ପୁରୀରେ ଲାଗି ରହିଛି ଝିପିଝିପି ବର୍ଷା
ଆଜି ସକାଳୁ ପୁରୀରେ ଲାଗିରହିଛି ଝିପିଝିପି ବର୍ଷା । ପୂର୍ବାଳି ତରଙ୍ଗାୟିତ ବାୟୁ ପ୍ରଭାବରେ ପୁରୀରେ ବର୍ଷା ଜାରି ରହିଛି । ହେଲେ ଏ ବର୍ଷାକୁ ଆଶୀର୍ବାଦ ଭାବୁଛି ଜଗନ୍ନାଥ ଭକ୍ତ । ପରିକ୍ରମା ପ୍ରକଳ୍ପରେ ଦେବଲୋକ ସାମିଲ ହୋଇଥିବା ବିଶ୍ବାସ କରୁଛନ୍ତି ଶ୍ରଦ୍ଧାଳୁ । ଆଜି!-->…
