ଯୁବକଙ୍କୁ ବୀଭତ୍ସ ହତ୍ୟା
ଘରେ ପସି ଯୁବକଙ୍କୁ ବିଭତ୍ସ ହତ୍ୟା । ଏଭଳି ବିଭତ୍ସ ହତ୍ୟାକାଣ୍ଡ ସିନ୍ଧେକେଲା ଦେଢଗାଁରେ ଦେଖିବାକୁ ମିଳିଛି । ସିନ୍ଧେକେଲା ଦେଢଗାଁରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହକୁ ଉଦ୍ଧାର କରାଯାଇଛି । ୩ରୁ ଅଧିକ ଦୁର୍ବୁତ୍ତ ଆକ୍ରମଣ କରିଥିବା ଅନୁମାନ କରାଯଉଛି । ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ!-->…
