ଆଜି ପବିତ୍ର ବଡ଼ିଦନ, ଧରାବତରଣ କରିଛନ୍ତି ପ୍ରଭୁ ଯୀଶୁ
ଆଜି ପବିତ୍ର ବଡ଼ିଦନ । ମଧ୍ୟରାତ୍ରରେ ଧରାବତରଣ କରିଛନ୍ତି ପ୍ରଭୁ ଯୀଶୁ । ବଡ଼ଦିନ ପାଇଁ ଚଳଚଞ୍ଚଳ ସାରାବିଶ୍ବ । ଏଥିପାଇଁ ବିଭିନ୍ନ ଚର୍ଚ୍ଚ ଗୁଡ଼ିକ ସଜେଇ ହୋଇଛି। ଚିକମିକ୍ ଲାଇଟରେ ଝଲସୁଛି । ବଡ଼ ଦିନ ପାଳନ କରିବାକୁ ଖ୍ରୀଷ୍ଟ ଧର୍ମାବଲମ୍ବୀ ଭାଇ ଭଉଣୀଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖାଯାଇଛି।…
