Odia News Portal

ଆଜି କେମିତି କଟିବ

ମେଷ: ଆଜି ଆପଣଙ୍କ ପାଇଁ ଏକ ମଧ୍ୟମ ଫଳଦାୟକ ଦିନ । ଆପଣଙ୍କ ସ୍ୱାସ୍ଥ୍ୟ କିଛିଟା ଅସ୍ଥିର ରହିପାରେ । ଆପଣ ଶାରୀରିକ ଥକ୍କା ଅନୁଭବ କରିବେ । ଯଦି ସମ୍ଭବ ହୁଏ, ତେବେ ଯାତ୍ରା କରିବାରୁ ଦୂରେଇ ରୁହନ୍ତୁ । କୌଣସି ସମସ୍ୟାକୁ ନେଇ ଜିଦ୍ ଧରି ରୁହନ୍ତୁ ନାହିଁ । ପେଟ ସମ୍ବନ୍ଧୀୟ ରୋଗ ହେବାର…

ନର୍ଲା ତହସିଲଦାରଙ୍କୁ ହତ୍ୟା ଧମକ ମାମଲା: ନର୍ଲା ବିଧାୟିକାଙ୍କ ସ୍ବାମୀଙ୍କ ନାଁରେ ମାମଲା ରୁଜୁ

କଳାହାଣ୍ଡିଜିଲ୍ଲା ନର୍ଲା ବିଧାୟିକା ମନୋରମା ମହାନ୍ତିଙ୍କ ସ୍ବାମୀ ତଥା ତତ୍‌କାଳୀନ ବ୍ଲକ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି ନର୍ଲା ତହସିଲଦାର ବିଭୁ ପ୍ରସାଦ ସିଂହଙ୍କୁ ଫୋନ୍‌ରେ ହତ୍ୟା ଧମକ ଦେଇଥିଲେ। ଏହି ଘଟଣାରେ ନର୍ଲା ପୁଲିସ ବିଭୁଙ୍କ ବିରୋଧରେ ମାମଲା ରୁଜୁ କରିଛି।…

ରାଜ୍ୟରେ ଆଗାମୀ ୫ ଦିନ ଯାଏ କାଳବୈଶାଖୀ, ବିଜୁଳି ଘଡଘଡି ପାଇଁ ୨୦ ଜିଲ୍ଲାକୁ ୟେଲୋ ଆଲର୍ଟ

ପାଞ୍ଚ ଦିନ କାଳବୈଶାଖୀ । ରାଜ୍ୟରେ ଆଗାମୀ ୫ ଦିନ ଯାଏ କାଳବୈଶାଖୀ ଲାଗି ରହିବ । ଆଜି ବିଜୁଳି ଘଡଘଡି ପାଇଁ ୨୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଆସନ୍ତାକାଲି ୪ ଜିଲ୍ଲାରେ ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା ସମ୍ଭାବନା ରହିଛି । କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର ଏବଂ…

ବିଧାନସଭା ଓ ପିଏମ୍‌ଜିରେ ମିଳିତ ବିରୋଧୀ ଦଳ ପକ୍ଷରୁ ବିକ୍ଷୋଭ ଓ ଧାରଣା

ମିଳିତ ବିରୋଧୀ ଦଳ ତରଫରୁ ବିଶାଳ ଗଣଧାରଣା। ଲୋୟାର ପିଏମଜି ରେ ସରକାର ଙ୍କ ବିରୋଧରେ ରଣ ହୁଙ୍କାର ଦେଇଛନ୍ତି ୧୦ଟି ରାଜନୈତିକ ଦଳ। ଏସସିବି ଅଗ୍ନିକାଣ୍ଡରେ ମୃତକଙ୍କୁ ନ୍ୟାୟ ଏବଂ ଘଟଣାରେ ଦାୟୀ ଅଧିକାରୀଙ୍କୁ ଗିରଫ , ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଇସ୍ତଫା ସହ ସରକାର ତାଙ୍କୁ ମନ୍ତ୍ରୀ…

ପୁରୀ ସମୁଦ୍ର ବେଳାଭୂମିରେ ଅଘଟଣ, ବୁଡ଼ିଯାଇ ୨ ପର୍ଯ୍ୟଟକଙ୍କ ମୃତ୍ୟୁ

ପୁରୀ ସମୁଦ୍ର ବେଳାଭୂମିରେ ଅଘଟଣ । ବୁଡ଼ିଯାଇ ୨ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି । ପୁରୀ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ମୃତ ପର୍ଯ୍ୟଟକଙ୍କ ପରିଚୟ ମିଳିପାରିନାହିଁ । ଦୁଇ ଜଣ ଗାଧୋଉଥିବାବେଳେ ବୁଡି ଯାଇଥିଲେ। ସୂଚନା ଅନୁସାରେ ଆଜି କିଛି ପର୍ଯ୍ୟଟକ ସମୁଦ୍ରରେ ଗାଧୋଇବାକୁ ଯାଇଥିଲେ ।…

ରାଜଧାନୀରେ ଲଜ୍ଜା, ଲିଫ୍ଟ ଦେବା ଆଳରେ ବଙ୍ଗୀୟ ମହିଳାଙ୍କୁ ଗଣଦୁଷ୍କର୍ମ

ରାଜଧାନୀରେ ଲଜ୍ଜା । ଲିଫ୍ଟ ଦେବା ଆଳରେ ବଙ୍ଗୀୟ ମହିଳାଙ୍କୁ ଗଣଦୁଷ୍କର୍ମ । ଷ୍ଟେସନରେ ଛାଡି ଦେବାକୁ କହି ୨ ଦୁର୍ବୃତ୍ତ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।ବଙ୍ଗୀୟ ମହିଳାଙ୍କୁ ଭଡ଼ା ଘରେ ଗଣଦୁଷ୍କର୍ମ ହୋଇଛି । ବନ୍ଧକ ରଖି ଭୟଭୀତ କରାଇ ମହିଳାଙ୍କ ସହ ଦୁଷ୍କର୍ମ ଅଭିଯୋଗ ହୋଇଛି ।…

ଦୁବେଙ୍କ ମାନସିକ ଚିକିତ୍ସା ଆବଶ୍ୟକ, କହିଲେ ନବୀନ ପଟ୍ଟନାୟକ

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଉପରେ ବିଜେପି ସାଂସଦ ନିଶିକାନ୍ତ ଦୁବେ ଦେଇଥିବା ବିବାଦୀୟ ବୟନାକୁ ନେଇ ବର୍ଷିଲେ ନବୀନ । ଦୁବେଙ୍କ ମାନସିକ ଚିକିତ୍ସା ଆବଶ୍ୟକ ବୋଲି କହିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ସେ ମାନସିକ ଭାବେ ଅସୁସ୍ଥ ଅଛନ୍ତି । ନିଶିକାନ୍ତ ଦୁବେଙ୍କ ମନ୍ତବ୍ୟ…

ବରିଷ୍ଠ ବିଜେଡି ନେତାଙ୍କ ପତ୍ନୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ନୂଆପଡ଼ାର ବିଜେଡି ନେତା ହରିଶ୍ଚଚନ୍ଦ୍ର ପଣ୍ଡାଙ୍କ ପତ୍ନୀ ପୂଜା ପଣ୍ଡାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ନିଜ ଘର ପଛପଟେ ଥିବା ବେଲଗଛରୁ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଘଟଣାସ୍ଥଳରେ ନୂଆପଡ଼ା ସଦର ଥାନା ପୋଲିସର ତଦନ୍ତ ଆରମ୍ଭ । ମୃତ୍ୟୁର…

ପାହାଡ଼ ଓହ୍ଲାଇ‌ବାର ଦୁଃଖ ସରିନି, ୮ ବର୍ଷ ତଳେ ଚାଲିଚାଲି ପହଞ୍ଚିଥିଲେ ଜିଲ୍ଲାପାଳ

ଆଜି ବି ପାହାଡ଼ ଓହ୍ଲାଇବାର ଦୁଃଖ ସରିନି। ରାତିରେ କିଟିକିଟି ଅନ୍ଧାର। ବଣପାହାଡ଼ ଭିତରେ ଏମିତି ବିକାଶ ଅପହଞ୍ଚ ହୋଇ ରହିଥିବା ଗାଁର ନାଁ କରୁଆଡେରା। ସୁନ୍ଦରଗଡ଼ ଜିଲ୍ଲା ଟାଙ୍ଗରପାଲି ବ୍ଲକ୍‌ ରତନପୁର ପଞ୍ଚାୟତର ଏହି ଗାଁ ଦିନେ ପାଲଟିଥିଲା ଖବରର ଶିରୋନାମା। ସେଦିନ ଥିଲା…

ପୁରୀରେ ପହଞ୍ଚିଛି ଚତୁର୍ଥ ଦଫା ରଥ କାଠ, ନିର୍ମାଣ କାର୍ଯ୍ୟ ଅକ୍ଷୟ ତୃତୀୟାରୁ ହେବ ଆରମ୍ଭ

ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀରେ ପହଞ୍ଚିଛି ଚତୁର୍ଥ ଦଫା ରଥ କାଠ । ଏହି ରଥ କାଠ ବୌଦ୍ଧ ବନଖଣ୍ଡ ମାଧୋପୁର ରେଞ୍ଜରୁ ଆସିଛି । ଧଉରା କାଠ ୧୨ ଫୁଟିଆ ୩୭ଟି ଏବଂ ୨୦ ଫୁଟିଆ ୧୫ ଟି କାଠ ଆସିଛି । ମୋଟ ୫୨ ଖଣ୍ଡ କାଠ ଦୁଇଟି ଟ୍ରକରେ ଆସି ପହଞ୍ଚିଛି । ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ…