Odia News Portal

ଭାଇରାଲ ହେଉଛନ୍ତି ଜୁନିୟର ଯୋଗୀ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଷ୍ଟାଇଲରେ ଛୋଟଛୁଆ । ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛନ୍ତି । ୟୁଜର୍ସମାନେ ତାଙ୍କୁ ବେଶ ପ୍ରଂଶସା କରୁଛନ୍ତି । ଆଜିକାଲି ଇଣ୍ଟରନେଟ୍ରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ ବାଳକ ଉତ୍ତରପ୍ରଦେଶ…

ବାଙ୍ଗାଲୋରରେ ବିସ୍ଫୋରଣ, ୩ମୃତ

ବାଙ୍ଗାଲୋର: ବାଙ୍ଗାଲୋରର ତାରାଗୁପେଟା ଅଂଚଳରେ ଥିବା ଏକ ଷ୍ଟୋରେଜରେ ବଡ ଧରଣର ବିସ୍ଫୋରଣ ଘଟିଛି । ବିସ୍ଫୋରଣ କେଉଁ କାରଣ ନେଇ ଘଟିଥିଲା ତାହାର ତଦନ୍ତ ଚାଲିଛି । ତେବେ ଏଥିରେ ୩ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ଜଣ ଗୁରୁତର ଆହତ ହୋଇଛନ୍ତି । ଏକ ପଙ୍କଚର ଦୋକାନ ନିକଟରେ ଥିବା ଷ୍ଟୋରେଜରେ…

ଚଳନ୍ତା ବସରେ ନାବାଳିକାଙ୍କୁ ଦୁଷ୍କର୍ମ

ନୂଆଦିଲ୍ଲୀ: ଲଜ୍ଜା । ପୁଣି ଲଜ୍ଜା । ଚଳନ୍ତା ବସରେ ନାବାଳିକାଙ୍କୁ ଦୁଷ୍କର୍ମ । ବସ ଡ୍ରାଇଭର ଓ କଣ୍ଡକ୍ଟର ମିଶି ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିଛନ୍ତି । ପିଡିତାଙ୍କ ମାଉସୀଙ୍କ ସାମନାରେ ଅଭିଯୁକ୍ତମାନେ ଦୁଷ୍କର୍ମ କରିଛନ୍ତି । ତେବେ ଏନେଇ ପିଡିତାଙ୍କ ପରିବାର ଥାନାରେ ଅଭିଯୋଗ କରିବା…

ଜୁନିୟର ବିଶ୍ୱକପ ହକିର ଲୋଗୋ ଓ ଟ୍ରଫି ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପୁଣି ଜାତୀୟ ସ୍ତରରେ ପ୍ରଂଶସିତ ହେବ ଓଡ଼ିଶା । କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବ ଜୁନିୟର ପୁରୁଷ ହକି ବିଶ୍ୱକପ । ଟୁର୍ଣ୍ଣାମେଣ୍ଟ ଆୟୋଜନ ନେଇ ଆଜି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗୁରୁବାର ସନ୍ଧ୍ୟାରେ ଅନୁଷ୍ଠିତ ଏକ ବୈର୍ଣ୍ଣାଢ଼୍ୟ ପରିବେଶରେ…

ପ୍ରକାଶ ପାଇଲା +୩ ଦ୍ୱିତୀୟ ପର୍ଯ୍ୟାୟ କଟଅଫ ଲିଷ୍ଟ

ଭୁବନେଶ୍ୱର: +୩ ନାମଲେଖା ପାଇଁ ଆଜି ଦ୍ୱିତୀୟ ପର୍ୟ୍ୟାୟ ମେରିଟ୍ ଲିଷ୍ଟ ପ୍ରକାଶ ପାଇଛି । ୨ୟ ପର୍ୟ୍ୟାୟ ମେରିଟ ଲିଷ୍ଟରେ ୪୦,୬୧୧ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି । ହାୟର ଅପ୍ସନ ଆବେଦନ ୩୬,୬୮୩ ଥିବାବେଳେ ସ୍ଲାଇଡ ଅପରେ ୧୫,୨୩୨ ଜଣ ମନୋନୀତ ହୋଇଛନ୍ତି । ୨ୟ ପର୍ୟ୍ୟାୟ ମେରିଟ ଲିଷ୍ଟ…

ଆସନ୍ତା ୨୭ରେ ବନ୍ଦ ରହିବ ବ୍ୟାଙ୍କ୍

ନୂଆଦିଲ୍ଲୀ: ଦେଶରେ ଚାଲିଥିବା କୃଷକ ଆନ୍ଦୋଳନକୁ ସମର୍ଥନ କରିଛି ଅଖିଳ ଭାରତ ବ୍ୟାଙ୍କ ଅଫିସର୍ସ ମହାସଂଘ (ଏଆଇବିଓସି) । ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଆସନ୍ତା ୨୭ ତାରିଖରେ ଦିଆଯାଇଥିବା ଭାରତ ବନ୍ଦ ଡାକରାକୁ ସମର୍ଥନ କରି ବ୍ୟାଙ୍କ ଅଫିସର ୟୁନିଅନଗୁଡ଼ିକ ବି ବନ୍ଦରେ ସାମିଲ ହେବେ ।…

ଆଜି କୋଲକାତା ମୁମ୍ବାଇ ଟକ୍କର

ଦୁବାଇ: ଆଇପିଏଲରେ ଆଜି ହାଇଭୋଲଟେଜ ମ୍ୟାଚ୍ । କୋଲକାତା ନାଇଟ ରାଇଡର୍ସକୁ ଭେଟିବ ମୁମ୍ବାଇ ଇଣ୍ଡିଆନ୍ସ । କେକେଆର୍ ନିଜ ପ୍ରଥମ ମ୍ୟାଚ୍ରେ ଶକ୍ତିଶାଳୀ ଆରସିବିକୁ ୯ ୱିକେଟ୍ରେ ହରାଇଥିଲା। ଏଣୁ ମୁମ୍ବାଇ ପାଇଁ ଆସନ୍ତାକାଲିର ମ୍ୟାଚ୍ ନିଶ୍ଚିତ ଭାବେ ଆଉ ଏକ ପରୀକ୍ଷା ନେଇ ଆସିବ। ରୋହିତ…

ଆସିଲା ତାପସୀଙ୍କ ଅଭିନୀତ ରଶ୍ମୀ ରକେଟ୍, ଦେଖନ୍ତୁ ଭିଡିଓ

ମୁମ୍ବାଇ: ଅଭିନେତ୍ରୀ ତାପସୀ ପନ୍ନୁଙ୍କ ଅଭିନୀତ ଫିଲ୍ମ ‘ରଶ୍ମି ରକେଟ’ ରେ ଟିଜର ଜାରି ହୋଇଛି । ତାପସୀ ନିଜେ ତାଙ୍କ ଟ୍ୱିଟରରେ ଫିଲ୍ମର ଟିଜର ଜାରି କରିଛନ୍ତି । ତାପସୀ ଭିଡିଓ ସେୟାର କରି କହିଛନ୍ତି କି, ଫିଲ୍ମର ଟ୍ରେଲର ଆଜି ସନ୍ଧ୍ୟା ସାଢେ ଛଅଟାରେ ଜାରି କରାଯିବ । …

ଜଲଦ ତ୍ରିପାଠୀ ହେଲେ ରାଜ୍ୟର ମୁଖ୍ୟ ସୂଚନା କମିଶନର

ଭୁବନେଶ୍ୱର: ଜଳଦ ତ୍ରିପାଠୀଙ୍କୁ ରାଜ୍ୟର ନୂଆ ମୁଖ୍ୟ ସୂଚନା କମିଶନର ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟପାଳ । ଆଜି ଏ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ତାମିଲନାଡୁର ପୂର୍ବତନ ଡିଜି ଜଳଦ ତ୍ରିପାଠୀ, ସୁନୀଲ କୁମାର ମିଶ୍ରଙ୍କ ସ୍ଥାନ ନେଇଛନ୍ତି । ସୁନୀଲ କୁମାର ମିଶ୍ର ସିଆଇସି…

ମାଲକାନଗିରି ଜିଲ୍ଲାରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

ମାଲକାନଗିରି: ପୋଲିସକୁ ବଡ଼ ସଫଳତା । ମାଲକାନଗିରିରେ ମାଓବାଦୀ ଓ ସୁରକ୍ଷା କର୍ମୀ ମୁହାଁମୁହିଁ ହୋଇଛନ୍ତି। ଏସ.ଓ .ଜି, ଡି.ଭି.ଏଫ ଓ ବି.ଏସ .ଏଫ ବାହିନିର ମିଳିତ କମ୍ବିଂ ଅପରେସନ ବେଳେ ମାଓ ଶିବିର ଠାବ ହୋଇଛି।ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ତୁଳସୀ ପାହଡ ଉପରେ ଥିବା…
Jouez gros ! Nine Casino verse de vraies récompenses.
Découvrir les informations ! leon casino connexion – aperçu complet !
A megbízható platform kiválasztása alapvető a jó online szerencsejáték élményhez, mivel a fizetések biztonsága, a játékok sokszínűsége, a bónuszok és a gyors kifizetések jelentősen befolyásolják a játékosok élményét. A https://dukatbet.info/hu/ útmutató segít összehasonlítani a szabadidős szórakozási lehetőségeket és jobban megérteni a fontos szempontokat a tét előtt.
В онлайн игри на златно ниво изборът на надеждна платформа е ключов за наслада от казино игрите. Сигурността на плащанията, разнообразието от слот машини, бонусите и бързата възможност за теглене значително влияят на играчското изживяване. Пътеводителят zora.bet помага да сравните наличните сайтове и да разберете важните критерии, преди да започнете да играете.
Fans tracking football match outcomes benefit from detailed player stats, live scores, and team performance trends, enabling smarter predictions and deeper engagement. By reviewing recent fixtures, historical data, and on‑field metrics, supporters can gauge momentum and compare squad strengths. For insightful analysis, check out the total over platform.
Giocare su una piattaforma sicura è fondamentale per godersi il mondo del gioco d'azzardo online, poiché la sicurezza dei pagamenti, la varietà dei slot, i bonus offerti e la rapidità dei prelievi incidono notevolmente sull’esperienza dei giocatori. Il sito https://spingrande1.com/ permette di confrontare le offerte e comprendere meglio i criteri chiave prima di puntare.
Affidarsi a una piattaforma sicura è fondamentale per godersi il gioco d’azzardo online in condizioni ottimali, poiché la sicurezza dei pagamenti, la varietà di slot, i bonus offerti e la rapidità dei prelievi possono influenzare notevolmente l’esperienza del giocatore. Il sito Ringospin Casino offre tutto questo, con un’ampia scelta di giochi e promozioni competitive.