ହାଇକୋର୍ଟ ଗେଟ୍ ସମୁଖରେ ଅଗ୍ନିକାଣ୍ଡ, ହୁତୁ ହୁତୁ ହୋଇ ଜଳିଲା ଗାଡ଼ି
ହାଇକୋର୍ଟ ଗେଟ ସମୁଖରେ ଅଗ୍ନିକାଣ୍ଡ । ଲାଲବାଗ ଗେଟ କାଳିଗଳି ସମୁଖରେ ଏହି ଅଗ୍ନିକାଣ୍ଡ ଘଟିଛି । ଯାହା ଫଳରେ ଗୋଟିଏ ସ୍କୁଟର, ଦୁଇଟି ବାଇକ ଓ ଗୋଟିଏ ସ୍କର୍ପିଓ ପୋଡି ପାଉଁଶ ହେଇଯାଇଛି ।
ଖବର ପାଇ ଅଗ୍ନିଶମ ଟିମ୍ ଘଟଣାସ୍ଥଳରେ ପହଞ୍ଚି ନିଆକୁ ଲିଭାଇବାରେ ସକ୍ଷମ ହୋଇଛି । ଏଭଳି…
