ପରିବା ମାର୍କେଟରେ ରସୁଣ ଚଡକ, ଦର ଟପିଲା ୪୦୦
ପରିବା ମାର୍କେଟରେ ରସୁଣ ଚଡକ । ଖାଉଟିଙ୍କୁ କନ୍ଦାଉଛି ରସୁଣ । ସବୁ ରୋଷେଇରେ ଛୁଙ୍କ ଦେଉଥିବା ରସୁଣ କେଜି ଏବେ ୪୦୦ ଟଙ୍କା। ଶହେ ଗ୍ରାମ୍ କିଣିଲେ ୫୦ ଟଙ୍କା ନେଉଛନ୍ତି ବ୍ୟବସାୟୀ। ରସୁଣର ଏଭଳି ଅହେତୁକ ଦରବୃଦ୍ଧି ପୂର୍ବରୁ କେବେ ହୋଇନଥିଲା। ଦୁଇ ସପ୍ତାହ ତଳେ ରସୁଣ କିଲୋ ପିଛା ୧୫୦ରୁ ୨୦୦!-->…
