କଂଗ୍ରେସରୁ ମହମ୍ମଦ ମୋକିମ ଓ ଚିରଞ୍ଜୀବ ବିଶ୍ବାଳଙ୍କୁ ନିଲମ୍ବନ କୁ କଂଗ୍ରେସର ବିରୋଧ
କଂଗ୍ରେସରୁ ମହମ୍ମଦ ମୋକିମ ଓ ଚିରଞ୍ଜୀବ ବିଶ୍ବାଳଙ୍କୁ ନିଲମ୍ବନ ପ୍ରସଙ୍ଗ । ବିରୋଧ କଲେ କଂଗ୍ରେସର କିଛି ପଦାଧିକାରୀ । ନିଲମ୍ବନକୁ ସାଧାରଣ କଂଗ୍ରେସ କର୍ମୀ ଗ୍ରହଣ କରିପାରୁନାହାନ୍ତି । ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ଟାର୍ଗେଟ୍ କରିଛନ୍ତି ଦଳର ଅନେକ ନେତା । ଶରତ ଦାୟିତ୍ୱ ନେବାପରେ!-->…
