Odia News Portal

ଆଜିଠୁ ୟୁନିଟ୍‌-୨ ମାର୍କେଟ୍‌ ବିଲ୍ଡିଂ ବନ୍ଦ

ମାର୍କେଟ୍‌ ବିଲ୍ଡିଂରେ ଚାଲିଥିବା ସ୍ଥାୟୀ-ଅସ୍ଥାୟୀ ବ୍ୟବସାୟୀ ବିବାଦକୁ ବିଏମ୍‌ସି ସମାଧାନ କରିପାରି ନାହିଁ। ପ୍ରତିଶ୍ରୁତି ମୁତାବକ ଉଠାଦୋକାନୀଙ୍କୁ ସେଠାରୁ ଉଠାଇ ପାରିନଥିବାରୁ ସୋମବାରଠାରୁ ମାର୍କେଟ୍‌ ବିଲ୍ଡିଂ ସମ୍ପୂର୍ଣ୍ଣ ବନ୍ଦ ରଖିବାକୁ ସେଣ୍ଟ୍ରାଲ ମାର୍କେଟ୍‌ ବ୍ୟବସାୟୀ ସଂଘ

ହିମାଚଳରେ ପୁଣି ବାଦଲ ଫାଟିଲା: ଭାସିଗଲା ଘର, ଏକାଧିକ ଗାଡି; ଜଣେ ମୃତ,୨୩ ଗୁରୁତର

ଉତ୍ତରଭାରତ ବିଶେଷ କରି ହିମଚଳପ୍ରଦେଶରେ ମୃତ୍ୟୁ ରଚୁଛି ବର୍ଷା । କିଛି ଦିନର ବ୍ୟବଧାନ ପରେ କୁଲ୍ଲୁ ଜିଲ୍ଲାରେ ପୁଣି ବାଦଲ ଫଟା ବର୍ଷା ବିତ୍ପାତ କରିଛି । ଫଳରେ ଭୟଙ୍କର ଜଳ ସ୍ରୋତରେ ଭାସିଯାଇଛି ୯ ଗାଡି । ଏଥିରେଜ ଣଙ୍କର ମୃତ୍ୟୁ ହେବା ସହ ୨୩ଜଣ ଗୁରୁତର ହୋଇଥିବା ଜଣାପଡିଛି । ଏପରିକି

ତାମିଲନାଡୁ ଉଚ୍ଚଶିକ୍ଷା ମନ୍ତ୍ରୀ ଓ ସାଂସଦ ପୁଅଙ୍କ ଘରେ ଇଡି ଚଢ଼ାଉ

ଇଡି ଟାର୍ଟେଟରେ ତାମିଲନାଡୁର ପୁଣି ଏକ ମନ୍ତ୍ରୀ । ମନି ଲଣ୍ଡରିଂ ମାମଲାରେ ଡିଏମକେ ନେତା ତଥା ତାମିଲନାଡୁର ଉଚ୍ଚଶିକ୍ଷା ମନ୍ତ୍ରୀ କେ ପୋନମୁଡି ଓ ତାଙ୍କ ସାଂସଦ ପୁଅ ଗୌତମ ସିଗାମାଣିଙ୍କ ଘରେ ସୋମବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଏକ ଟିମ୍ ଚଢ଼ାଉ କରିଛି । ରାଜ୍ୟ ରାଜଧାନୀ

ବଢୁଛି ହୀରାକୁଦର ଜଳସ୍ତର : ପ୍ରତି ସେକେଣ୍ଡରେ ପ୍ରବେଶ କରୁଛି ୯୦,୧୨୧ କ୍ୟୁସେକ ଜଳ

ବଢୁଛି ହୀରାକୁଦର ଜଳସ୍ତର । ଉପରମୁଣ୍ଡରେ ବର୍ଷା ଯୋଗୁଁ ବଢୁଛି ମହାନଦୀର ଜଳସ୍ତର । ସକାଳ ୯ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାର ଜଳସ୍ତର ୬୦୭ ଦଶମିକ ଶୂନ ଆଠ ଫୁଟ ଥିଲା । ଏବେ ପ୍ରତି ସେକେଣ୍ଡରେ ୯୦ ହଜାର ୧୨୧ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ନିଷ୍କାସିତ ହେଉଛି ୩୯ ହଜାର ୮୭ କ୍ୟୁସେକ ଜଳ

କୁନୋରେ ବଢୁଛି ଚିତା ମୃତ୍ୟୁ

ମଧ୍ୟପ୍ରଦେଶ କୁନୋ ଜାତୀୟ ଉଦ୍ୟାନରେ ବଢ଼ିବାରେ ଲାଗିଛି ଆଫ୍ରିକାରୁ ଆସିଥିବା ଚିତାଙ୍କ ମୃତ୍ୟୁସଂଖ୍ୟା । ଏ ନେଇ ଚିନ୍ତା ବଢିଥିବା ବେଳେ ମୃତ୍ୟୁର କାରଣ ଖୋଜିବା ଲାଗି ତଦନ୍ତ ଆରମ୍ଭ କରିଛି ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (ଏନ୍ଟିସିଏ) । ଏ ନେଇ ଅନ୍ତର୍ଜାତୀୟ ସ୍ତରର ଚିତା

ୟୁନିଟ୍ ୯ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଚାଲିବ ରମା ଦେବୀ ଜୁନିଅର କଲେଜ୍

ରାଜଧାନୀର ୟୁନିଟ୍ ୯ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ରମା ଦେବୀ ଜୁନିଅର କଲେଜ୍ ଚାଲିବ। ଏଠାରେ ପ୍ରଥମ ପର୍ଯ୍ୟାୟରେ କଳା ଓ ବାଣିଜ୍ୟ ବିଭାଗର ପାଠପଢ଼ା ହେବ। ଏନେଇ ଗଣଶିକ୍ଷା ବିଭାଗ ସ୍ବତନ୍ତ୍ର ସଚିବଙ୍କୁ ଚିଠି ଲେଖି ଅବଗତ କରିଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦଶାଳୟର

ଦେବୀ ନଦୀରେ ଅଘଟଣ; ବୁଡ଼ିଯାଇ କାଉଡ଼ିଆ ନିଖୋଜ

ଜଗତସିଂହପୁର ଜିଲ୍ଲା ଆଳି ପିଙ୍ଗଳ ନିକଟ କେତକେଶ୍ୱର ଘାଟରେ ବଡ଼ ଧରଣ ଅଘଟଣ ଘଟିଛି । ଦେବୀ ନଦୀରେ ବୁଡ଼ିଯାଇ ଜଣେ କାଉଡ଼ିଆ ନିଖୋଜ ହୋଇଯାଇଛନ୍ତି । ଶୈବପୀଠ ଲାଗି ପାଣି ଆଣିବାକୁ ବୁଡ଼ମାରିବା ବେଳେ ଏହି ଅଘଟଣ ଘଟିଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ ପାଣିଭାର ପାଇଁ ଦୁଇ ଜଣ କାଉଡ଼ିଆ

ପୁଣି ସୀମା ଟପିଲା ବର୍ବରତା, ପ୍ରଥମେ ଅପହରଣ, ତା’ପରେ ଏସିଡ୍‌ ମାଡ଼

ରାଜସ୍ଥାନ କରୌଲି ଜିଲ୍ଲାରେ ଘଟିଛି ଅଭାବନୀୟ ଘଟଣା । କୂଅରୁ ମିଳିଲା ୧୮ ବର୍ଷୀୟା ଯୁବତୀଙ୍କ ମୃତଦେହ । ଯାହାକୁ ନେଇ ରାଜସ୍ଥାନ କରୌଲି ଅଞ୍ଚଳରେ ଖେଳିଯାଇଛି ଚାଞ୍ଚଲ୍ୟ । ଏ ଘଟଣାକୁ ନେଇ ଧିରେ ଧିରେ ତେଜିଛି ବିବାଦ ଏବଂ ରାଜନୀତି । ପୁଣି ସୀମା ଟପିଲା ବର୍ବରତା । ୧୯ ବର୍ଷୀୟା ଦଳିତ

 ଅପରାଧ ତାଲିକାରୁ ହଟିବ ୩୪୦୦ଟି ଅପରାଧ

୨୦ ତାରିଖରୁ ଆରମ୍ଭ ହେଉଥିବା ସଂସଦର ମୌସୁମୀ ଅଧିବେଶନ ପାଇଁ କେନ୍ଦ୍ର ସରକାର ବ୍ୟାପକ ପ୍ରସ୍ତୁତ ଚଳାଇଛନ୍ତି । ଏହି ଅଧିବେଶନରେ କେତେକ ଗୁରୁତ୍ବପୂର୍ଣ୍ଣ ବିଲ୍ ଆଗତ ହେବାର କାର୍ଯ୍ୟକ୍ରମ ରହିଛି । ଦିଲ୍ଲୀ ସର୍ଭିସ, ଡାଟା ପ୍ରୋଟେକ୍ସନ, ଜନ ବିଶ୍ବାସ, ଫରେଷ୍ଟ କଞ୍ଜରଭେସନ ଏବଂ ଅନ୍ୟାନ୍ୟ

ଦଳରୁ ସସପେଣ୍ଡ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ମହମ୍ମଦ ମୋକିମ୍

ଦଳରୁ ସସପେଣ୍ଡ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ମହମ୍ମଦ ମୋକିମ୍ । କିଛି ନିସ୍ତସ୍ୱାର୍ଥ ବ୍ୟକ୍ତି ଯାହା ପାଦ ତଳେ ମାଟି ନଥାଏ ସେ ଏମିତି କାମ କରନ୍ତି । ନିଜ ଚୌକି ସୁରକ୍ଷିତ କରିବାକୁ ଏଭଳି ଭୁଲ ନିଷ୍ପତ୍ତି ନେଇଥାନ୍ତି । ଦଳର ମୁଖ୍ୟ ମୋ ବିରୋଧରେ ଚକ୍ରାନ୍ତ କରିଛନ୍ତି । ସେ କୁହନ୍ତୁ