କେଜ୍ରିୱାଲଙ୍କ ଗିରଫକୁ ନେଇ ପ୍ରତିକ୍ରିୟା
ମଦ ଦୁର୍ନୀତିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫକୁ ‘ଇଣ୍ଡିଆ’ ମେଣ୍ଟ ସହ ଜଡ଼ିତ ନେତାମାନେ ବିରୋଧ କରିଛନ୍ତି। ଲୋକସଭା ନିର୍ବାଚନରେ ବିଜେପିକୁ ପରାଜୟ ଭୟ ଘାରୁଛି । ତେଣୁ ନର୍ଭସ ବିଜେପି ବିରୋଧୀ ଦଳଙ୍କୁ ହଇରାଣ କରୁଛି ବୋଲି ‘ଇଣ୍ଡିଆ’ ନେତା ଅଭିଯୋଗ କରିଛନ୍ତି ।
!-->!-->!-->…
