୩ ଆତଙ୍କୀଙ୍କ ପୋଷ୍ଟର ରିଲିଜ କଲା ସୁରକ୍ଷା ଏଜେନ୍ସି
୩ ଆତଙ୍କୀଙ୍କ ପୋଷ୍ଟର ରିଲିଜ କଲା ସୁରକ୍ଷା ଏଜେନ୍ସି । ଦକ୍ଷିଣ କାଶ୍ମୀରର ସୋପିଆନ ଜିଲ୍ଲାର ବିଭିନ୍ନ ସ୍ଥାନରେ ‘ଆତଙ୍କ ମୁକ୍ତ କାଶ୍ମୀର’ ଲେଖା ହୋଇ ୩ ଆତଙ୍କୀଙ୍କ ଫଟୋ ସହ ଏହି ପୋଷ୍ଟର ରିଲିଜ ହୋଇଛି । ଏହି ଆତଙ୍କୀଙ୍କ ବିଷୟରେ ସୂଚନା ଦେଲେ ୨୦ ଲକ୍ଷ ଟଙ୍କାର ଆର୍ଥିକ ରାଶି ଦେବାକୁ!-->…