Odia News Portal

ଶ୍ରାବଣ ସୋମବାରରେ ଅଘଟଣ

ଗଞ୍ଜାମ ଜିଲ୍ଲା ଆସିକା ଥାନା ଅର୍ନ୍ତଗତ ଭେଟନଈରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଋଷିକୂଲ୍ୟା ନଦୀରୁ ପାଣି ନେଇ ତାଡ଼କେଶ୍ୱର ଶିବ ମନ୍ଦିରକୁ ଯାଉଥିବା ବେଳେ କାଉଡ଼ିଆଙ୍କ ଉପରେ ମାଡ଼ିଗଲା କାର୍। ଦୁଇ ମୃତ,୧୩ ଆହତ।ଆହତ ଓ ମୃତକମାନେ ବୁଗୁଡ଼ା ବ୍ଳକ ଅରଖପୁର ଗ୍ରାମର। ଦୁଇ ମୃତକଙ୍କ ମଧ୍ୟରେ…

ପୁଅକୁ ନେଇ ସ୍କୁଲ ଛାଡ଼ିବାକୁ ଯାଉଥିଲେ ବାପାମା’; ମାଡ଼ିଗଲା କାର୍

ହସଖୁସିରେ ୫ବର୍ଷ ପୁଅକୁ ସାଥିରେ ଧରି ବାଇକ୍‌ରେ ସ୍କୁଲ ଛାଡ଼ିବାକୁ ଯାଉଥିଲେ ବାପାମା’। ହେଲେ ସେମାନଙ୍କ ହସଖୁସି ବେଶୀ ସମୟ ରହିନଥିଲା। କ୍ଷଣିକରେ ସବୁ କିଛି ସରିଯାଇଥିଲା। ଘରଠୁ କିଛି ବାଟ ଗଲା ପରେ ଦ୍ରୁତଗତିରେ ଏକ କାର୍‌ ଆସି ବାଇକ୍‌ ଉପରେ ମାଡ଼ି ଯାଇଥିଲା। ଦୁର୍ଘଟଣାରେ…

ପୁଲିସକୁ ମାଡ଼ ମାରିବା ଘଟଣାରେ ଦୁଇ ଗିରଫ, ତିନିଜଣ ଫେରାର

ଗତକାଲି ସନ୍ଧ୍ୟାରେ ଅଭିଯୁକ୍ତକୁ ଧରିବାକୁ ଯାଇଥିବା ବେଳେ ପୁଲିସକୁ ମାଡ଼ ମାରି ହାତ ଭାଙ୍ଗିବା ଘଟଣାରେ ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ସୋର ପୁଲିସ। ସୂଚନା ଅନୁସାରେ ସୋର ବ୍ଲକ ଅନନ୍ତପୁର ପଂଚାୟତ ପୁରୁଷୋତ୍ତମ ପୁର ଗ୍ରାମର ବଂଶୀଧର ମଳିକଙ୍କ ନାମରେ ୨୦୦୯ ମସିହାରେ ସୋର…

କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ : ୪ ଗିରଫ

କୋଟିଏ ୧୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ । ବାଲେଶ୍ୱର ରେଳଷ୍ଟେସନ ରୋଡରୁ ବ୍ରାଉନସୁଗାର ଜବତ କଲା ଏସଟିଏଫ୍ । ସଂଧ୍ୟା ସମୟରେ ବ୍ରାଉନ ସୁଗାର ଡିଲ ପାଇଁ ଚାଲିଥିଲା ବଡ଼ ଧରଣ ଯୋଜନା । ଛଦ୍ମ ବେଶରେ ଛକି ରହିଥିବା ଏସଟିଏଫ୍ ଅଫିସରଙ୍କ ହାତରେ ଧରା ପଡ଼ିଥିଲେ ୪ ଅଭିଯୁକ୍ତ । ସେମାନେ ହେଲେ…

ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

ରାଜ୍ୟରେ ଏବେ ସକ୍ରିୟ ରହିଛି ମୌମୁମୀ । ଗୋଟିଏ ପରେ ଗୋଟିଏ ଲଘୁଚାପ ଯୋଗୁଁ ରାଜ୍ୟରେ ବର୍ଷା ହେଉଛି । ତେବେ, ଏହାରି ଭିତରେ ପାଣିପାଗ ବିଭାଗ ଏକ ଆଶ୍ବସ୍ତି କଲା ପରି ଖବର ଦେଇଛି। ୨୫ ତାରିଖରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଆଉ ଏକ ଘୁର୍ଣ୍ଣିବଳୟ । ଫଳରେ ୨୫ ତାରିଖରେ ରାଜ୍ୟରେ…

ପୁଞ୍ଜି ନିବେଶରେ ତୃତୀୟ ସ୍ଥାନରେ ଓଡ଼ିଶା

ପୁଞ୍ଜି ନିବେଶରେ ଓଡ଼ିଶାର ରେକର୍ଡ । ଦେଶର ପ୍ରଥମ ପାଞ୍ଚଟି ରାଜ୍ୟ ଭିତରେ ସ୍ଥାନ ପାଇଛି ଓଡ଼ିଶା । ଉତ୍ତରପ୍ରଦେଶ, ଗୁଜୁରାଟ ପରେ ଓଡ଼ିଶା ତୃତୀୟ ସ୍ଥାନରେ ରହିଛି । ବ୍ୟାଙ୍କ ଋଣ ସହାୟତାରେ ଉତ୍ତରପ୍ରଦେଶ, ଗୁଜୁରାଟ, ଓଡ଼ିଶା, ମହାରାଷ୍ଟ୍ର, କର୍ଣ୍ଣାଟକ ରାଜ୍ୟରେ ୫୭ ପ୍ରତିଶତରୁ ଅଧିକ…

ପ୍ରିୟଦର୍ଶିନୀ ମାର୍କେଟ୍‌ କମ୍ପ୍ଲେକ୍ସରେ ୧୦ ଦିନରେ ୨ ମୃତ, ୯ ଆକ୍ରାନ୍ତ

ଡେଙ୍ଗୁ ପ୍ରଜନନ କେନ୍ଦ୍ର ପାଲଟିଛି ନୂଆପଲ୍ଲୀସ୍ଥିତ ପ୍ରିୟଦର୍ଶିନୀ ମାର୍କେଟ୍‌ କମ୍ପ୍ଲେକ୍ସ। ଏଠାରେ ମାତ୍ର ୧୦ ଦିନ ମଧ୍ୟରେ ଡେଙ୍ଗୁରେ ୨ ଜଣଙ୍କ ମୃତ୍ୟୁ ହୋଇଛି। ମାର୍କେଟ୍‌ କଂପ୍ଲେକ୍ସସ୍ଥିତ ଅଣ୍ଡା ଦୋକାନ କର୍ମଚାରୀ ମନୋରଞ୍ଜନ ସାହୁ(୨୪) ଏବଂ ବ୍ୟବସାୟୀ ବିଶ୍ବନାଥ ସାହୁଙ୍କ ଜୀବନ…

ସୂଚନା ଅଧିକାର କର୍ମୀ କହି କୋଟିକୋଟି ଟଙ୍କା ଠକେଇ ମାମଲା: ମାଷ୍ଟରମାଇଣ୍ଡ ଗିରଫ

ସୂଚନା ଅଧିକାର କର୍ମୀ କହି ଠକେଇ ମାମଲାରେ ମାଷ୍ଟରମାଇଣ୍ଡ କାହ୍ନୁ ଚରଣ ପ୍ରଧାନ ଗିରଫ। ଅଭିଯୁକ୍ତକୁ ବାନ୍ଧିଲା କ୍ରାଇମବ୍ରାଞ୍ଚ ଏସଟିଏଫ୍। ପୂର୍ବରୁ ଏହି ମାମଲାରେ ଏସଟିଏଫ୍ କିଶୋର ମିଶ୍ରକୁ ଗିରଫ କରିଥିଲା।କାହ୍ନୁ ଚରଣ ପ୍ରଧାନ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀର ବାସିନ୍ଦା, କିନ୍ତୁ…

5T ସଚିବଙ୍କୁ କାଳିମାଡ଼ କରିଥିବା ଭାସ୍କରଙ୍କୁ ଛାଡ଼ିଦେଲା ପୁଲିସ

5T ସଚିବ ଭିକେ ପାଣ୍ଡିଆନଙ୍କୁ କାଳିମାଡ଼ ଘଟଣାରେ ଗିରଫ ଅଭିଯୁକ୍ତ ଭାସ୍କର ସାହୁଙ୍କୁ ପୁଲିସ ଛାଡ଼ି ଦେଇଛି। ଗତକାଲି ବିଳମ୍ବିତ ରାତିରେ ଲେଖାପଢ଼ା କରି ଭାସ୍କରଙ୍କୁ ପୁଲିସ ଛାଡ଼ି ଦେଇଥିବା ଜଣାପଡ଼ିଛି। ଭାସ୍କରଙ୍କ ବଡ଼ଭାଇଙ୍କ ବ୍ୟକ୍ତିଗତ ମୁଚାଲିକା ପରେ ପୁଲିସ ତାଙ୍କୁ ଛାଡ଼ିଥିବା…

ଚଳନ୍ତା ବସ୍‌ରେ ଭୟଙ୍କର ଅଗ୍ନିକାଣ୍ଡ: ୩୦ ମୃତ

ପଡ଼ୋଶୀ ଦେଶ ପାକିସ୍ତାନରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଭୟଙ୍କର ବସ୍ ଦୁର୍ଘଟଣା ପରେ ସାରା ଦେଶ ସ୍ତବ୍ଧ ହୋଇଯାଇଛି । କରାଚିରୁ ଇସଲାମାବାଦ ଯାଉଥିବା ଏକ ବସ୍‌ରେ ନିଆଁ ଲାଗିଯିବାରୁ ୩୦ ଜଣଙ୍କର ମୃତ୍ୟୁ ଘଟିଛି । ଦୁର୍ଘଟଣା ସମୟରେ ବସ୍‌ରେ ୪୦ ରୁ ଅଧିକ…