ରାଜଧାନୀରେ ଗର୍ଜିଲେ ଶିକ୍ଷକ
ଲୋୟର ପିଏମଜିରେ ଶିକ୍ଷକଙ୍କ ଧାରଣା । ବିଭିନ୍ନ ଦାବି ନେଇ ଆଜିଠୁ ୩ ଦିନ ପାଇଁ ଅହୋରାତ୍ର ଧାରଣାକୁ ଓହ୍ଲାଇଛନ୍ତି ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ-ଓଷ୍ଟା । ସ୍କୁଲରେ ଶିକ୍ଷକ ଓ କର୍ମଚାରୀଙ୍କ ବିଭିନ୍ନ ସମସ୍ୟା ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି ।
ବିଶେଷ ଭାବେ ଚାକିରୀର!-->!-->!-->…
