ପୁଲିସ୍ ଦ୍ୱାରା ନଷ୍ଟ ହେଲା ୯୫ ହଜାରରୁ ଅଧିକ ଅଫିମ ଗଛ, ମୂଲ୍ୟ ପ୍ରାୟ ୧.୯୧ କୋଟି
ମୟୂରଭଞ୍ଜ ଜିଲ୍ଲାର ଯଶୀପୁର ଥାନା ଅଞ୍ଚଳରେ ବେଆଇନ୍ ଭାବେ ଅଫିମ ଗଛ ଚାଷ ହୋଇଥିବା ସୂଚନା ମିଳିବା ପରେ ପୁଲିସ୍ ଏକ ଯୌଥ ଅଭିଯାନରେ ପ୍ରାୟ ୯୫ ହଜାରରୁ ଅଧିକ ଅଫିମ ଗଛ ନଷ୍ଟ କରିଛି। ଏହି ଘଟଣାରେ ଏନ୍ଡିପିଏସ୍ ଆକ୍ଟ୍ ଅନୁଯାୟୀ ଦୁଇଟି ମାମଲା ରୁଜୁ ହୋଇଛି।ସୂଚନା ଅନୁଯାୟୀ, ଗତକାଲି ଅର୍ଥାତ୍…
