୪ଟା ପର୍ଯ୍ୟନ୍ତ ବିଧାନସଭା ଗୃହ ମୁଲତବି : ସଭା ଆରମ୍ଭରୁ ବିରୋଧୀଙ୍କ ନାରାବାଜି
ବିଧାନସଭା ଆରମ୍ଭରୁ ହିଁ ବିଜେପିଙ୍କ ପ୍ରବଳ ହଟ୍ଟଗୋଳ ଆରମ୍ଭ ହୋଇଛି । ପୋଡିୟମ ପାଖରେ ବିଜେପି ସଦସ୍ୟ ନାରାବାଜି ଲଗାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବିବୃତିରୁ ଜନବିରୋଧୀ ଶବ୍ଦକୁ ବାଦ ଦେବା ପାଇଁ ଦାବି କରାଯାଇଛି । ଏହା ବ୍ୟତୀତ ବିଜେପି ଦଳ ୨ ବିଧାୟକଙ୍କ ନିଲମ୍ବନ ପ୍ରତ୍ୟାହାରର ଦାବି!-->…
