Odia News Portal

ରଥଖଳାରେ ହାତାହାତି

ପୁରୀ: ରଥଖଳାରୁ ଆସିଲା ଅଭାବନୀୟ ଦୃଶ୍ୟ । ରଖଖଳାରେ ହାତାହାତି ହେଲେ ୨ ସେବାୟତ । ଅଧଘଣ୍ଟା ବନ୍ଦ ରହିଲା ରଥ ନିର୍ମାଣ କାର୍ଯ୍ୟ । ନନ୍ଦିଘାଷ ରଥର ମୁଖ୍ୟ ବିଶ୍ୱକର୍ମା ବିଜୟ ମହାପାତ୍ର ଏବଂ ସହଯୋଗୀ ମହାରଣା ରମେଶ ମହାପାତ୍ରଙ୍କ ମଧ୍ୟରେ ହାତାହାତି ହୋଇଥିବାର ଦୃଶ୍ୟ ନଜରକୁ ଆସିଛି । ତେବେ…

ଆରବିଆଇର ବଡ଼ ଘୋଷଣା

ନୂଆଦିଲ୍ଲୀ: ଆଇବିଆଇର ବଡ଼ ଘୋଷଣା । ଅପରିବର୍ତ୍ତିତ ରହିବ ରେପୋ ରେଟ୍ । ଭାରତୀୟ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ର ମୌଦ୍ରିକ ନୀତି ସମିତି (ଏମପିସି) ବୈଠକ ଆଜି ସମାପ୍ତ ହୋଇଛି । ଏହି ବୈଠକ ଜୁନ୍ ୨ ତାରିଖରେ ଆରମ୍ଭ ହୋଇଥିବା ବେଳେ ଏହା ଆଜି ସମାପ୍ତ ହୋଇଛି । କରୋନାର ଦ୍ୱିତୀୟ…

ଧରାହେଲେ ବାଇକ୍ ଚୋର

କଟକ: ଧରା ପଡ଼ିଲେ ବାଇକ ଚୋର । କଟକ ଜିଲ୍ଲା ଟାଙ୍ଗୀ ପୋଲୁିସ ଜଣେ ନାବାଳକ ସହ ଦୁଇଜଣ ଚୋରଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ୨ଟି ବାଇକ ଜବତ କରିଛି ପୋଲିସ । ଅଭିଯୁକ୍ତଙ୍କୁ ଅଟକ ରଖି ପଚରା ଉଚରା କରୁଛି ପୋଲିସ । ସୋରଣ ବଜାରରେ ଦୁଇଜଣ ବାଇବ ରଖି ସଉଦା କିଣୁଥିବା ବେଳେ ଏମାନେ ବାଇକ…

ଯୁକ୍ତ ୨ ପରୀକ୍ଷା ବାଲିଲ୍ କଲେ ରାଜ୍ୟ ସରକାର

ଭୁବନେଶ୍ୱର: ଯୁକ୍ତ ୨ ପରୀକ୍ଷା ବାତିଲ କଲେ ରାଜ୍ୟ ସରକାର । ଶୁକ୍ରବାର ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । କରୋନାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତି ନିଆଯାଇଥିବା କୁହାଯାଇଛି । କରୋନାର ଦ୍ୱିତୀୟ ଲହର ଭୟଙ୍କର ସ୍ଥିତି ସୃଷ୍ଟି କରିଥିବା ବେଳେ ପ୍ରତିଟି ଜୀବନର ସୁରକ୍ଷା ଏବେ ରାଜ୍ୟ…

ଆରମ୍ଭ ହେଲା ବିଶ୍ୱର ସର୍ବବୃହତ ହକି ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ

ରାଉରକେଲା: ଇଷ୍ପାତ ସହର ରାଉରକେଲାରେ ହେବାକୁ ଥିବା ବିଶ୍ୱର ସର୍ବବୃହତ ହକି ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ଆଜିଠାରୁ ଆରମ୍ଭ ହୋଇଯାଇଛି । ପୂଜାର୍ଚ୍ଚନା ପରେ ପ୍ରସ୍ତାବିତ ବିପୁୟୁଟି ପରିସରରେ ଆରମ୍ଭ ହୋଇଛି କାର୍ଯ୍ୟ । ଏହି ଅବସରରେ ବିଧାୟକ ସାରଦା ନାୟକ, ଅତିରିକ୍ତ ଜିଲ୍ଲାପାଳ ଆବୋଲି…

ଓଡ଼ିଶା ଡାକିଥିବା ଗ୍ଲୋବାଲ ଟେଣ୍ଡର ସମୟ ସୀମା ଆଜି ସରୁଛି

ଭୁବନେଶ୍ୱର: ଆଜି ସରୁଛି ଓଡ଼ିଶା ଡାକିଥିବା ଗ୍ଲୋବାଲ ଟେଣ୍ଡର ସମୟ ସୀମା । ବିଦେଶରୁ ଟିକା ସଂଗ୍ରହ ଲାଗି ଓଡ଼ିଶା ଏହି ଗ୍ଲୋବାଲ ଟେଣ୍ଡର ଡାକିଥିଲା । ତେବେ ଆଜି ଏହାର ସମୟ ସୀମା ସରୁଛି । ଆଜି ଟେଣ୍ଡର ଖୋଲିବ ନାଁ ସମୟ ସୀମା ବଢ଼ିବ ତାହା ସ୍ପଷ୍ଠ ହୋଇନାହିଁ । ଯଦି ଟେଣ୍ଡର ଖୋଲେ, ବିଲଡ୍ରଙ୍କ…

ଆଜି ମହାପ୍ରଭୁଙ୍କ ହଳଦୀପାଣୀ ନୀତି

ପୁରୀ : ଆଜି ଶ୍ରୀଜୀଉଙ୍କ ହଳଦୀପାଣୀ ନୀତି । କୋଭିଡ କଟକଣାକୁ ମାନି ପରମ୍ପରା ଅନୁଯାୟୀ ପାଳନ କରାଯାଉଛି ଏହି ନୀତି । ୨୧ଦିନ ଧରି ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡ଼ା କରିଛନ୍ତି ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା । ଅକ୍ଷୟ ତୃତୀୟା ତିଥିରୁ ବାହାର ଚନ୍ଦନଯାତ୍ରା ଆରମ୍ଭ ହୋଇ ୨୧ଦିନ ବ୍ୟାପୀ…

୨ କୋଟିରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ

ବାଲେଶ୍ୱର : ୨ କୋଟିରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ । ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରୁ ଆସିଛି ଏଭଳି ଖବର । ୨କେଜିରୁ ଅଧିକ ଟଙ୍କାର ବ୍ରାଉନସୁଗାର ନେଇ ଯାଉଥିବାବେଳେ ୩ଜଣଙ୍କୁ ଗିରଫ କଲା ଏସଟିଏଫ୍ । ଗ୍ରାହାକ ବେଶରେ ଯାଇ ଧରିବାରେ ସଫଳ ହୋଇଛନ୍ତି ଏସସିଏଫ୍ କର୍ମଚାରୀ । ୩ଜଣ…

ଭୁବନେଶ୍ୱରରେ ପହଞ୍ଚିଲା ବିଜୟ ସାହୁଙ୍କ ମରଶରୀର

ଭୁବନେଶ୍ୱର: ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିଲା ସାଇ ଇଣ୍ଟର ନ୍ୟାସନାଲ ସ୍କୁଲର ଚେୟାରମ୍ୟାନ ବିଜୟ ସାହୁଙ୍କ ମରଶରୀର । ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଥିଲା । କିଛିଦିନ ହେବ କରୋନାରେ ଆକ୍ରାନ୍ତ ହୋଇ ହାଇଦ୍ରାବାଦରେ ଚିକିତ୍ସିତ ହେଉଥିଲେ ବିଜୟ । ଆଜି…

ଅନଲାଇନ୍ ଗାର୍ଲଫ୍ରେଣ୍ଡ୍ ଲୋଭରେ ଯୁବକ ହରାଇଲେ ୯୫ ହଜାର ଟଙ୍କା

କଟକ: ଅନଲାଇନ୍‌ରେ ଗାର୍ଲଫ୍ରେଣ୍ଡ ଅର୍ଡର କରିଥିଲେ ଯୁବକ । ଶେଷରେ ଆକାଉଣ୍ଟରୁ କଟିଗଲା ୯୫ହଜାର ଟଙ୍କା । ଆଜ୍ଞା ହଁ ବିଶ୍ୱାସ ନହେଲେ ମଧ୍ୟ କଥାଟି ସତ । କଟକ ଜିଲ୍ଲା ବିଡ଼ାନାସୀ ଅଞ୍ଚଳରୁ ଆସିଛି ଏଭଳି ଖବର । ଆକାଉଣ୍ଟରୁ ଟଙ୍କା କଟିବା ପରେ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଯୁବକ । ପୋଲିସ…
Jouez gros ! Nine Casino verse de vraies récompenses.
Découvrir les informations ! leon casino connexion – aperçu complet !
A megbízható platform kiválasztása alapvető a jó online szerencsejáték élményhez, mivel a fizetések biztonsága, a játékok sokszínűsége, a bónuszok és a gyors kifizetések jelentősen befolyásolják a játékosok élményét. A https://dukatbet.info/hu/ útmutató segít összehasonlítani a szabadidős szórakozási lehetőségeket és jobban megérteni a fontos szempontokat a tét előtt.
В онлайн игри на златно ниво изборът на надеждна платформа е ключов за наслада от казино игрите. Сигурността на плащанията, разнообразието от слот машини, бонусите и бързата възможност за теглене значително влияят на играчското изживяване. Пътеводителят zora.bet помага да сравните наличните сайтове и да разберете важните критерии, преди да започнете да играете.
Fans tracking football match outcomes benefit from detailed player stats, live scores, and team performance trends, enabling smarter predictions and deeper engagement. By reviewing recent fixtures, historical data, and on‑field metrics, supporters can gauge momentum and compare squad strengths. For insightful analysis, check out the total over platform.
Giocare su una piattaforma sicura è fondamentale per godersi il mondo del gioco d'azzardo online, poiché la sicurezza dei pagamenti, la varietà dei slot, i bonus offerti e la rapidità dei prelievi incidono notevolmente sull’esperienza dei giocatori. Il sito https://spingrande1.com/ permette di confrontare le offerte e comprendere meglio i criteri chiave prima di puntare.
Affidarsi a una piattaforma sicura è fondamentale per godersi il gioco d’azzardo online in condizioni ottimali, poiché la sicurezza dei pagamenti, la varietà di slot, i bonus offerti e la rapidità dei prelievi possono influenzare notevolmente l’esperienza del giocatore. Il sito Ringospin Casino offre tutto questo, con un’ampia scelta di giochi e promozioni competitive.