !
A megbízható platform kiválasztása alapvető a jó online szerencsejáték élményhez, mivel a fizetések biztonsága, a játékok sokszínűsége, a bónuszok és a gyors kifizetések jelentősen befolyásolják a játékosok élményét. A https://dukatbet.info/hu/ útmutató segít összehasonlítani a szabadidős szórakozási lehetőségeket és jobban megérteni a fontos szempontokat a tét előtt.
В онлайн игри на златно ниво изборът на надеждна платформа е ключов за наслада от казино игрите. Сигурността на плащанията, разнообразието от слот машини, бонусите и бързата възможност за теглене значително влияят на играчското изживяване. Пътеводителят zora.bet помага да сравните наличните сайтове и да разберете важните критерии, преди да започнете да играете.
Fans tracking football match outcomes benefit from detailed player stats, live scores, and team performance trends, enabling smarter predictions and deeper engagement. By reviewing recent fixtures, historical data, and on‑field metrics, supporters can gauge momentum and compare squad strengths. For insightful analysis, check out the total over platform.