Odia News Portal

ବିଲ ମଝିରେ ବିଦ୍ୟାଳୟ, ଛାତ୍ରଛାତ୍ରୀ ବାଉଁଶ ଚାର ସାହାଯ୍ୟରେ ଯାତାୟତ କରୁଛନ୍ତି

ବିଲ ମଝିରେ ବିଦ୍ୟାଳୟ ଅଛି । ହେଲେ ସେଠାକୁ ଯିବା ପାଇଁ ରାସ୍ତା ନାହିଁ । ପାଣି ଓ କାଦୁଅରେ ପଶି ପିଲାମାନେ ଯାଉଛନ୍ତି । ଏପରି କି ପାଣି ନାଳ ଉପରେ ଥିବା ବାଉଁଶ ଚାରକୁ ଭରସା କରି ଛାତ୍ରୀଛାତ୍ର ଓ ଶିକ୍ଷକ ଶିକ୍ଷୟିତ୍ରୀ ଯାତାୟାତ କରୁଛନ୍ତି । ଏଭଳି ଚିତ୍ର ଦେଖିବାକୁ ମିଳିଛି ବାଲେଶ୍ବର…

ଲାଲବାହିନୀର ଅପରେସନ ବେଳେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

ମିଳିତ ଅପରେସନ ବେଳେ ଛତିଶଗଡ଼ ବିଜାପୁର ଅଞ୍ଚଳରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ । ବଡ ଧରଣର ବିସ୍ପୋରଣ ଯୋଜନା କରି ଲାଲବାହିନୀ ଲୁଚାଇ ରଖିଥିବା ସାମଗ୍ରୀକୁ ଜବତ କରିଛି ପୋଲିସ । କେଜିଏଚ୍ ପାହାଡ ପାଖରୁ ଏସବୁକୁ ଜବତ କରିଛି କୋବ୍ରା, ସିଆରପିଏଫ ଓ ବିଜାପୁର ପୋଲିସର ମିଳିତ ଟିମ୍ । ରେଡ୍…

ରାଉରକେଲା ବିମାନବନ୍ଦରର ଭାଗ୍ୟ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି

ରାଉରକେଲା ବିମାନବନ୍ଦରର ଭାଗ୍ୟ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି। ବିଶେଷକରି ଆଲିଆନ୍ସ ଏୟାର୍‌ ଦ୍ବାରା ଏକମାତ୍ର ଏଟିଆର୍‌-୭୨ ବିମାନର ପରିଚାଳନା ବନ୍ଦ ହୋଇଯିବାପରଠାରୁ ଏହାର ଭାଗ୍ୟ ଝୁଲିରହିଛି। ଏଭଳି ସମୟରେ ଆଗାମୀ ୨୦୨୬ ମାର୍ଚ୍ଚ ଯାଏ ରାଉରକେଲା ବିମାନସେବା ପୁନଃଆରମ୍ଭ…

ଜିଲ୍ଲାପାଳଙ୍କ ଜନଶୁଣାଣିରେ ଅଭିଯୋଗ କରିବାକୁ ପହଞ୍ଚିଥିଲା ଛେଳିଛୁଆ

ନିଆଳି ବ୍ଲକ୍‌ରେ ହୋଇଥିବା ଜିଲ୍ଲାପାଳଙ୍କ ଜନଶୁଣାଣିରେ ଅଭିଯୋଗ କରିବାକୁ ପହଞ୍ଚିଥିଲା ଛେଳିଛୁଆ! କିଛି ଦିନ ତଳେ ୧୧କେଭି ବିଦ୍ୟୁତ୍‌ ତାର ଲାଗିବାରୁ ୪ଟି ଛେଳି ମରିଯିବା ପରେ ଏବେ ଛେଳିଛୁଆଟି ଏକୁଟିଆ ହୋଇଯାଇଛି। ଏପରିକି ବିଦ୍ୟୁତ୍‌ ଆଘାତ ଲାଗି ଏହି ଛେଳିଛୁଆଟିର ଗୋଡ଼ ଭାଙ୍ଗିଯାଇଛି।…

ଚୌଦ୍ୱାର ଜେଲ ପରେ ଏବେ ପୁଣି ଚନ୍ଦକା ଥାନାରୁ ଫେରାର ହେଇଗଲା ଚୋର

କନେଷ୍ଟବଳଙ୍କୁ ଧକ୍କା ଦେଇ ଚନ୍ଦକା ଥାନାରୁ ଚମ୍ପଟ ମାରିଲା ଚୋର। ଫେରାର ଅଭିଯୁକ୍ତ ହେଉଛି ପଶ୍ଚିମବଙ୍ଗର ରାଜା। ସୂଚନା ଅନୁସାରେ ଗତମାସ ୨୮ ତାରିଖ ରାତିରେ ଏକ ଆଇଫୋନ ଚୋରି ହୋଇଥିଲା। ସେହି ଅଭିଯୋଗ ତଦନ୍ତ କରି ଦୁଇ ଦିନ ତଳେ ଚନ୍ଦକା ପୁଲିସ ରାଜାକୁ ଧରି ଆଣି ଅଧିକ ପଚରାଉଚରା କରୁଥିଲା…

ନୂଆପଡ଼ା ବ୍ୟାଟେଲ, ଚର୍ଚ୍ଚାରେ ତିନି ଚେହେରା?

ଜଟିଳ ସ୍ଥିତିରେ ନୂଆପଡ଼ା ଗଣିତ । ଜୟ ଢ଼ୋଲକିଆ ପଦ୍ମ ଧରିବା ପରେ କିଏ କେଉଁ ଦଳରୁ ପ୍ରାର୍ଥୀ ହେବ ତାହା ଏବେ ଅସ୍ପଷ୍ଟ । ବିଶେଷ କରି ପଦ୍ମ ଶିବରକୁ ଜୟ ଡ଼େଇବା ପରେ ନିଶ୍ଚିନ୍ତ ହୋଇ ବସିଥବା ବିଜେଡି ଏବେ ପାର୍ଥୀ ଚୟନକୁ ନେଇ ନାକେମଦ ହେଲାଣି । ନୂଆ ପାର୍ଥୀ ଚୟନ ପାଇଁ ନବୀନ ନିବାସରେ ଘନ ଘନ…

କାର୍ତ୍ତିକ ପ୍ରଥମ ସୋମବାରରେ ଚଳଚଞ୍ଚଳ ଶୈବ ପୀଠ, ବାବା ଧବଳେଶ୍ଵରଙ୍କ ପାଖରେ ହଜାର ହଜାର ଶ୍ରଦ୍ଧାଳୁ

ଆଜି ହେଉଛି ପବିତ୍ର କାର୍ତ୍ତିକ ମାସର ପ୍ରଥମ ସୋମବାର। ସେଥିପାଇଁ ସବୁ ଶୈବ ପୀଠରେ ଭକ୍ତଙ୍କ ଭିଡ । ସକାଳୁ ସକାଳୁ ବାବାଙ୍କ ଦର୍ଶନ କରିବାକୁ ତତ୍ପର ହୋଇଯାଇଛନ୍ତି ଲୋକେ । ଘଣ୍ଟ ଶବ୍ଦରେ ପରିବେଶ ଯେମିତି ହୋଇଯାଇଛି ଭକ୍ତିମୟ । ସେହିପରି କଟକ ଜିଲ୍ଲାର ଅନ୍ୟତମ ଶୈବ ପୀଠ ବାବା ଧବଳେଶ୍ଵରଙ୍କ…

ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବୟାନ ମହିଳାଙ୍କୁ ନିରାଶ କରିଛି: ପ୍ରଭାତୀ ପରିଡ଼ା

ପଶ୍ଚିମବଙ୍ଗର ଦୁର୍ଗାପୁରରେ ଜଣେ ଓଡ଼ିଆ ଏମ୍‌ବିବିଏସ୍‌ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହା ଉପରେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ‘ରାତିରେ ଝିଅମାନେ ବାହାରକୁ ଆସିବା ଉଚିତ ନୁହେଁ, ସେମାନେ ନିଜକୁ ମଧ୍ୟ…

ମମତାଙ୍କ ବିବାଦୀୟ ମନ୍ତବ୍ୟ: ‘ରାତିରେ ଝିଅମାନେ ବାହାରକୁ ଯିବା ଉଚିତ ନୁହେଁ’

ପଶ୍ଚିମବଙ୍ଗର ଦୁର୍ଗାପୁରରେ ଜଣେ ଓଡ଼ିଆ ଏମ୍‌ବିବିଏସ୍‌ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହା ଉପରେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ‘ରାତିରେ ଝିଅମାନେ ବାହାରକୁ ଆସିବା ଉଚିତ ନୁହେଁ, ସେମାନେ ନିଜକୁ ମଧ୍ୟ…

ବଢ଼ିବ ବାଘ, ହାତୀଙ୍କ ବାସସ୍ଥାନ: ମହାନଦୀ, ସମ୍ବଲପୁର ହାତୀ ସଂରକ୍ଷିତ ଜଙ୍ଗଲ ପରିସୀମା ବଢ଼ିବ

ଓଡ଼ିଶାରେ ହାତୀଙ୍କ ସଂଖ୍ୟା ୨,୧୦୩ରେ ପହଞ୍ଚିଛି। ମାତ୍ର ସେମାନଙ୍କ ରହିବାକୁ ଜାଗା ନାହିଁ। ବାଘଙ୍କ ସଂଖ୍ୟା ୩୦ ଟପିଥିଲେ ମଧ୍ୟ ବଢ଼ୁଥିବା ଜନବସତି ସେମାନଙ୍କ ପାଇଁ ବିପଦ ସୃଷ୍ଟି କରିଛି। ସ୍ଥିତି ଧୀରେ ଧୀରେ ସାଂଘାତିକ ହେଉଥିବାରୁ ରାଜ୍ୟ ସରକାର ବାଘ, ହାତୀଙ୍କ ପାଇଁ ଅଧିକ ଜଙ୍ଗଲ ସଂରକ୍ଷିତ…