ବିଜେପି ମହିଳା ସଂରକ୍ଷଣ ବିଲ୍ ଲାଗୁ କରିବାକୁ ଚାହୁଁନି
ନରେନ୍ଦ୍ର ମୋଦୀ ସରକାର ମହିଳା ସଂରକ୍ଷଣ ବିଲ୍ କାର୍ଯ୍ୟକାରୀ କରିବାକୁ ଇଚ୍ଛୁକ ନୁହଁନ୍ତି । ଏହି ବିଲ୍ ବିଜେପିର କେବଳ ଏକ ନିର୍ବାଚନୀ ଚାଲ୍ ବୋଲି କଂଗ୍ରେସ ଅଭିଯୋଗ କରିଛି ।
ବିଳମ୍ବ ନ କରି ମହିଳା ସଂରକ୍ଷଣ ବିଲକୁ ଯଥାଶୀଘ୍ର ସରକାର କାର୍ଯ୍ୟକାରୀ କରନ୍ତୁ ବୋଲି ସୋସିଆଲ ମିଡିଆ ତଥା!-->!-->!-->…
