ଦିଲ୍ଲୀ ମହିଳା କମିଶନକୁ ଝଟ୍କା, ବିଦା ହେଲେ ୨୨୩ କର୍ମଚାରୀ
ଦିଲ୍ଲୀ ମହିଳା କମିଶନ କର୍ମଚାରୀଙ୍କ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଉପରାଜ୍ୟପାଳ । ଏଲଜି ବିନୟ ସକ୍ସେନା ଦିଲ୍ଲୀ ମହିଳା ଆୟୋଗରୁ ୨୨୩ କର୍ମଚାରୀଙ୍କୁ ବିଦା କରିଛନ୍ତି । ଏଲଜିଙ୍କ ନିର୍ଦ୍ଦେଶ କ୍ରମେ ଦିଲ୍ଲୀ ମହିଳା କମିଶନ ନିଜର ୨୨୩ ଜଣ କର୍ମଚାରୀଙ୍କୁ ଚାକିରିରୁ ବାହାର!-->…
