ସିମୁଳିଆରେ 2ଟି ଦୁର୍ଘଟଣା: ମାଛ ବୋଝେଇ ଟ୍ରକକୁ ପିଟିଲା ବସ୍, ନାଳକୁ ଖସିଲା ଟ୍ରାଭେଲର୍, 20ରୁ ଅଧିକ ଗୁରୁତର
ବାଲେଶ୍ଵର: ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ 2ଟି ସ୍ଥାନରେ ଦୁର୍ଘଟଣା ଘଟିଛି । 16 ନମ୍ବର ଜାତୀୟ ରାଜପଥ ମାଟିଆପଡ଼ା ନିକଟରେ ଏକ ଟ୍ରାଭେଲର୍ ନାଳକୁ ଖସି ଗଛରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ, ଜଣଙ୍କର ମୃତ୍ୟୁ ଘଟିଛି । ସେହିପରି ସିମୁଳିଆ ଥାନା ଅନ୍ତର୍ଗତ…
