ଆଜି ବିଶ୍ବପ୍ରସିଦ୍ଧ ରଥଯାତ୍ରା, ବିଭିନ୍ନ ପୁରାଣରେ ବର୍ଣ୍ଣିତ ଏ ପାବନ ରଥଯାତ୍ରା ବା ଘୋଷଯାତ୍ରା
ଆଜି ବିଶ୍ବପ୍ରସିଦ୍ଧ ରଥଯାତ୍ରା। ଜନ୍ମବେଦୀକୁ ଯିବେ ମହାପ୍ରଭୁ । ଅଣସର ଘରୁ ବାହାରି ଭଉଣୀ ଭାଇଙ୍କୁ ଧରି ଶୋଭାଯାତ୍ରା କରିବେ। ବାହାରେ ଲକ୍ଷ ଲକ୍ଷ ଭକ୍ତ ଭଗବାନଙ୍କୁ ପାଖରେ ଦେଖିବେ ବୋଲି ଅନେଇ ବସିଛନ୍ତି। ଆଜି ଆଷାଢ଼ ଶୁକ୍ଲ ପକ୍ଷ ଦ୍ବିତୀୟା ତିଥିରେ ବଡ଼ଦାଣ୍ଡରେ ଭଗବାନ-ଭକ୍ତ-ରଥ-ପଥର!-->…
