ହର୍ମୁଜ୍ ପ୍ରଣାଳୀ ପାର ହେବ ଆଉ ଦୁଇଟି ଭାରତ ଅଭିମୁଖୀ ଏଲପିଜି ଟ୍ୟାଙ୍କର୍
ହର୍ମୁଜ୍ ପ୍ରଣାଳୀ ପାର ହେବ ଆଉ ଦୁଇଟି ଭାରତ ଅଭିମୁଖୀ ଏଲପିଜି ଟ୍ୟାଙ୍କର୍। ‘ପାଇନ୍ ଗ୍ୟାସ୍’ ଓ ‘ଜଗ ବସନ୍ତ’ ନାମକ ଏହି ଦୁଇଟି ଏଲ୍ପିଜି ଟ୍ୟାଙ୍କର ବର୍ତ୍ତମାନ ୟୁଏଇର ସାରଜାହ ନିକଟରେ ରହିଛି। ମାରିନ ଟ୍ରାଫିକର ଜାହାଜ-ଟ୍ରାକିଂ ତଥ୍ୟ ଦର୍ଶାଉଛି ଯେ, ଉଭୟ ଜାହାଜ ଯାତ୍ରା ପାଇଁ…
