ମିଳିତ ବିରୋଧୀ ଦଳର ନାମ INDIA
୨୦୨୪ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ବିରୋଧରେ ଲଢେଇ ପାଇଁ କଂଗ୍ରେସ ସମେତ ୨୬ଟି ଦଳ ଏକାଠି ହୋଇଛନ୍ତି । ବିଜେପିର କୁଶାସନ ବିରୁଦ୍ଧରେ ସବୁ ବିରୋଧି ଦଳ ଏକାଠି ହୋଇ ଆସନ୍ତା ନିର୍ବାଚନରେ ବିଜେପିକୁ ଟକ୍କର ଦେବା ପାଇଁ ଦୀର୍ଘ ଦିନ ଧରି ଚାଲିଥିବା ଉଦ୍ୟମ ଆଜି ସଫଳ ହୋଇଛି ।!-->…
