Odia News Portal

୭୫ କେଜି ଗଞ୍ଜେଇ ଜବତ, ୧ ଗିରଫ

ଶୁକ୍ରବାର ଦିନ ୧ ଟା ସମୟରେ ଜିଲ୍ଲା ଅବକାରୀ ମୋବାଇଲ ସ୍କୁର୍ଡ ଓ ଡୋଲୀପୁର ଅବକାରୀ ବିଭାଗ ପକ୍ଷରୁ ଶ୍ରୀବନ୍ତପୁର ଗାଁରେ ଚଢ଼ାଉ କରି ୭୫ କେଜି ଗଞ୍ଜେଇ ଜବତ କରିବା ସହିତ ଜଣେଙ୍କୁ ଗିରଫ କରିଥିବା ସୂଚନା ମିଳିଛି l ସୂଚନା ମୁତାବକ ଅବକାରୀ ଅଧିକ୍ଷକ ଅମରେନ୍ଦ୍ର କୁମାର ଜେନାଙ୍କ…

ପୁଣି ଚର୍ଚ୍ଚାରେ ସୁର ରାଉତରାୟଙ୍କ ପରିବାର ରାଜନୀତି

ପୁଣି ଚର୍ଚ୍ଚାରେ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ପରିବାର ରାଜନୀତି । ସାନ ପରେ ବଡ଼ପୁଅର ଏଣ୍ଟ୍ରି। କଂଗ୍ରେସ ଭବନରେ ଏକ ମିଶ୍ରଣ କାର୍ଯ୍ୟକ୍ରମରେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟଙ୍କ ସହ ତାଙ୍କ ବଡ଼ ପୁଅ ସିଦ୍ଧାର୍ଥ ରାଉତରାୟ ଓ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ଏକାଠି ଦେଖିବାକୁ…

ପୋଲିସ ଆଇନ ୩୦ ଧାରା ୯୦ ଦିନ ପାଇଁ ବଳବତ୍ତର।

ପୋଲିସ ଆଇନର ୩୦ ଧାରା ପୁରୀ ଜିଲ୍ଲାରେ ଲାଗୁ କରାଯାଇଛି।ଏହା ଚଳିତ ମାସ ୫ ତାରିଖ ଠାରୁ ଡିସେମ୍ବର ୩ ତାରିଖ ୯୦ ଦିନ ପର୍ଯ୍ୟନ୍ତ ସମସ୍ତ ପୁରୀ ଜିଲ୍ଲାର ସମସ୍ତ ପୋଲିସ ଷ୍ଟେସନ ଅଞ୍ଚଳ, ପୁରୀ ମୁନିସିପାଲ୍ଟି, ପିପିଲି, କୋଣାର୍କ ଓ ନିମାପଡା ଏନ ଏ ସି ଅଞ୍ଚଳରେ ବଳବତ୍ତର ରହିବ। ଏହି ସମୟ…

ଆନ୍ଧ୍ରରେ ଭୟଙ୍କର ସଡ଼କ ଦୁର୍ଘଟଣା, ୪ ଓଡ଼ିଆଙ୍କ ଜୀବନ ଗଲା

ଆନ୍ଧ୍ରପ୍ରଦେଶ ଚିତ୍ତୁରରେ ବିରାଟ ଦୁର୍ଘଟଣା । ଓଡିଶାର ୪ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା । ଆନ୍ଧ୍ରପ୍ରଦେଶ ଚିତ୍ତୁର ଜିଲ୍ଲା ତାଭନମପାଲେ ମଣ୍ଡଳରେ ଏହି ବିରାଟ ଦୁର୍ଘଟଣା ଘଟିଛି । ଲରି ସହ ଧକ୍କା ଦେଇଛି ଏକ ଆମ୍ବୁଲାନ୍ସ । ଏଥିରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଥିବା ବେଳେ ଅନ୍ୟ…

ବିପଦ ସଙ୍କେତ ଉପରେ ବଂଶଧାରା ନଦୀ

ଲଗାଣ ବର୍ଷା ଯୋଗୁଁ ବଂଶଧାରା ନଦୀ ବିପଦ ସଙ୍କେତ ନିକଟରେ ପ୍ରବାହିତ ହେଉଛି। ଜିଲ୍ଲାର ଗୁଣୁପୁର ଠାରେ ଥିବା କେନ୍ଦ୍ରୀୟ ଜଳ ଆୟୋଗଙ୍କ କାର୍ଯ୍ଯାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ଗୁଣୁପୁର ଠାରେ ବଂଶଧାରାର ଜଳସ୍ତର ୮୩.୭୫ ମିଟରକୁ ବୃଦ୍ଧି ପାଇଛି। ଏହି ସ୍ଥାନରେ ନଦୀର ବିପଦ ସଙ୍କେତ ୮୪…

ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା’ର ଶୁଭାରମ୍ଭ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ମା’, କିଶୋରୀ ଝିଅ ଓ ଶିଶୁମାନଙ୍କ ଉପଯୁକ୍ତ ପୁଷ୍ଟିସାଧନ ଉଦ୍ଦେଶ୍ୟରେ ‘ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା’ର ଶୁଭାରମ୍ଭ କରିଛନ୍ତି । ଏହା ସହ ମୁଖ୍ୟମନ୍ତ୍ରୀ ‘ପଡ଼ା ପୁଷ୍ଟି’ କାର୍ୟ୍ୟକ୍ରମ ମଧ୍ୟ ଆରମ୍ଭ କରିଛନ୍ତି। ଏହି ଯୋଜନାରେ ସାରା…

ନବ ହତ୍ୟା ମାମଲା ; କୋର୍ଟରେ ହଜାର ହେଲା ଗୋପାଳ

ନବ ଦାସ ହତ୍ୟା ମାମଲା | କୋର୍ଟରେ ହଜାର ହେଲେ ଗୋପାଳ | ଝାରସୁଗୁଡା ଅତିରିକ୍ତ ଜିଲ୍ଲା ଓ ଦୌରାଜଜ କୋର୍ଟରେ ହଜାର | ଦୋଷମୁକ୍ତ ପାଇଁ ଗୋପାଳର ଡ଼ିସଚାର୍ଜ ପିଟିସନ ଖାରଜ କଲା କୋର୍ଟ | ନବ ଦାସ ହତ୍ୟା ମାମଲାରେ ଚାର୍ଜ ଫ୍ରେମ କଲେ କୋର୍ଟ | ଗୋପାଳ ଦାସ ବିରୁଦ୍ଧରେ ହେଲା ଚାର୍ଜ ଫ୍ରେମ |…

ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରିବା ସହ ଅଣ୍ଡାମାଡ଼ କଲା ଛାତ୍ର କଂଗ୍ରେସ

ଛାତ୍ର ସଂସଦ ନିର୍ବାଚନ ବନ୍ଦକୁ ନେଇ ତାତିଲା କଂଗ୍ରେସ। ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀଙ୍କ ବାସଭବନ ଘେରିବା ସହ ଅଣ୍ଡାମାଡ଼ କଲା ଛାତ୍ର କଂଗ୍ରେସ। ଛାତ୍ର ସଂସଦ ନିର୍ବାଚନ କରିବା ଦାବିରେ ଛାତ୍ର କଂଗ୍ରେସ ଏହି ବିକ୍ଷୋଭ କରିଛି । ସୂଚନାଯୋଗ୍ୟ, ବାତ୍ୟା…

ଭଡା ଘରେ ସେକ୍ସ ରାକେଟ, ୩ ମହିଳା ଉଦ୍ଧାର

ଗଞ୍ଜାମ ଜିଲ୍ଲା ନିମଖଣ୍ଡି ଅଞ୍ଚଳରେ ଏକ ଭଡା ଘରୁ ଦେହ ବ୍ୟବସାୟ ଚାଲୁଥିବା ଏକ ସେକ୍ସ ରାକେଟକୁ ପୋଲିସ ବୁଧବାର ଠାବ କରିବା ସହ ୩ ଜଣ ମହିଳାଙ୍କୁ ଉଦ୍ଧାର କରିଛି।କୌଣସି ସୂତ୍ରରୁ ଖବର ପାଇ ନିମଖଣ୍ଡି ଥାନା ପୁଲିସର ଏକ ଟିମ୍ ଏକ ଘରେ ଚଢ଼ଉ କରି ପଡ଼ୋଶୀ ଆନ୍ଧ୍ରପ୍ରଦେଶର ଜଣେ ଯୁବତୀଙ୍କ ସମେତ…