ଦାୟିତ୍ୱ ବାଣ୍ଟିଲା ବିଜେଡି; ବିଭିନ୍ନ ସେଲ ପାଇଁ ନେତାଙ୍କୁ ଦେଲା ଦାୟିତ୍ୱ
ଦାୟିତ୍ୱ ବାଣ୍ଟିଲା ବିଜେଡି । ବିଜେଡିର ବରିଷ୍ଠ ନେତାଙ୍କୁ ବିଭିନ୍ନ ସେଲ୍/ଶାଖାର ଦାୟିତ୍ୱ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହିକ୍ରମରେ ବିଜୁ କୃଷକ ଜନତା ଦଳର ଦାୟିତ୍ୱ ଦଳର ବରିଷ୍ଠ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଦିଆଯାଇଛି । ସେହିପରି ବିଜେଡି ଆଞ୍ଚଳିକ ଉନ୍ନୟନ!-->…