Odia News Portal

୧୬ଟି ପ୍ରସ୍ତାବକୁ କ୍ୟାବିନେଟ୍ ମୋହର

ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ ହେଉ ମୁଣ୍ଡାରି ଭାଷା । ଗୁରୁବାର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମନ୍ତ୍ରିମଣ୍ଡଳ ବୈଠକରେ ଅନୁସୂଚିତ ଜାତି, ଜନଜାତି ବିଭାଗର ଏହି ପ୍ରସ୍ତାବକୁ ଅନୁମୋଦନ ମିଳିଛି । କ୍ୟାବିନେଟ୍ ବୈଠକରେ ୭ଟି ବିଭାଗର ୧୬ଟି ପ୍ରସ୍ତାବରେ ମୋହର ବାଜିଛି

ଟୋଲ ଫି ଆଦାୟକୁ ନେଇ ଫାଙ୍କା ଗୁଳିଚାଳନା କଲେ ୫ ଡକାୟତ

ପିପିଲି ଟୋଲ ଗେଟରେ ଫାଙ୍କା ଗୁଳିଚାଳନା କଲେ ଅପରାଧୀ । ଆଉ ସେମାନଙ୍କୁ ଧରିବାକୁ ନାକେଦମ ହେଲା ପୁଲିସ । ତେବେ କାର ସହ ୩ ଜଣ ଡକାୟତଙ୍କୁ ପୁଲିସ କାବୁ କରିଥିବାବେଳେ ୨ ଜଣ ଫେରାର ହୋଇଯାଇଛନ୍ତି । ସେମାନଙ୍କୁ ଧରିବାକୁ ପୁଲିସ ଛାନଭିନ ଚଳାଇଛି । ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତିରେ

ମଦ୍ୟପ ଡ୍ରାଇଭରର ଉନ୍ମତ୍ତ କାଣ୍ଡ

ମଦ୍ୟପ ଡ଼୍ରାଇଭରଙ୍କ ଉନ୍ମତ୍ତ କାଣ୍ଡ। ଟ୍ରକ୍‌ ସହିତ ବାଇକ ଜଳିଗଲା। ଏହି ଅଗ୍ନିକାଣ୍ଡରେ ଜଣେ ଗୁରୁତର ହୋଇଛନ୍ତି। ସୂଚନା ଅନୁସାରେ ଭଦ୍ରକ-ଆନନ୍ଦପୁର ରାଜ୍ୟ ରାଜପଥରେ ଗଣିଜାଙ୍ଗ ସେଠୀସାହି ଛକରେ ଡ୍ରାଇଭରଙ୍କ ଉନ୍ମତ୍ତ କାଣ୍ଡ ଯୋଗୁ ଜଣେ ଗୁରୁତର ହେବା ସହିତ ହାଇୱା ଟ୍ରକ୍‌ ସଂପୂର୍ଣ୍ଣ

ଦୋକାନରେ ଗ୍ୟାସ୍‌ ଟାଙ୍କି ବିସ୍ଫୋରଣ; ମା’ଙ୍କୁ ବଞ୍ଚାଇବାକୁ ଯାଇ ପୁଅ ମୃତ

ବ‌ଲେଶ୍ବର ଜିଲ୍ଲା ନୀଳଗିରି ଥାନା ଅଧୀନ ପୁରୁଣାଗାଁରେ ଗ୍ୟାସ୍‌ ଟାଙ୍କି ଫାଟି ଭୟଙ୍କର ବିସ୍ଫୋରଣ ହୋଇଛି। ଏଥିରେ ମାଟିରେ ମିସିଲା ଘର ଓ ଗ୍ରୋସରି ଦୋକାନ। ଗୋଟିଏ ମୁହୂର୍ତ୍ତ ପାଇଁ ଭୂମିକମ୍ପ ଅନୁଭବ କଲେ ଆଖପାଖ ଲୋକେ। ସୂଚନା ମୁତାବକ ଉକ୍ତ ଗ୍ରାମର ହରିହର ବେହେରାଙ୍କ ଘରକୁ ଲାଗି ନିଜର

ପାଣି ଡେକଚିରେ ପଡ଼ି ଦୁଇ ବର୍ଷର ଶିଶୁ ମୃତ

ଘରେ ଥିବା ପାଣି ଡେକଚିରେ ପଡ଼ି ଦୁଇ ବର୍ଷର ଶିଶୁକନ୍ୟାର ମୃତ୍ୟୁ ଘଟିଛି। ଏଭଳି ଦୁଃଖଦ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଏନ୍ଏସିର ଦେହୁରୀସାହିରେ। ମୃତ ଶିଶୁକନ୍ୟା ଜଣଙ୍କ ନଵ୍ୟନିବେଦିତା ବେଉରା। ଆଜି ସକାଳେ ବିବେକାନନ୍ଦ ବେଉରାଙ୍କ ସାନ ଝିଅ ନଵ୍ୟନିବେଦିତା ଘରେ ଖେଳୁଥିଲା। ଏହି

ଆସନ୍ତାକାଲିଠାରୁ ବସ୍‌ ଧର୍ମଘଟ

ଆସନ୍ତାକାଲିଠାରୁ ବସ୍‌ ଧର୍ମଘଟ। ଘରୋଇ ବସ୍‌ ମାଲିକ ସଂଘ ସଂପାଦକ ଦେବେନ୍ଦ୍ର ସାହୁ ଆଜି ଏହି ସୂଚନା ଦେଇଛନ୍ତି। ସରକାର ଲିଖିତି ପ୍ରତିଶ୍ରୁତି ନଦେବାରୁ ମାଲିକ ସଂଘ ବସ୍ ଧର୍ମଘଟ ନିଷ୍ପତ୍ତିରେ ଅଟଳ ରହିଲା ବୋଲି ଶ୍ରୀ ସାହୁ କହିଛନ୍ତି। ଆସନ୍ତାକାଲି ସକାଳ ୬ଟାରୁ ଅନିର୍ଦ୍ଦିଷ୍ଟ

ଆମ ଓଡ଼ିଶା ନବୀନ ଓଡ଼ିଶା: କଟକ ଓ କେନ୍ଦ୍ରାପଡା ଜିଲ୍ଲାରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ କଲେ…

ରାଜ୍ୟ ସରକାରଙ୍କର ଗ୍ରାମାଭିମୁଖୀ ମହତ୍ତ୍ଵାକାଂକ୍ଷୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’ ମାଧ୍ୟମରେ ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ। ଏହି କାର୍ଯ୍ୟକ୍ରମର ଫୋକସ୍‌ ହେବ ପ୍ରତି ପଞ୍ଚାୟତ, ପ୍ରତି ଗାଁ । ଆଜି ଭୁବନେଶ୍ବରରୁ ଆଭାସୀ

ବସ୍ ଧର୍ମଘଟ: ଆଲୋଚନା ନିଷ୍କର୍ଷ ଶୂନ୍ୟ

ବସ୍ ଧର୍ମଘଟ ନେଇ ମାଲିକ ସଂଘ-ସିଏମଓଙ୍କ ଆଲୋଚାନା ଜାରି । ଆଲୋଚନାରୁ କୌଣସି ନିଷ୍କର୍ଷ ବାହାରିନଥିବା ସୂଚନା ରହିଛି । ଆଲୋଚନା ସଫଳ ନୁହେଁ କି ବିଫଳ ନୁହେଁ କହିଲା ମାଲିକ ସଂଘ । ଆମେ ପ୍ରସ୍ତାବ ଦେଇଛୁ, ସେମାନେ ନିଷ୍ପତ୍ତି ଜଣାଇବେ । ମାଲିକ ସଂଘର ଅପରାହ୍ନ ବୈଠକରେ ପରବର୍ତ୍ତୀ ନିଷ୍ପତ୍ତି

ଓଡ଼ିଶାର ନବନିଯୁକ୍ତ ରାଜ୍ୟପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ 

ଓଡ଼ିଶାର ରାଜ୍ୟପାଳ ଭାବେ ନିଯୁକ୍ତ ରଘୁବର ଦାସଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟର ବିକାଶ ଓ ଲୋକଙ୍କ କଲ୍ୟାଣ ପାଇଁ ନୂଆ ରାଜ୍ୟପାଳଙ୍କ ସହ ମିଳିତ ଭାବେ କାର୍ଯ୍ୟ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରଘୁବର ଦାସଙ୍କୁ ସଫଳ କାର୍ଯ୍ୟକାଳର ଶୁଭେଚ୍ଛା

କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୪ ପ୍ରତିଶତ ବଢ଼ିଲା

କେନ୍ଦ୍ରୀୟ କର୍ମଚାରୀମାନଙ୍କୁ ମିଳିଛି ଦଶହରା ଭେଟି । କେନ୍ଦ୍ରୀୟ କର୍ମଚାରୀମାନଙ୍କ ମହଙ୍ଗା ଭତ୍ତା ଆଉ ୪ ପ୍ରତିଶତ ବୃଦ୍ଧି କରିବାକୁ ସରକାର ଘୋଷଣା କରିଛନ୍ତି। ବୁଧବାର କ୍ୟାବିନେଟ୍ ବୈଠକ ପରେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଏହି ସୂଚନା ଦେଇଛନ୍ତି । କେନ୍ଦ୍ର ସରକାରୀ