Odia News Portal

ଆମ ଓଡ଼ିଶା ନବୀନ ଓଡ଼ିଶା: କଟକ ଓ କେନ୍ଦ୍ରାପଡା ଜିଲ୍ଲାରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ କଲେ…

ରାଜ୍ୟ ସରକାରଙ୍କର ଗ୍ରାମାଭିମୁଖୀ ମହତ୍ତ୍ଵାକାଂକ୍ଷୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’ ମାଧ୍ୟମରେ ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ। ଏହି କାର୍ଯ୍ୟକ୍ରମର ଫୋକସ୍‌ ହେବ ପ୍ରତି ପଞ୍ଚାୟତ, ପ୍ରତି ଗାଁ । ଆଜି ଭୁବନେଶ୍ବରରୁ ଆଭାସୀ

ବସ୍ ଧର୍ମଘଟ: ଆଲୋଚନା ନିଷ୍କର୍ଷ ଶୂନ୍ୟ

ବସ୍ ଧର୍ମଘଟ ନେଇ ମାଲିକ ସଂଘ-ସିଏମଓଙ୍କ ଆଲୋଚାନା ଜାରି । ଆଲୋଚନାରୁ କୌଣସି ନିଷ୍କର୍ଷ ବାହାରିନଥିବା ସୂଚନା ରହିଛି । ଆଲୋଚନା ସଫଳ ନୁହେଁ କି ବିଫଳ ନୁହେଁ କହିଲା ମାଲିକ ସଂଘ । ଆମେ ପ୍ରସ୍ତାବ ଦେଇଛୁ, ସେମାନେ ନିଷ୍ପତ୍ତି ଜଣାଇବେ । ମାଲିକ ସଂଘର ଅପରାହ୍ନ ବୈଠକରେ ପରବର୍ତ୍ତୀ ନିଷ୍ପତ୍ତି

ଓଡ଼ିଶାର ନବନିଯୁକ୍ତ ରାଜ୍ୟପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ 

ଓଡ଼ିଶାର ରାଜ୍ୟପାଳ ଭାବେ ନିଯୁକ୍ତ ରଘୁବର ଦାସଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟର ବିକାଶ ଓ ଲୋକଙ୍କ କଲ୍ୟାଣ ପାଇଁ ନୂଆ ରାଜ୍ୟପାଳଙ୍କ ସହ ମିଳିତ ଭାବେ କାର୍ଯ୍ୟ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରଘୁବର ଦାସଙ୍କୁ ସଫଳ କାର୍ଯ୍ୟକାଳର ଶୁଭେଚ୍ଛା

କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୪ ପ୍ରତିଶତ ବଢ଼ିଲା

କେନ୍ଦ୍ରୀୟ କର୍ମଚାରୀମାନଙ୍କୁ ମିଳିଛି ଦଶହରା ଭେଟି । କେନ୍ଦ୍ରୀୟ କର୍ମଚାରୀମାନଙ୍କ ମହଙ୍ଗା ଭତ୍ତା ଆଉ ୪ ପ୍ରତିଶତ ବୃଦ୍ଧି କରିବାକୁ ସରକାର ଘୋଷଣା କରିଛନ୍ତି। ବୁଧବାର କ୍ୟାବିନେଟ୍ ବୈଠକ ପରେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଏହି ସୂଚନା ଦେଇଛନ୍ତି । କେନ୍ଦ୍ର ସରକାରୀ

୨୦ରୁ ବସ୍ ଧର୍ମଘଟ

ପୁଣି ବସ୍ ଧର୍ମଘଟ ଡାକରା ଦେଲା ଘରୋଇ ବସ୍ ମାଲିକ ସଂଘ । ଆସନ୍ତା ୨୦ ତାରିଖରୁ ସାରା ରାଜ୍ୟରେ ବସ୍ ଧର୍ମଘଟ । ଲକ୍ଷ୍ମୀ ଯୋଜନାକୁ ବିରୋଧ କରି ବସ୍ ଧର୍ମଘଟ ନିଷ୍ପତ୍ତି ନିଆଯାଇଛି । ବସ ମାଲିକ ସଂଘ କୋଷାଧ୍ୟକ୍ଷ ବରଦା ଆଚାର୍ଯ୍ୟ ଏନେଇ ସୂଚନା ଦେଇଛନ୍ତି । ତେବେ ଲକ୍ଷ୍ମୀ ଯୋଜନାକୁ ବିରୋଧ

ଲୋକସେବା ଭବନରେ ଅଗ୍ନିକାଣ୍ଡ

ଲୋକସେବା ଭବନରେ ଛୋଟ ଧରଣର ଅଗ୍ନିକାଣ୍ଡ ହୋଇଥିବା ସୂଚନା । ଏସ୍‌ସି/ଏସ୍ଟି ବଭାଗ ଛାତ ଉପର ଏସି କଂପ୍ରେସରରେ ନିଆଁ ଲାଗିଥିବା ସୂଚନା ରହିଛି । କଂପ୍ରେସରରେ ଲାଗିଥିବା ନିଆଁକୁ ନିଆଁକୁ ନିୟନ୍ତ୍ରଣ କରାଯାଇଥିବା ସୂଚନା ।

ଆସିଲେନି ବର୍ଷା, ଘୁଞ୍ଚିଲା ଶୁଣାଣିର ତାରିଖ

ଅନୁଭବ ବର୍ଷା ପାରିବାରିକ ବିବାଦ ମାମଲା । ଏସଡିଯେଏମ କୋର୍ଟରେ ହାଜର ହେଲେ ଅନୁଭବ ମହାନ୍ତି । ବାହାରେ ଥିବା ଦର୍ଶାଇ ସମୟ ମାଗିଲ ବର୍ଷା । ଅକ୍ଟୋବର ୩୦ରେ ହେବ ମାମଲାର ପରବର୍ତ୍ତୀ ଶୁଣାଣି ।

ପୁରୁଣା ବିଜେଡି ଗୋଷ୍ଠୀ ପକ୍ଷରୁ ବରୀରେ ଶାରଦୀୟ ବନ୍ଧୁ ମିଳନ ଓ କର୍ମୀ ସମିଳନୀ ଅନୁଷ୍ଠିତ

ଯାଜପୁର ଜିଲ୍ଲା ବରୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବରୀ ବ୍ଲକର ୨୯ ପଂଚାୟତ ର ପୁରାତନ ବିଜେଡି କର୍ମୀ ଯେଉଁମାନେ କି ଉପକ୍ଷିତ ଓ ଅଲୋଡ଼ିତ ସେଇ ମାନଙ୍କୁ ନେଇ ବରୀପାଳ ଠାରେ ଏକ ଶାରଦୀୟ ବନ୍ଧୁମିଳନ ସହ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ବରୀ ବିଜେଡି ବ୍ଲକ ସଭାପତି ସେକ

ଶୋ’ ରୁମ୍‌ରେ ପଶି ସିକ୍ୟୁରିଟି ଗାର୍ଡଙ୍କୁ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ

ରାଜଧାନୀ ପାଲଟି ଗଲାଣି କି ଅପରାଧୀଙ୍କ ଚରାଭୂଇଁ ? କେତେବେଳେ ମର୍ଡର ତ ଆଉ କେତେବେଳେ ଲୁଟ୍‌ପାଟ୍‌ କରି ଲୋକଙ୍କୁ ଭୟଭୀତ କରି ରଖିଛନ୍ତି ଦୁର୍ବୃତ୍ତ । ଦିନକ ତଳେ ଇନ୍‌ଫୋସିଟି ଅଞ୍ଚଳରେ ଗୋଟିଏ ଆପାର୍ଟମେଣ୍ଟରେ ଲୁଟପାଟ୍ ହୋଇଥିଲା । ଗତ ରାତିରେ ପୁରୀ ବାଇପାସ୍

ସୁନ୍ଦରଗଡ଼ରେ ୧୧ ନୂଆ ସ୍କ୍ରବ ଟାଇଫସ ଆକ୍ରାନ୍ତ ଚିହ୍ନଟ

ଆଜି ସୁନ୍ଦରଗଡ଼ରେ ୧୧ ନୂଆ ସ୍କ୍ରବ ଟାଇଫସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୪୯ ନମୂନ ରୁ ୧୧ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାଫଳରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୪୪୧ରେ ପହଞ୍ଚିଛି। ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଧରଣୀରଞ୍ଜନ ଶତପଥୀ ସୂଚନା ଦେଇଛନ୍ତି। ଜିଲ୍ଲା ମୁଖ୍ୟ