ମହୁମାଛି ଆକ୍ରମଣରେ ୧୫ ଆହତ
ମହୁମାଛି ଆକ୍ରମଣରେ ୧୫ଜଣ ଆହତ ହୋଇଛନ୍ତି। ଘଟଣା ଘଟିଛି କୋରାପୁଟ ଜିଲ୍ଲା ସୁନାବେଡା ହାଲ୍ ଟାଉନସିପ୍ ନର୍ସରୀ ପଛପଟେ ଥିବା ଚକର୍ଲିପୁଟ୍ ଗାଁରେ। ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୬ଜଣ ଅବସ୍ଥା ଗୁରୁତର ରହିଛି। ଆଜି ସକାଳେ ଚକର୍ଲିପୁଟ୍ ଗାଁର କିଛି!-->…
