ଡିଭାଇଡର ଉପରେ ଚଢ଼ିଗଲା ବସ୍, ୧୦ ଆହତ
ଡିଭାଇଡର ଉପରେ ଚଢ଼ିଗଲା ବସ୍, ୧୦ ଆହତ । ଯାଜପୁର ୧୬ ନମ୍ବର ଜାତୀୟ ରାଜପଥର ଚୁଡାଖିଆ ଛକ ନିକଟରେ ଦୁର୍ଘଟଣା ଘଟିଛି। ବସଟି ଏକ ହାଇୱାକୁ ଅତିକ୍ରମ କରୁଥିବାବେଳେ ଭାରସାମ୍ୟ ହରାଇ ଡିଭାଇଡର ଉପରେ ଚଢିଯାଇଥିଲା। ଫଳରେ ୧୦ ଜଣ ଯାତ୍ରୀ ଆହତ ହୋଇଛନ୍ତି ।
ଖବର ଅନୁଯାୟୀ, ଯାଜପୁର ୧୬ ନମ୍ବର!-->!-->!-->…
