Odia News Portal

ପୁରୁଷ କ୍ରିକେଟରେ ସ୍ୱର୍ଣ୍ଣ ଜିତିଲା ଭାରତ

ଆଫଗାନିସ୍ତାନ ବିପକ୍ଷ ଫାଇନାଲ ମ୍ୟାଚ୍ ବର୍ଷା ଯୋଗୁଁ ଅଧାରୁ ବାତିଲ୍ ହୋଇଥିଲା । ତେବେ ରାଙ୍କିଂ ଅନୁସାରେ ଭାରତକୁ ସ୍ୱର୍ଣ୍ଣ ପଦକ ବିଜେତା ଘୋଷଣା କରାଯାଇଛି । କ୍ରିକେଟରେ ସ୍ୱର୍ଣ୍ଣ ପଦକ ଜିତିବା ପରେ ଭାରତ ୨୭ ସ୍ୱର୍ଣ୍ଣ, ୩୫ ରୌପ୍ୟ, ୪୦ ବ୍ରୋଞ୍ଜ ସହ ୧୦୨ ପଦକରେ ପହଞ୍ଚିଛି। ଏସିଆନ୍…

ସବ୍ ରେଜିଷ୍ଟ୍ରୀ ଅଫିସରେ ପ୍ରେମିକା ସୋମାଲିକା

ବିବାହ ପାଇଁ ବିଧାୟକ ବିଜୟ ଶଙ୍କର ଦାସଙ୍କ ଆବେଦନ ପ୍ରସଙ୍ଗରେ କଟକ ସବ୍ ରେଜିଷ୍ଟ୍ରୀ ଅଫିସରେ ପ୍ରେମିକା ସୋମାଲିକା ଆଜି ପହଞ୍ଚିଥିଲେ। ସୋମାଲିକାଙ୍କ ପରିବର୍ତ୍ତେ ଅନ୍ୟ ଯୁବତୀଙ୍କୁ ବିବାହ ପାଇଁ ବିଜୟଶଙ୍କ ଆବେଦନ ପରେ ସୋମାଲିକା ଏପରି କରିଛନ୍ତି। ତେବେ ସବ୍‌ରେଜିଷ୍ଟ୍ରୀ…

ସହିଦ ଯବାନଙ୍କ ପ୍ରାର୍ଥୀବ ଶରୀରରେ ଶ୍ରଦ୍ଧାଞ୍ଜଳି ଦେଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାରେ ପହଞ୍ଚିଲା ସହିଦ ଯବାନ ସରୋଜ ଦାସଙ୍କ ପାର୍ଥିବ ଶରୀର । ଭୁବନେଶ୍ବର ବିମାନବନ୍ଦରରେ ପାର୍ଥିବ ଶରୀର ପହଞ୍ଚିଛି । ସହିଦ ସରୋଜଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦେବାକୁ ବିମାନବନ୍ଦରରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ୱର ବିମାନବନ୍ଦରରେ ସହିଦଙ୍କ ପ୍ରାର୍ଥିବ ଶରୀର…

ଓଡିଶାରେ ପହଞ୍ଚିଲା ସହିଦ ସରୋଜଙ୍କ ମର ଶରୀର

ଭୁବନେଶ୍ୱରରେ ସହିଦଙ୍କ ମରଶରୀର । ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଲା ସିକ୍କିମ ବନ୍ୟାରେ ସହିଦ ହୋଇଥିବା ସରୋଜ ଦାସଙ୍କ ସହିଦଙ୍କ ମରଶରୀର । ଭୁବନେଶ୍ୱର ବିମାନ ବନ୍ଦରରେ ସହିଦ ସରୋଜ ଦାସଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଛି । ସହିଦଙ୍କ ଶେଷ ଦର୍ଶନ ପାଇଁ ବିମାନବନ୍ଦରରେ ପହଞ୍ଚିଛନ୍ତି…

ଅମିତ ରୋହିତ ଦାସଙ୍କୁ ଦେଢ଼ କୋଟି ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଏସୀୟ ହକି ସ୍ୱର୍ଣ୍ଣ ବିଜୟୀ ଅମିତ ରୋହିତ ଦାସଙ୍କ ପାଇଁ ପୁରସ୍କାର । ଭାରତୀୟ ଟିମ୍‌ର ଓଡ଼ିଆ ପୁଅ ରୋହିତ ଦାସଙ୍କ ପାଇଁ ପୁରସ୍କାର । ଅମିତ ରୋହିତ ଦାସଙ୍କ ପାଇଁ ଦେଢ଼ କୋଟିର ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଓଡ଼ିଶା କୃଷି ଶିଳ୍ପ ନିଗମ ଲିମିଟେଡ୍‌, ନବୀନ ଗ୍ରହଣ କଲେ ୧୫.୩୭ କୋଟି ଟଙ୍କାର ଚେକ୍‌

ସମବାୟ ବିଭାଗ ଅଧୀନସ୍ଥ ରାଜ୍ୟ ସମବାୟ ବ୍ୟାଙ୍କ୍ ଏବଂ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧୀନସ୍ଥ ଓଡ଼ିିଶା କୃଷି ଶିଳ୍ପ ନିଗମ ଲିମିଟେଡ୍ ପକ୍ଷରୁ ରାଜ୍ୟ ସରକାରଙ୍କୁ ମୋଟ୍ ୧୫ କୋଟି ୩୭ ଲକ୍ଷ ୭୭,୭୯୪ ଟଙ୍କାର ଲାଭାଂଶ ପ୍ରଦାନ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଲାଭାଂଶ ଚେକ୍…

ରାୟଗଡା କଂସାରିଗୁଡ଼ାରେ ହିଣ୍ଡାଲକୋ ପ୍ରତିଷ୍ଠା କରିବ ଆଲୁମିନା ରିଫାଇନାରି ପ୍ଲାଣ୍ଟ, ସ୍ୱାକ୍ଷରିତ ହେଲା ବୁଝାମଣା…

ରାୟଗଡା କଂସାରିଗୁଡ଼ାରେ ହିଣ୍ଡାଲକୋ ପ୍ରତିଷ୍ଠା କରିବ ଆଲୁମିନା ରିଫାଇନାରି ପ୍ଲାଣ୍ଟ। ୮ହଜାର କୋଟି ଟଙ୍କା ପୁଞ୍ଜିନିବେଶରେ ବାର୍ଷିକ ଉତ୍ପାଦନ ହେବ ୨ମିଲିୟନ ଟନ୍ ଆଲୁମିନା। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଲୋକସେବା ଭବନ କନଭେନ ସେଣ୍ଟରରେ ଓଏମସି ଓ ହିଣ୍ଡାଲକୋ…

ଗୁଣି ଗାରେଡି ସନ୍ଦେହରୁ ଟ୍ରିପଲ୍ ମର୍ଡର

ଧର୍ମଗଡ ଜୁନାଗଡ ଟ୍ରିପଲ ମର୍ଡରର ପର୍ଦ୍ଦାଫାସ୍ କଲା ପୋଲିସ । ଗୁଣି ଗାରେଡି ସନ୍ଦେହରୁ ଟ୍ରିପଲ ମର୍ଡର ହୋଇଥିବା ନେଇ ସ୍ପଷ୍ଟ କଲେ ଧର୍ମଗଡ ଡିଏସପି । ମୃତ ମହିଳାଙ୍କ ପୁତୁରା ହିଁ ହତ୍ୟାକାରୀ ବୋଲି କହିଛନ୍ତି ଡିଏସ୍‌ପି । ଏହି ଘଟଣାରେ ଅଭିଯୁକ୍ତ ପୁତୁରା ଗିରଫ ହୋଇଥିଲାବେଳେ ହତ୍ୟାରେ…

ବନ୍ଦେ ଭାରତ ଟ୍ରେନ୍ ଗେରୁଆ ରଙ୍ଗ କରିବା ପଛରେ ରାଜନୀତି ନାହିଁ :ଅଶ୍ୱିନୀ ବୈଷ୍ଣବ

ଦେଶର ପ୍ରଥମ ସେମି-ହାଇ ସ୍ପିଡ୍ ଟ୍ରେନ୍ ବନ୍ଦେ ଭାରତ ଟ୍ରେନ୍ ଏବେ ଦୁଇଟି ରଙ୍ଗରେ ଅର୍ଥାତ ଟ୍ରାକରେ ନୀଳ ଏବଂ ଗେରୁଆ ରଙ୍ଗରେ ଦୌଡୁଛି । ବର୍ତ୍ତମାନ ସୁଦ୍ଧା ଭାରତର ବିଭିନ୍ନ ସ୍ଥାନରେ ୩୪ ଯୋଡା ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍ ଚାଲୁଛି । ଏଥି ସହିତ ବନ୍ଦେ ଭାରତକୁ ନେଇ ରାଜନୀତି ମଧ୍ୟ…

ପତ୍ନୀ ଓ ୨ ଝିଅଙ୍କୁ ଗୁଳି ମାରିବା ପରେ ନିଜକୁ ଶେଷ କରିଦେଲେ କନଷ୍ଟେବଳ

ଆନ୍ଧ୍ରର କଡପ୍ପା ସହରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ କନଷ୍ଟେବଳ ନିଜ ପରିବାରକୁ ହତ୍ୟା କରି ନିଜେ ଜୀବନ ହାରି ଦେଇଛନ୍ତି। ହତ୍ୟା ପୂର୍ବରୁ କନଷ୍ଟେବଳ ଜଣକ ଏକ ନୋଟ୍‌ ଛାଡ଼ିଛନ୍ତି, ଯେଉଁଥିରେ ସେ ଲେଖିଛନ୍ତି କି, ବ୍ୟକ୍ତିଗତ କାରଣରୁ ସେ ଏଭଳି ପଦକ୍ଷେପ ଉଠାଇଛନ୍ତି।…