Odia News Portal

ଚାଷୀଙ୍କୁ ନୂଆଁଖାଇ ଭେଟି: ଆଜି ଆକାଉଣ୍ଟକୁ ଯିବ କାଳିଆ ଟଙ୍କା

 ଚାଷୀଙ୍କୁ ନୂଆଁଖାଇ ଭେଟି । ଆଜି ଚାଷୀଙ୍କ ଆକାଉଣ୍ଟକୁ ଯିବ କାଳିଆ ଟଙ୍କା । ପବିତ୍ର ନୂଆଖାଇ ଅବସରରେ ରବି ଫସଲ ପାଇଁ ଚାଷୀ ଭାଇ ଭଉଣୀଙ୍କୁ ଏବର୍ଷର କାଳିଆ ସହାୟତା ପ୍ରଦାନ କରାଯିବ । ଆଜି ଏହାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୯୦୦ କୋଟି ଟଙ୍କାର ସହାୟତା ରାଶି…

କୋରାପୁଟ ଜିଲ୍ଲାରେ ପ୍ରବଳ ବର୍ଷା

ରାଜ୍ୟରେ ଲଘୁଚାପ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ଜାରି । ୨୪ ଘଣ୍ଟାରେ ରାଜ୍ୟରେ ୨୩.୭ ମିମି ବର୍ଷା ହୋଇଥିବାର ରେକର୍ଡ ହୋଇଛି । ସ୍ୱାଭାବିକ ବର୍ଷା ୬.୯ ତୁଳନାରେ ୨୪୨% ଅଧିକ ବର୍ଷା ହୋଇଛି । କୋରାପୁଟ ସହରରେ ସର୍ବାଧିକ ୧୬୮ ମିଲିମିଟର ବର୍ଶା ରେକର୍ଡ ହୋଇଥିବା ଜଣାପଡିଛି ।…

ଅନ୍ୟର ହକ୍ ଛଡେଇବା ଅନୁଚିତ୍‌: ସୁଦାମ

ଶିକ୍ଷକ ଆନ୍ଦୋଳନ ପ୍ରସଙ୍ଗରେ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କ ପ୍ରତିକ୍ରିୟା । ଗଣତାନ୍ତ୍ରିକ ଦେଶରେ ସମସ୍ତଙ୍କ ଅଧିକାର ଅଛି ବୋଲି କହିଲେ ମନ୍ତ୍ରୀ । କିନ୍ତୁ ନିଜ ଦାବି ପୂରଣ ପାଇଁ ଅନ୍ୟର ହକ୍ ଛଡେଇ ନେବା ଅନୁଚିତ୍ ବୋଲି ଗଣମାଧ୍ୟମ ଆଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ…

ଗଣେଶ ପୂଜାରେ ଅଘଟଣ: ବିଦ୍ୟୁତ୍ ସଂସ୍ପର୍ଶରେ ଆସି ବିଶ୍ବବିଦ୍ୟାଳୟ ଛାତ୍ରଙ୍କ ଜୀବନହାନି

ଗଣେଶ ପୂଜାରେ ଅଘଟଣ। ନରାଜରେ ଥିବା ଏକ ଘରୋଇ ବିଶ୍ବବିଦ୍ୟାଳୟରେ ବିଦ୍ୟୁତ ସଂସ୍ପର୍ଶରେ ଆସିଲେ ୩ ଜଣ ଛାତ୍ର। ଜଣଙ୍କର ମୃତ୍ୟୁ। ଅନ୍ୟ ୨ ଗୁରୁତର। ସୂଚନା ଅନୁଯାୟୀ, ଛାତ୍ରମାନେ ଏକ ଟ୍ରାକ୍ଟରେ ଗଣେଶ ପୂଜା ପାଇ ଗଣେଶ ମୂର୍ତ୍ତି ନେବା ସମୟରେ ୩ ଜଣ ଛାତ୍ର ୧୧ କେଭି ବିଦ୍ୟୁତ ସଂସ୍ପର୍ଶରେ…

ମର୍ମନ୍ତୁଦ ସଡକ ଦୁର୍ଘଟଣା: ୩ ମୃତ, ୯ ଗୁରୁତର

ମଙ୍ଗଳବାର କାଲାହାଣ୍ଡି ଜିଲ୍ଲାର ଜୁନାଗଡ ଅଞ୍ଚଳରେ ଅଘଟଣ। ଅଟୋ-ଟ୍ରକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୯ ଜଣ ଗୁରୁତର ଆହତ ହୋଇଥିବା ସୂଚନା ରହିଛି। ସୂଚନା ଅନୁସାରେ ଜିଲ୍ଲାର ଜୁନଗଡ଼ ବ୍ଲକ ଅନ୍ତର୍ଗତ ଦସିଗାଁ ଗ୍ରାମ ନିକଟରେ ଏହି ଦୁର୍ଘଟଣା ଘଟିଛି।…

ଦୟା ନଦୀ କୂଳରୁ ଅଖା ଭିତରେ ଯୁବତୀଙ୍କ ମୃତଦେହ ଉଦ୍ଧାର

ଅଖା ଭିତରେ ଯୁବତୀଙ୍କ ମୃତଦେହ । ପୁରୀ ଜିଲ୍ଲା କଣାସ ନୂଆଗାଁ ନିକଟ ଦୟା ନଦୀ କୂଳରୁ ଯୁବତୀଙ୍କ ମୃତଦେହ ମିଳିବା ପରେ ତନାଘନା ତଦନ୍ତ କରୁଛି ପୋଲିସ । ପାରିପାର୍ଶ୍ବିକ ସ୍ଥିତିକୁ ଦେଖି ହତ୍ୟା ମାମଲା ରୁଜୁ କରିଛି ପୋଲିସ । ଆଜି ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ପୁରୀ…

ସୌମ୍ୟଙ୍କ ବିରୋଧରେ ଇଓଡବ୍ଲୁରେ ରୁଜୁ ହେଲା ଆଉ ୩ଟି ମାମଲା

: ଋଣ ଜାଲିଆତି ମାମଲାରେ ସୌମ୍ୟଙ୍କ ବିରୋଧରେ ବଢୁଛି ଅଭିଯୋଗର ଫର୍ଦ୍ଦ । ଇଓଡବ୍ଲୁରେ ରୁଜୁ ହେଲା ଆଉ ୩ଟି ମାମଲା । ଏନେଇ ସଙ୍ଗୀନ ଆରୋପ ଆଣିଛନ୍ତି ୩ ଜଣ ପୂର୍ବତନ କର୍ମଚାରୀ । ଆସିଥିବା ସମସ୍ତ ଅଭିଯୋଗର ସବୁ ଦିଗକୁ ନେଇ ଖୋଳତାଡ଼ କରୁଛି ତଦନ୍ତକାରୀ ଟିମ୍ । ଆଜି ବି ହୋଇପାରେ ଛାନବିନ୍ ।…

ଗୀତା ମେହେଟ୍ଟାଙ୍କ ପରଲୋକ

ଆଉ ନାହାନ୍ତି ଅନ୍ତର୍ଜାତୀୟ ସ୍ତରର ଲେଖିକା ଗୀତା ମେହେଟ୍ଟା । ୮୦ ବର୍ଷ ବୟସରେ ନୂଆଦିଲ୍ଲୀସ୍ଥିତ ବାସଭବନରେ ଦେହାନ୍ତ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଉଣୀ ଗୀତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ । ଅନେକ ପୁସ୍ତକ ରଚନା କରି ଅର୍ଜନ କରିଥିଲେ ପ୍ରସିଦ୍ଧି । ସେ ହେଉଛନ୍ତି…

କଂଗ୍ରେସ ପରେ ଏବେ ବାଚସ୍ପତି ନିର୍ବାଚନକୁ ବର୍ଜନ କରିବ ବିଜେପି

ଆଗକୁ ହେବାକୁ ଥିବା ବାଚସ୍ପତି ନିର୍ବାଚନକୁ ଗତକାଲି କଂଗ୍ରେସ ବୟକଟ୍‌ କରିଥିବା ବେଳେ ଏହାକୁ ଏବେ ଭାରତୀୟ ଜନତା ପାର୍ଟି (ବିଜେପି) ମଧ୍ୟ ବର୍ଜନ କରିବ ବୋଲି ସୂଚନା ରହିଛି। ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ବିଧାୟକ ନାଉରୀ ନାୟକ ଏହି ସୂଚନା ଦେଇଛନ୍ତି। ସେ ତାଙ୍କ ମତ ରଖି…

ତୁଟିଲା ବିବାଦ, ଆରମ୍ଭ ହେଲା ମହାପ୍ରଭୁଙ୍କ ନୀତିକାନ୍ତି

ମହାପ୍ରଭୁଙ୍କ ନୀତିକାନ୍ତି ବିଳମ୍ବ ଘଟଣା। ଦୀର୍ଘ ୫ଘଣ୍ଟାରୁ ଅଧିକ ସମୟ ପରେ ଆରମ୍ଭ ହେଲା ପରବର୍ତ୍ତୀ ନୀତିକାନ୍ତି। ନୀତିକାନ୍ତି ବିଳମ୍ବ ନେଇ ପ୍ରତିକ୍ରିୟା ରଖିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ। ଆଲୋଚନା ମାଧ୍ୟମରେ ସମାଧାନ ହୋଇଛି। ନୀତିକାନ୍ତି ବିଳମ୍ବରେ ସମ୍ପୃକ୍ତ…