ଗ୍ରିନ୍ଲାଣ୍ଡକୁ ସେନା ପଠାଇବେ ଜର୍ମାନୀ ଓ ଫ୍ରାନ୍ସ
ଗ୍ରିନ୍ଲାଣ୍ଡକୁ ମିଶାଇବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଧମକ ବିରୋଧରେ ୟୁରୋପୀୟ ଦେଶମାନେ ଏକତ୍ରିତ ହେଉଛନ୍ତି। ଗ୍ରିନ୍ଲାଣ୍ଡରେ ସମ୍ଭାବ୍ୟ ଆମେରିକୀୟ ସାମରିକ ଦଖଲ ରୋକିବା ପାଇଁ ୟୁରୋପ ପ୍ରସ୍ତୁତି ଆରମ୍ଭ କରିଛି। ରାଷ୍ଟ୍ରପତି ଟ୍ରମ୍ପଙ୍କ ଧମକ ମଧ୍ୟରେ, ଜର୍ମାନୀ…
