ନିର୍ମାଣାଧୀନ ଥିବା ଏକଲବ୍ୟ ଆଦର୍ଶ ବିଦ୍ୟାଳୟର କାମ ସରୁନି
ଗତ ୩ବର୍ଷ ହେବ ଗୁଣାତ୍ମକ ଶିକ୍ଷା ପାଇବାରୁ ନବରଙ୍ଗପୁର ଜିଲ୍ଲାର ୩ହଜାର ପିଲା ବଂଚିତ ହେଉଛନ୍ତି। ଏହାର କାରଣ ହେଉଛି ଜିଲ୍ଲାର ୭ଟି ବ୍ଲକରେ ୧୨୬କୋଟି ଟଙ୍କାରେ ନିର୍ମାଣାଧୀନ ଥିବା ଏକଲବ୍ୟ ଆଦର୍ଶ ବିଦ୍ୟାଳୟର କାମ ସରିବା ନାଁ ନେଉନି। ଗତ ୨୦୨୧ ମସିହାରେ ତତ୍କାଳୀନ ଆଦିବାସୀ ବ୍ୟାପର…
