ଲକ୍ଷ୍ନୌରେ ଓଡିଆ ଯୁବତୀଙ୍କୁ ହତ୍ୟା
ଉତ୍ତରପ୍ରଦେଶ ଲକ୍ଷ୍ନୌରେ ଓଡିଆ ଯୁବତୀଙ୍କୁ ହତ୍ୟା। ବୃନ୍ଦାବନ ସେକ୍ଟର 19ରେ କାରରୁ ଓଡିଆ ଯୁବତୀ ସୁସ୍ମିତା ରାଉତଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସୁସ୍ମିତାଙ୍କ ଘର ଯାଜପୁର ଜିଲ୍ଲା ବିଂଝାରପୁର ବାଙ୍କିପାଳ ଗାଁରେ।
ମୃତକଙ୍କ ପୋଷ୍ଟମର୍ଟମ ରିପୋର୍ଟରୁ ବଡ ଖୁଲାସା ହୋଇଛି । ରିପୋର୍ଟରେ!-->!-->!-->…
