ରାଜଧାନୀରେ ବେଆଇନ କଫ ସିରପ୍ ରାକେଟର ପର୍ଦ୍ଦାଫାସ, ଅଭିଯୁକ୍ତ ଗିରଫ
ରାଜଧାନୀରେ ବେଆଇନ କଫ ସିରପ୍ ରାକେଟର ପର୍ଦ୍ଦାଫାସ କରି ବୁଧବାର ପୁଲିସ ୨୦୫ଟି କଫ ସିରପ୍ ବୋତଲ ଜବତ କରିଛି। ଏହି ଘଟଣାରେ ପୁଲିସ ଜଣେ ନିଶା ବେପାରୀକୁ ମଧ୍ୟ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ଭୁବନେଶ୍ୱର ରବି ଟକିଜ ନିବାସୀ ଅକ୍ଷୟ କୁମାର ବେହେରା ବୋଲି ଜଣାପଡ଼ିଛି। ଅବକାରୀ ପୁଲିସ!-->…
