Odia News Portal

ମର୍ମନ୍ତୁଦ ସଡକ ଦୁର୍ଘଟଣା: ୨ ମୃତ

ନବରଙ୍ଗପୁର ଜିଲ୍ଲା ଉମରକୋଟରେ ମର୍ମନ୍ତୁଦ ଦୁର୍ଘଟଣା । ଚାଲିଗଲା ଦୁଇ ଜୀବନ । ସହରର ଆଦର୍ଶ ବିଦ୍ୟାଳୟ ନିକଟ ରାସ୍ତା କଡ଼ରେ ଘଟିଛି ଏହି ଦୁର୍ଘଟଣା । ବାଇକକୁ ଏକ ଟ୍ରକ୍ ଦ୍ରୁତଗତିରେ ଆସି ଧୋକା ଦେବାରୁ ଦୁଇଜଣଙ୍କ ମୃତ୍ୟୁ । ମୃତ ଯୁବକ ଦୁଇ ଜଣ ହେଲେ ଉମରକୋଟ ଚଢେଇଗୁଡା ଗ୍ରାମର ମହେଶ ଗଣ୍ଡ…

ଦିନକରେ ପୁଣି ୮୬ ଡେଙ୍ଗୁ ପଜିଟିଭ ଚିହ୍ନଟ

ରାଜଧାନୀରେ ଆଜି ଗୋଟିଏ ଦିନରେ ପୁଣି ୮୬ ପଜିଟିଭ ଚିହ୍ନଟ ହୋଇଛନ୍ତି । ଫଳରେ ଡେଙ୍ଗୁ ରୋଗୀ ସଂଖ୍ୟା ୪ ହଜାର ପାର କରିଛି । ଅଗଷ୍ଟ ମାସରେ ୧୯ ଶହ ରୋଗୀ ଚିହ୍ନଟ ହୋଇଥିବା ବେଳେ ସେପ୍ଟେମ୍ବର ୨୧ ଦିନରେ ୨୬୦୦ରୁ ଅଧିକ ରୋଗୀ ଚିହ୍ନଟ ହୋଇଛନ୍ତି । କେବଳ ସହିଦନଗରୁ ୨୫୦ ଚିହ୍ନଟ ହେଲେଣି । …

ରାଜ୍ୟସଭାରେ ବି ପାରିତ ହେଲା ମହିଳା ସଂରକ୍ଷଣ ବିଲ୍

ସଂସଦର ସ୍ୱତନ୍ତ୍ର ଅଧିବେଶନର ଚତୁର୍ଥ ଦିନରେ ଗୁରୁବାର ମହିଳା ସଂରକ୍ଷଣ ବିଲ୍ (ନାରୀ ଶକ୍ତି ବନ୍ଦନ ବିଲ୍) ସର୍ବସମ୍ମତି କ୍ରମେ ରାଜ୍ୟସଭାରେ ପାରିତ ହୋଇଯାଇଛି। ଏହି ବିଲ୍ ବିରୋଧରେ କେହି ଭୋଟ୍ ଦେଇନଥିଲେ । ଗୃହରେ ଉପସ୍ଥିତ ଥିବା ସମସ୍ତ ୨୧୫ ସାଂସଦ ଏହି ବିଲ୍ ସପକ୍ଷରେ ଭୋଟ୍ ଦେଇଛନ୍ତି।…

ରାଜ୍ୟସଭାରେ ମହିଳା ସଂରକ୍ଷଣ ବିଲ୍ ନେଇ ଆଲୋଚନା 

ରାଜ୍ୟସଭାରେ ମହିଳା ସଂରକ୍ଷଣ ବିଲ୍ ନେଇ ଆଲୋଚନା । ବିଲ୍କୁ ବିଜେଡିର ସମର୍ଥନ । ଆଲୋଚନାରେ ଭାଗ ନେଇ ବିବୃତ୍ତି ରଖିଛନ୍ତି ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ । ମାତୃ ଭାଷା ଓଡ଼ିଆକୁ ସମ୍ମାନ ଦେଇ ସେ ନିଜର ବିବୃତ୍ତି ଓଡ଼ିଆରେ ଦେଇଥିଲେ । ତାଙ୍କ ଭାଷଣରେ ସେ କହିଛନ୍ତି ଯେ, ବିଜେଡି ସବୁବେଳେ…

ମର୍ମନ୍ତୁଦ ସଡକ ଦୁର୍ଘଟଣା: ୧ ମୃତ

ଗଞ୍ଜାମ ଜିଲ୍ଲା ଆସିକା ବଡ଼ ଶଙ୍ଖ ଉପରେ ଦୁର୍ଘଟଣା । ହାଇଓ୍ବା ଧକ୍କାରେ ଝିଅର ମୃତ୍ୟୁ ହୋଇଥିବା ବେଳେ ମା’ ଗୁରୁତର ହୋଇଛନ୍ତି । ସୂଚନାଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲା ଧରକୋଟ ଥାନା ଅନ୍ତର୍ଗତ କୁଶରାବ ଗ୍ରାମର ଗୀତାଞ୍ଜଳି ମୋହିନୀଙ୍କ ଝିଅ ଶ୍ରଦ୍ଧାଞ୍ଜଳି ମହାନ୍ତିଙ୍କ ସହ ସ୍କୁଟି ଯୋଗେ…

ସୌମ୍ୟ, ସୁଧାଂଶୁ ବିଜେଡିରୁ ବିଦା

ଦୁଇ ବିଧାୟକଙ୍କୁ ବିଜେଡିରୁ ବହିଷ୍କାର କରାଯାଇଥିବା ସୂଚନା ମିଳିଛି । ବିଧାୟକ ସୌମ୍ୟ ପଟ୍ଟନାୟକ ବିଜେଡିରୁ ବିଦା ହୋଇଛନ୍ତି । ବିଧାୟକ ସୁଧାଂଶୁ ପରିଡା ବିଜେଡିରୁ ବିଦା ହୋଇଥିବା ଖବର ସାମ୍ନାକୁ ଆସିଛି । ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ବିଦା । ରେମୁଣା ବିଧାୟକ ସୁଧାଂଶୁ ପରିଡା…

ପ୍ରମିଳା ମଲ୍ଲିକ ହେବେ ବିଜେଡି ବାଚସ୍ପତି ପ୍ରାର୍ଥୀ

ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ହେବେ ବିଜେଡି ବାଚସ୍ପତି ପ୍ରାର୍ଥୀ । ପ୍ରମିଳା ମଲ୍ଲିକଙ୍କୁ ପ୍ରାର୍ଥୀ ଘୋଷଣା କଲା ବିଜେଡି । ଆସନ୍ତାକାଲି ପ୍ରାର୍ôଥପତ୍ର ଦାଖଲ କରିବେ ପ୍ରମିଳା । ୨୨ ତାରିଖ ସକାଳ ସାଢ଼େ ୯ଟାରେ ବାଚସ୍ପତି ନିର୍ବାଚନ ହେବ । ବିକ୍ରମ କେଶରୀ ଆରୁଖ ଅର୍ଥ ମନ୍ତ୍ରୀ ହେବା…

ରାଜଧାନୀରେ ଚାଞ୍ଚଲ୍ୟ,କଂଗ୍ରେସ ଭବନ ନିକଟରୁ ମିଳିଲା ମୃତଦେହ

କ୍ୟାପିଟାଲ ଥାନା ଅନ୍ତର୍ଗତ କଂଗ୍ରେସ ଭବନ ନିକଟରୁ ମିଳିଥିବା ମୃତ ଯୁବକଙ୍କ ଏପର୍ଯ୍ୟନ୍ତ ପରିଚୟ ମିଳିପାରିନାହିଁ । ମୃତକଙ୍କ ବୟସ ପାଖାପାଖି ୩୫ ବର୍ଷ ହେବ । ମୃତଦେହ ଜବତ କରି ତଦନ୍ତ କରୁଛି କ୍ୟାପିଟାଲ ଥାନା ପୋଲିସ । ସିସିଟିଭି ଯାଞ୍ଚ କରାଯାଉଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ…

ଆଉ ୭ ଜଣ ସ୍କ୍ରବ୍ ଟାଇଫସ ଆକ୍ରାନ୍ତ ଚିହ୍ନଟ ପରେ ୨୦୦ ଛୁଇଁଲା ସଂଖ୍ୟା

ଗତ ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲାରେ ଆଉ ୭ ଜଣ ସ୍କ୍ରବ୍ ଟାଇଫସରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଏହା ଫଳରେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୦୦ରେ ପହଞ୍ଚିଛି। ଜଣେ ସ୍ବାସ୍ଥ୍ୟ ଅଧିକାରୀ ବୁଧବାର ଏହି ସୂଚନା ଦେଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ଅନେକ ନମୁନା ପରୀକ୍ଷା…

ବିଜୁ ଶ୍ରମିକ ସାମ୍ମୁଖ୍ୟର ନୂତନ କର୍ମକର୍ତ୍ତା ନିଯୁକ୍ତି ଦେଲେ ନବୀନ

ବିଜୁ ଶ୍ରମିକ ସାମ୍ମୁଖ୍ୟର ନୂତନ କର୍ମକର୍ତ୍ତା ନିଯୁକ୍ତି। ନିର୍ମାଣ ଶ୍ରମିକ ସଂଘର ୩ଜଣ ମୁଖ୍ୟ ସଂଯୋଜକ ବୈଦନାଥ ଦାସ, ରାଜେନ୍ଦ୍ର ଦାସ ଓ ବଳ ରୟଙ୍କୁ ନିଯୁକ୍ତି ଦିଆଯାଇଛି। ଖଣି ଓ କୋଇଲା ଶ୍ରମିକ, ରେଳବାଇ ଶ୍ରମିକର ୩ ମୁଖ୍ୟ ସଂଯୋଜକ ସୁଶାନ୍ତ ବେହେରା, କୁନା ବିହାରୀ ଦାସ, ପଞ୍ଚାନନ…