Odia News Portal

୫୦ ବର୍ଷରେ ପାଦ ଥାପିଲେ ହ୍ରିତିକ

ଆଜି ହ୍ରିତିକ ରୋଶନ ତାଙ୍କ ଭିନ୍ନ ଷ୍ଟାଇଲରେ କୋଟି କୋଟି ଲୋକଙ୍କୁ ପ୍ରେରଣା ଦେଇଛନ୍ତି। ସେ ସର୍ବଦା ଜଣେ ଉତ୍ତମ ଅଭିନେତା ଏବଂ ନୃତ୍ୟଶିଳ୍ପୀରେ ଭାବରେ ନିଜକୁ ପ୍ରମାଣିତ କରିଛନ୍ତି । ତଥାପି, ଏହି ପଦବୀ ହାସଲ କରିବା ପାଇଁ ସେ ଜୀବନରେ ଅନେକ ପରିଶ୍ରମ କରିଛନ୍ତି । ବଲିଉଡ ଲୋକପ୍ରିୟ

ବିଜେଡିର ଜଗତସିଂହପୁର ସଜଡା ଉଦ୍ୟମ

ଗୋଷ୍ଠୀ କନ୍ଦଳରେ ଜଡସଡ ଜଗତସିଂହପୁରକୁ ସଜାଡିବକୁ ବିଜେଡିର ଉଦ୍ୟମ । ଜିଲ୍ଲା ସହପର୍ଯ୍ୟବେକ୍ଷକ ଓ ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ ନିଯୁକ୍ତି ଦେଲା ବିଜେଡି । ଗିରୀଶ ଚନ୍ଦ୍ର ଦାଶଙ୍କୁ ଜିଲ୍ଲା ସହପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି । ମୀନକତନ ଅମାତଙ୍କୁ ବାଲିକୁଦା, ମନୋଜ ନାୟକଙ୍କୁ

ଜଗନ୍ନାଥ ମନ୍ଦିର ଆଗରେ ଧାରଣାରେ ବସିଲେ ଗ୍ରାମବାସୀ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପୂର୍ବରୁ ଗାଁ ଠୁ ସହର ସବୁଠି ବୁଲୁଛି ଅର୍ପଣ ରଥ । ହେଲେ ଏହି ଅର୍ପଣ ରଥ ପରିକ୍ରମାକୁ ନେଇ ଏକ ବିବାଦ ସାମ୍ନାକୁ ଆସିଛି । ଯାହାର ପ୍ରତିବାଦରେ ଜଗନ୍ନାଥ ମନ୍ଦିର ଆଗରେ ଧାରଣାରେ ବସିଲେ ଗ୍ରାମବାସୀ ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା

କୋଇଲା ଖଣି ପାଇଁ ଚିନ୍ତା ବଢାଇଲା ଅନୁଗୁଳର ପ୍ରଦୂଷଣ

ଚିନ୍ତା ବଢାଉଛି ଅନୁଗୁଳର ବାୟୁ ପ୍ରଦୂଷଣ । ଲଗାତର ଦ୍ୱିତୀୟ ଦିନ ପାଇଁ ଅନୁଗୁଳର ସ୍ଥିତି ସାଂଘାତିକ ସ୍ଥିତିରେ ରହିଛି । ସୋମବାର ଏକ୍ୟୁଆଇ ପିଏମ୍-୨.୫ ତଥା ଛୋଟ ଧୂଳିକଣାର ମାତ୍ରା ୩୫୨ ରହିଥିଲା । ଗତକାଲି ଏହା ୩୫୭ରେ ପହଂଚିଛି । ଅନୁଗୁଳ ଉପରକୁ କେବଳ ନୋଏଡାର ପ୍ରଦୂଷଣ ୩୫୯ ରହିଛି ।

କୁକୁର ବନ୍ଧ୍ୟାକରଣ ପାଇଁ ବିଏମସିକୁ ଗ୍ରୀନ ସିଗନାଲ; ରହିତାଦେଶ ଉଠାଇଲେ ହାଇକୋର୍ଟ

ଖୁବ୍ର ଶୀଘ୍ର ଆରମ୍ଭ ହେବ କୁକୁର ବନ୍ଧ୍ୟାକରଣ । କୁକୁର ବନ୍ଧ୍ୟାକରଣ ପାଇଁ ବିଏମସିକୁ ସବୁଜ ସଙ୍କେତ । ହାଇକୋର୍ଟଙ୍କ ରହିତା ଦେଶ ଉଠିବା ପରେ ଏନେଇ ପ୍ରସ୍ତୁତି ଆରମ୍ଭ କରିଛି ବିଏମସି । କୁକୁର ବନ୍ଧ୍ୟାକରଣ ନେଇ ହାଇକୋର୍ଟଙ୍କ ରାହିତାଦେଶ ଥିବା ବେଳେ ଗତ ଜୁଲାଇ ମାସରୁ ବିଏମସି ଅଞ୍ଚଳରେ

ଆଜିଠୁ ମାଲକାନଗିରିକୁ ଆରମ୍ଭ ହେବ ବିମାନସେବା

ଆଜିଠୁ ମାଲକାନଗିରିକୁ ଆରମ୍ଭ ହେବ ବିମାନସେବା। ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଲୋକାର୍ପଣ କରିବେ। ଭୁବନେଶ୍ୱର ବିମାନ ବନ୍ଦରରୁ ଭିଟି-୧୦୦ ଏୟାର କ୍ରାପ୍ଟରେ ବାହାରି ଦିନ ୧୧ଟା ୪୫ରେ ମାଲକାନଗିରି ବିମାନ ବନ୍ଦରରେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ।ଏହା ପରେ ଦିନ ୧୧ଟା ୫୦ରେ

ରାଜଧାନୀରେ ପୁଣି ବଡ଼ ଧରଣର ଲୁଟ୍

ରାଜଧାନୀରେ ପୁଣି ବଡ଼ ଧରଣର ଲୁଟ୍ ହୋଇଥିବାର ଖବର ମିଳିଛି। ରାଜଧାନୀର ଖଣ୍ଡଗିରି ତାଳବଣିଆ ଅଞ୍ଚଳରୁ ଏହି ଲୁଟ୍ ହୋଇଛି। ସୂଚନା ଅନୁଯାୟୀ, ପଞ୍ଚାୟତିରାଜ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଛୋଟେଲାଲ ଶର୍ମାଙ୍କ ଘରୁ ଲୁଟ୍ ହୋଇଛି। ଦୁର୍ବୃତ୍ତମାନେ ବିଳମ୍ବିତ ରାତିରେ ୧୦ ଲକ୍ଷ ଟଙ୍କାର ସୁନା

ପ୍ରଦୂଷଣରେ ଦିଲ୍ଲୀକୁ ଟପିଲା ବାଲେଶ୍ୱର

ବାୟୂ ପ୍ରଦୂଷଣ କ୍ଷେତ୍ରରେ ଦିଲ୍ଲୀକୁ ଟପିଗଲା ଓଡ଼ିଶା । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସୂଚନା ଅନୁସାରେ ବର୍ତ୍ତମାନ ଓଡିଶାର ୬ଟି ପ୍ରମୁଖ ପ୍ରଦୂଷିତ ସହର ହେଉଛି ଓଡ଼ିଶାର ବାରିପଦା, ବାଲେଶ୍ୱର, ଭୁବନେଶ୍ୱର, କଟକ, କେନ୍ଦୁଝର ଓ ରାଇରଙ୍ଗପୁରରେ ୩ ଶହ ପାର୍‌ କରିଛି ଇଣ୍ଡେକ୍ସ ।

ବିଲ୍‌କିସ୍ ବାନୋ: ଜେଲ୍ ଯିବେ ୧୧ ଦୋଷୀ

ବିଲ୍‌କିସ୍ ବାନୋ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ ରାୟ । ପୁଣି ଜେଲ୍ ଯିବେ ମାମଲାର ୧୧ ଦୋଷୀ । ଗୁଜୁରାଟ ସରକାରଙ୍କ ନିଷ୍ପତ୍ତିକୁ ରଦ୍ଦ କଲେ ସୁପ୍ରିମକୋର୍ଟ । ୨୦୨୨ରେ ୧୧ ଦୋଷୀଙ୍କୁ ମୁକ୍ତ କରିଥିଲେ ଗୁଜୁରାଟ ସରକାର । ଆଜ୍ଜୀବନ ସଜ୍ଜା ପାଇଥିବା ୧୧ ଦୋଷୀଙ୍କୁ ମୁକ୍ତ କରାଯାଇଥିଲା ।

ବସ୍‌ ବିସ୍ଫୋରଣ: ୨ମୃତ

ଆଫଗାନିସ୍ତାନର ରାଜଧାନୀ କାବୁଲରେ ପୁଣି ଥରେ ବିସ୍ଫୋରଣ ଘଟିଛି। ପଶ୍ଚିମ କାବୁଲର ଦଶତ-ଏ-ବାରଚି ଅଞ୍ଚଳରେ ଥିବା ଏକ ବସ୍‌ରେ ଏକ ବଡ଼ ଧରଣର ବିସ୍ଫୋରଣ ଘଟିଥିଲା। ​​ଯେଉଁଥିରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୪ ଜଣ ଆହତ ହୋଇଥିଲେ। ବିସ୍ଫୋରଣ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର