ସରକାରୀ ଯନ୍ତ୍ରୀଙ୍କ ପୁଳାପୁଳା ସମ୍ପତ୍ତି
ଭବାନିପାଟଣା ଜଳ ଯୋଗାଣ ସରକାରୀ ଯନ୍ତ୍ରୀଙ୍କ ପୁଳା ପୁଳା ସମ୍ପତ୍ତି । ସରକାରୀ ଯନ୍ତ୍ରୀ କିଶୋର ଚନ୍ଦ୍ର ସାହୁଙ୍କ ଘରୁ ବିପୁଳ ସମ୍ପତ୍ତି ଠାବ କରାଯାଇଛି । ଭବାନୀପାଟଣା ଟାଉନରେ ୧.୧୦ କୋଟିର ୩ ମହଲା କୋଠା ଠାବ । ୧.୩ କୋଟିର ବ୍ୟାଙ୍କ ଇନସୁରାନ୍ତ୍ର,ନଗଦ ୨.୬୫ ଲକ୍ଷ ଟଙ୍କା ଠାବ ହୋଇଛି ।!-->…
