Odia News Portal

ନବ ହତ୍ୟା ମାମଲା ; କୋର୍ଟରେ ହଜାର ହେଲା ଗୋପାଳ

ନବ ଦାସ ହତ୍ୟା ମାମଲା | କୋର୍ଟରେ ହଜାର ହେଲେ ଗୋପାଳ | ଝାରସୁଗୁଡା ଅତିରିକ୍ତ ଜିଲ୍ଲା ଓ ଦୌରାଜଜ କୋର୍ଟରେ ହଜାର | ଦୋଷମୁକ୍ତ ପାଇଁ ଗୋପାଳର ଡ଼ିସଚାର୍ଜ ପିଟିସନ ଖାରଜ କଲା କୋର୍ଟ | ନବ ଦାସ ହତ୍ୟା ମାମଲାରେ ଚାର୍ଜ ଫ୍ରେମ କଲେ କୋର୍ଟ | ଗୋପାଳ ଦାସ ବିରୁଦ୍ଧରେ ହେଲା ଚାର୍ଜ ଫ୍ରେମ |

ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରିବା ସହ ଅଣ୍ଡାମାଡ଼ କଲା ଛାତ୍ର କଂଗ୍ରେସ

ଛାତ୍ର ସଂସଦ ନିର୍ବାଚନ ବନ୍ଦକୁ ନେଇ ତାତିଲା କଂଗ୍ରେସ। ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀଙ୍କ ବାସଭବନ ଘେରିବା ସହ ଅଣ୍ଡାମାଡ଼ କଲା ଛାତ୍ର କଂଗ୍ରେସ। ଛାତ୍ର ସଂସଦ ନିର୍ବାଚନ କରିବା ଦାବିରେ ଛାତ୍ର କଂଗ୍ରେସ ଏହି ବିକ୍ଷୋଭ କରିଛି । ସୂଚନାଯୋଗ୍ୟ, ବାତ୍ୟା

ଭଡା ଘରେ ସେକ୍ସ ରାକେଟ, ୩ ମହିଳା ଉଦ୍ଧାର

ଗଞ୍ଜାମ ଜିଲ୍ଲା ନିମଖଣ୍ଡି ଅଞ୍ଚଳରେ ଏକ ଭଡା ଘରୁ ଦେହ ବ୍ୟବସାୟ ଚାଲୁଥିବା ଏକ ସେକ୍ସ ରାକେଟକୁ ପୋଲିସ ବୁଧବାର ଠାବ କରିବା ସହ ୩ ଜଣ ମହିଳାଙ୍କୁ ଉଦ୍ଧାର କରିଛି।କୌଣସି ସୂତ୍ରରୁ ଖବର ପାଇ ନିମଖଣ୍ଡି ଥାନା ପୁଲିସର ଏକ ଟିମ୍ ଏକ ଘରେ ଚଢ଼ଉ କରି ପଡ଼ୋଶୀ ଆନ୍ଧ୍ରପ୍ରଦେଶର ଜଣେ ଯୁବତୀଙ୍କ ସମେତ

ରାଜଧାନୀରେ ବେଆଇନ କଫ ସିରପ୍ ରାକେଟର ପର୍ଦ୍ଦାଫାସ, ଅଭିଯୁକ୍ତ ଗିରଫ

ରାଜଧାନୀରେ ବେଆଇନ କଫ ସିରପ୍ ରାକେଟର ପର୍ଦ୍ଦାଫାସ କରି ବୁଧବାର ପୁଲିସ ୨୦୫ଟି କଫ ସିରପ୍ ବୋତଲ ଜବତ କରିଛି। ଏହି ଘଟଣାରେ ପୁଲିସ ଜଣେ ନିଶା ବେପାରୀକୁ ମଧ୍ୟ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ଭୁବନେଶ୍ୱର ରବି ଟକିଜ ନିବାସୀ ଅକ୍ଷୟ କୁମାର ବେହେରା ବୋଲି ଜଣାପଡ଼ିଛି। ଅବକାରୀ ପୁଲିସ

୫୩ ଗ୍ରାମ ବ୍ରାଉନସୁଗାର ଜବତ, ଜଣେ ଗିରଫ

 ସୂଚନା ମୁତାବକ ଅବକାରୀ ଅଧିକ୍ଷକ ଅମରେନ୍ଦ୍ର କୁମାର ଜେନାଙ୍କ ନିର୍ଦ୍ଧେଶ କ୍ରମେ ମଙ୍ଗଳବାର ୩ ଘଟିକା ସମୟରେ ଅବକାରୀ ଇନସିପେକ୍ଟର ସମୀର କୁମାର ମହାନ୍ତି ଚୂନଭାଟି ପ୍ଲଟ ଛକରେ ଚଢ଼ାଉ କରିଥିଲେ l ଏହି ସମୟରେ ଜଣେ ବ୍ୟକ୍ତି ବାଇକରେ ବ୍ରାଉନସୁଗାର ରଖି ବିକୁଥିବା ଦେଖି ଗିରଫ କରିନେଇଥିଲେ l

ଯଯାତି କେଶରୀଙ୍କ ନାଁରେ ମେଡିକାଲ କଲେଜ

ଯଯାତି କେଶରୀଙ୍କ ନାଁରେ ନାମିତ ହେବ ଯାଜପୁର ମେଡିକାଲ କଲେଜ | ପ୍ରସ୍ତାବକୁ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ୨୦୨୪ ଶିକ୍ଷାର୍ଷରୁ କାର୍ଯ୍ୟକ୍ଷମ କରିବାକୁ ସରକାରଙ୍କ ଘୋଷଣା | ୧୦୦ ସିଟରେ ନାମଲେଖା ପାଇଁ ଏନଏମସି କୁ ଆବେଦନ କରିବେ ସରକାର |

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ, ୨୪ ଘଣ୍ଟାରେ ହେବ ଅଧିକ ଘନୀଭୂତ

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ। ଉତ୍ତର ବଙ୍ଗୋପସାଗର ପାର୍ଶ୍ବବର୍ତ୍ତୀ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଆଗାମୀ ୨୪ ଘଣ୍ଟାରେ ଏହା ଅଧିକ ଘନୀଭୂତ ହେବ। ପଶ୍ଟିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ରହିଛି । ଆଜି ଅତି ପ୍ରବଳ ବର୍ଷା

ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ: ଏକକାଳୀନ ୫ଟି ସ୍ଥାନରେ ଚାଲିଛି ରେଡ୍

ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ। ବାରିପଦା ଜନସ୍ୱାସ୍ଥ୍ୟ ବିଭାଗର ସହକାରୀ ଯନ୍ତ୍ରୀ ବନେଶ୍ୱର ନାୟକଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ ଚାଲିଛି  । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଯାଞ୍ଚ କରୁଛି ଭିଜିଲାନ୍ସ ଟିମ୍  ।  ଏକ କାଳୀନ ୫ଟି ସ୍ଥାନରେ ରେଡ୍ କରାଯାଉଛି  ।  ତେବେ ଚଢାଉ

ବୀଭତ୍ସ ହତ୍ୟାକାଣ୍ଡ; ଘର ଭିତରେ ପଡିଛି ବୃଦ୍ଧଙ୍କ ରକ୍ତାକ୍ତ ମୃତଦେହ

ଗଳାକାଟି ବୃଦ୍ଧଙ୍କୁ ହତ୍ୟା। ବରଗଡ଼ ମେଳଛାମୁଣ୍ଡା ଥାନା କୁଣ୍ଡାଖାଇ ଗାଁରେ ଘର ଭିତରେ ପଡିଛି ରକ୍ତାକ୍ତ ମୃତଦେହ। ମୃତକ ଶ୍ୟାମ ପ୍ରଧାନ। ଗତକାଲି ରାତିରେ କିଛି ଦୁର୍ବୃତ୍ତ ଶ୍ୟାମ ପ୍ରଧାନଙ୍କ ଘରେ ପଶି ହତ୍ୟା କରିବା ସହ ଟଙ୍କା ସୁନା ଲୁଟ କରି ନେଇଛନ୍ତି। ହତ୍ୟା ପରେ ଦୁର୍ବୃତ୍ତମାନେ