Odia News Portal

ଜବତ ହେଲା ୪ ବାଘ ଛାଲ: ୩ ଗିରଫ

ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଆଜି ବାରିପଦା ବନ ବିଭାଗ ଚଢ଼ାଉ କରି ୪ଟି କଲରାପତରିଆ ବାଘ ଛାଲ ଜବତ କରିଛି | ବାଘ ଛାଲ ସହ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ତିନିଟି ମୋବାଇଲ ଫୋନ ମଧ୍ୟ ଜବତ କରାଯାଇଛି | ମିଳିଥିବା ସୂଚନା ମୁତାବକ ବାରିପଦା ଡ଼ିଏଫଓଙ୍କୁ ଆଜି

ପୋଖରୀରେ ପଡ଼ି ବୁଡ଼ିଗଲା ବସ୍‌; ୧୭ ମୃତ, ୩୫ ଆହତ

ଶନିବାର ଦିନ ବାଂଲାଦେଶର ଝାଲକାନ୍ଥି ସଦର ଉପଜିଲ୍ଲା ଅନ୍ତର୍ଗତ ଛତ୍ରକନ୍ଦାରେ ଗୋଟାଏ ବସ୍‌ ପୋଖରୀରେ ପଡ଼ିଯିବାରୁ ୩ଜଣ ପିଲା ଓ ୮ଜଣ ମହିଳାଙ୍କ ସମେତ ଅନ୍ୟୂନ ୧୭ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଛି ‌ଓ ଆହୁରି ୩୫ଜଣ ଯାତ୍ରୀ ଆହତ ହୋଇଥିବା କଥା ‘ଦି ଡେଲି ଷ୍ଟାର୍‌’ ରିପୋର୍ଟ କରିଛି।ଦୁର୍ଘଟଣା

ଖୋଲିଲା ହୀରାକୁଦ ଡ୍ୟାମ୍‌ ଗେଟ୍

ଖୋଲିଲା ହୀରାକୁଦ ଡ୍ୟାମ୍‌ ଗେଟ୍, ମହାନଦୀରେ ନିଷ୍କାସିତ ହେଲା ବର୍ଷର ପ୍ରଥମ ବନ୍ୟାଜଳ। ୫ଟା ସ୍ଲୁଇସ୍‍ ଗେଟ୍‍ ଦେଇ ବନ୍ୟାଜଳ ଛଡ଼ାଯିବ। ପରମ୍ପରା ଅନୁସାରେ ପୂଜାର୍ଚ୍ଚନା ପରେ ୭ ନମ୍ବର ଗେଟ୍‍ ଦେଇ ପ୍ରଥମେ ବନ୍ୟାଜଳ ନିଷ୍କାସନ କରାଯାଇଛି। ପର୍ଯ୍ୟାୟକ୍ରମେ ଆଉ ୪ଟି ଗେଟ୍ ଖୋଲାଯିବ।

୩ ଦିନ ବର୍ଷା : ୨୬ରୁ ବଢ଼ିବ, ୟେଲୋ ୱାର୍ଣ୍ଣିଂ ଜାରି

ରାଜ୍ୟରେ ସକ୍ରିୟ ମୌସୁମୀ ଯୋଗୁଁ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଶନିବାର ଦିନ ରାଜ୍ୟର ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ଗଜପତି, ଗଞ୍ଜାମ, ପୁରୀ, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲା‌ରେ ଭଲ ବର୍ଷା

ଜୋର ଧରିଲା ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲିବା ଦାବି

ଜୋର ଧରିଲା ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲିବାକୁ ଦାବି ଦୋହରାଇଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ତଥା ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଆଜି ଟ୍ୱିଟ୍ କରି ସ୍ଥାନୀୟ ଲୋକଙ୍କ ପାଇଁ ଅନ୍ତତଃ ଗୋଟିଏ ଦ୍ୱାର ଖୋଲିବାକୁ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଦାବି କରିଛନ୍ତି । ପରେ

ରାଜ୍ୟ କ୍ୟାବିନେଟରେ ୧୭ଟି ପ୍ରସ୍ତାବକୁ ମୋହର

ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍ ବୈଠକରେ ୧୭ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଆଜି ସନ୍ଧ୍ୟା ସାଢ଼େ ୬ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ରାଜ୍ୟ କ୍ୟାବିନେଟ୍ ଗୁରୁତ୍ୱପୂର୍ଣ୍ଣ ବୈଠକ। ଏହି ବୈଠକରେ ମିଶନ ଶକ୍ତି, କୃଷି, ସ୍ୱାସ୍ଥ୍ୟ,

ପ୍ରକାଶ ପାଇଲା ସ୍ୱତନ୍ତ୍ର ଓଜେଇଇ ରେଜଲ୍ଟ

ପ୍ରକାଶ ପାଇଛି ସ୍ୱତନ୍ତ୍ର ଓଜେଇଇ ଫଳ । ସନ୍ଧ୍ୟା ୫ଟାରେ ପ୍ରକାଶ ପାଇଛି ରେଜଲ୍ଟ । ବିଟେକରେ ୮,୬୫୫ଙ୍କୁ ରାଙ୍କ କାର୍ଡ ମିଳିଥିବା ବେଳେ ଲାଟେରାଲ ଏଣ୍ଟ୍ରି ଟେକନିକାଲ ଡିପ୍ଲୋମାରେ ୪,୫୬୮ଙ୍କୁ ରାଙ୍କ କାର୍ଡ ମିଳିଛି। ସେହିପରି ବିଫାର୍ମା ୨୪୪୨ଙ୍କୁ ରାଙ୍କ କାର୍ଡ, ଏମବିଏ ୪୨୮୭ ଓ ଏମ୍ସିଏ

ଓଭରଡୋଜ୍ ଟିକା ନେଇ ଶିଶୁର ମୃତ୍ୟୁ

ଓଭରଡୋଜ୍ ଟିକା ନେଇ ଶିଶୁର ମୃତ୍ୟୁ ଅଭିଯୋଗ । ଏନେଇ ରାମପୁର ଥାନାରେ ଏତଲା ଦେଲେ ମୃତ ଶିଶୁପୁତ୍ରର ବାପା । ଅଙ୍ଗନବାଡିକୁ ଟିକା ଦେବା ପାଇଁ ନେଇଥିଲେ,ଏଏନଏମ୍ ଟିକା ଦେଇଥିଲେ । ତେବେ ଏକାସାଙ୍ଗରେ ୪ଟି ଟିକା ଦେବାରୁ ଛୁଆଟି ଅସୁସ୍ଥ ହୋଇପଡିଥିଲା । ଶିଶୁଟିକୁ ଗୁରୁତର ଅବସ୍ଥାରେ ବୁର୍ଲା

ଦିନ ମଜୁରୀଆରୁ Phd ହୋଲ୍ଡର

ଆନ୍ଧ୍ରପ୍ରଦେଶର ଅନନ୍ତପୁର ଜିଲ୍ଲାରେ ଜଣେ ମହିଳା ଦାରିଦ୍ର୍ୟ ଓ ପ୍ରତିକୂଳ ପରିସ୍ଥିତିକୁ ଅତିକ୍ରମ କରି ରସାୟନ ବିଜ୍ଞାନରେ ପିଏଚ୍‌ଡି ଡିଗ୍ରି ହାସଲ କରିଛନ୍ତି। ମହିଳା ଜଣକ ଏକ କୃଷି ଫାର୍ମରେ ଦିନ ମଜୁରିଆ ଭାବେ କାମ କରୁଥିବା ବେଳେ ଏହି ଡିଗ୍ରି ହାସଲ କରିବା ପାଇଁ ୬ ବର୍ଷ କଠିନ ପରିଶ୍ରମ

ଭିଜିଲାନ୍ତ୍ର ଜାଲରେ ମହିଳା ଅଧିକାରୀ

 ୩୧ ହଜାର ଲାଞ୍ଚ ନେବାବେଳେ ମାଡିବସିଲା ଭିଜିଲାନ୍ତ୍ର । ଡିପିସି ଅଫିସରେ ଜେଣ୍ଡର କୋଅର୍ଡିନେଟର ପୁଷ୍ପାଙ୍ଗିନୀ ଯୋଗୀ ଧରାପଡିଲା । ପ୍ରଧାନ ଶିକ୍ଷକଙ୍କ ବିଲ୍ ଆଡଜଷ୍ଟ ପାଇଁ ଲାଞ୍ଚ ନେଉଥିଲେ ।