Odia News Portal

ପାରିବାରିକ କଳହର କରୁଣ ପରିଣତି

ପାରିବାରିକ କଳହର କରୁଣ ପରିଣତି । ସାନପୁଅର ଖଣ୍ଡା ଆକ୍ରମଣରେ ବାପା ଓ ଭାଉଜ ଗୁରୁତର । ଗୁରୁତର ଅବସ୍ଥାରେ ଉଭୟଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ରବି ନାୟକ ତାଙ୍କ ବଡ଼ ପୁଅ ଓ ବୋହୁ ସହ ତାରିଣି…

ଶେଷ ପର୍ଯ୍ୟାୟରେ ଶ୍ରୀମନ୍ଦିର ସିଂହଦ୍ୱାର ରୂପା ଛାଉଣୀ

ଶ୍ରୀମନ୍ଦିର ସିଂହଦ୍ୱାର ରୂପା ଛାଉଣୀ ଏବେ ଶେଷ ପର୍ଯ୍ୟାୟରେ । ଆଉ ଦୁଇ ଦିନ ଭିତରେ ସଂପୂର୍ଣ୍ଣ ରୂପା ଛାଉଣୀ କାର୍ଯ୍ୟ ସରିବ । କଡା ସୁରକ୍ଷା ମଧ୍ୟରେ ସିସିଟିଭି କ୍ୟାମେରା ବଳୟ ମଧ୍ୟରେ ଏହି ରୂପା ଛାଉଣୀ କାର୍ଯ୍ୟ କରାଯାଉଛି । ଆସନ୍ତା ଶନିବାର ଚତୁର୍ଦ୍ଧାମୂର୍ତ୍ତିଙ୍କର ନିଳାଦ୍ରୀ ବିଜେ…

ସରିଲା ନବମୀ ଦର୍ଶନ, ଆଜି ବାହୁଡ଼ାଯାତ୍ରା

ଆଡ଼ପ ମଣ୍ଡପରେ ଶେଷହେଲା ମହାପ୍ରଭୁଙ୍କ ଦର୍ଶନ ସହ ନବଦିନାତ୍ମକ ଯାତ୍ରା । ଆଜି ଜନ୍ମବେଦୀ ଛାଡ଼ି ମହାପ୍ରଭୁ ବାହୁଡ଼ିଯିବେ ରତ୍ନବେଦୀକୁ । ଏନେଇ ଆଜି ଗୁଣ୍ଡିଚାମନ୍ଦିରରେ ନବମୀ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ହୋଇଥିଲା । ଅପରାହ୍ଣ ୫ଟା ପରେ ପୂର୍ବ ନିଷ୍ପତ୍ତି ମୁତାବକ…

‘ଆଦିପୁରୁଷ’ର ସଂଳାପକାର ମନୋଜ ମୁନ୍ତାଶିରଙ୍କ ବଢ଼ିଲା ଅଡ଼ୁଆ

‘ଆଦିପୁରୁଷ’ ବିବାଦ ମାମଲାରେ ଦାୟର ଦୁଇଟି ଜନସ୍ୱାର୍ଥ ମାମଲା ଉପରେ ମଙ୍ଗଳବାର ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚରେ ଶୁଣାଣି ହୋଇଛି। ଫିଲ୍ମର ସଂଳାପ ଲେଖକ ମନୋଜ ମୁନ୍ତାଶିରଙ୍କୁ ପକ୍ଷଭୁକ୍ତ କରିବା ପାଇଁ ଆବେଦନକୁ ଗ୍ରହଣ କରି କୋର୍ଟ ତାଙ୍କୁ ନୋଟିସ ଜାରି କରିଛନ୍ତି । ସପ୍ତାହକ…

ଆଡପ ଦର୍ଶନ ହେଲା ଶେଷ ଦର୍ଶନ

ଆଡପ ଦର୍ଶନ ହେଲା ଶେଷ ଦର୍ଶନ ଏବଂ ଜଣେ ଭକ୍ତଙ୍କ ମୃତ୍ୟୁ । ମହାପ୍ରଭୁଙ୍କ ଅଡେପ ଦର୍ଶନ ସାରୀ ଫେରିବା ପରେ ଭକ୍ତଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଗୁଣ୍ଡିଚା ମନ୍ଦିରରେ ଦର୍ଶନ ସାରୀ ଫେରି ଅସୁସ୍ଥ ଅନୁଭବ କରିଥିଲେ । ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା ଡାକ୍ତର ସେଠାରେ…

ଗିରଫ ଭୟରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ କଣ୍ଠଶିଳ୍ପୀ ସୌରିନ ଭଟ୍ଟ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବା ସହ ଆଗୁଆ ଜାମିନ ଆବେଦନ କଲେ କଣ୍ଠଶିଳ୍ପୀ ସୌରୀନ ଭଟ୍ଟ । କଟକ ମହିଳା ଥାନାରେ ରୁଜୁ ମାମଲାରେ ଆଗୁଆ ଜାମିନ ପାଇଁ ଆଜି ସୌରିନ ହାଇକୋର୍ଟରେ ଆବେଦନ ଦାୟର କରିଛନ୍ତି। ସେ ନିର୍ଦ୍ଦୋଷ ଓ ତାଙ୍କ ବିରୋଧରେ ଥିବା ଅଭିଯୋଗ ଭିତ୍ତିହୀନ ଓ ଉଦ୍ଦେଶ୍ୟମୂଳକ ବୋଲି…

ନିଜ ନିର୍ବାଚନମଣ୍ଡଳୀ ସମସ୍ୟା ସମାଧାନରେ ବିଫଳ ଅପରାଜିତା: ବିଜେଡି

ଗତ ଚାରି ବର୍ଷ ମଧ୍ୟରେ ସାଂସଦ ଭାବରେ ମାନ୍ୟବର ଅପରାଜିତା ଷଡଙ୍ଗୀ ଭୁବନେଶ୍ୱର ଲୋକସଭା ନିର୍ବାଚନମଣ୍ଡଳୀରେ ଲୋକଙ୍କ ସମସ୍ୟା ସମାଧାନରେ ବିଫଳ ହୋଇଥିବା କହିଛନ୍ତି ବିଜେଡି ମୁଖପାତ୍ର ଶ୍ରୀମତୀ ଶ୍ରୀମୟୀ ମିଶ୍ର ।ଆଜି ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ମିଶ୍ର ଭୁବନେଶ୍ୱର…

ଚାକିରିରୁ ଇସ୍ତଫା ଦେଲେ ସୁରଙ୍କ ପୁଅ ମନ୍ମଥ ରାଉତରାୟ

ଚାକିରି ଛାଡ଼ିଲେ ବିଧାୟକ ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟ । ଏୟାର ଇଣ୍ଡିଆରେ କ୍ୟାପଟେନ୍ ଭାବେ କାର‌୍ୟ୍ୟରତ ଥିଲେ ଜଟଣୀ ବିଧାୟକ ସୁର ରାଉତରାୟଙ୍କ ପୁଅ ମନ୍ମଥ । ୨୦୨୪ରେ ସୁର ରାଉତରାୟ ନିର୍ବାଚନ ଲଢ଼ିବେନି ବୋଲି ପୂର୍ବରୁ ଘୋଷଣା କରିସାରିଛନ୍ତି । ତେଣୁ ସୁରଙ୍କ ଜାଗାରେ ତାଙ୍କ…

ଆଜି ସନ୍ଧ୍ୟା ୫ଟାରୁ ମହାପ୍ରଭୁଙ୍କ ଦର୍ଶନ ବନ୍ଦ

ଆଡପମଣ୍ଡରେ ବିରାଜିତ ଚତୁର୍ଦ୍ଧାମୂର୍ତ୍ତି। ଶ୍ରୀଜିଉଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ। ଆଜି ଆଡପ ମଣ୍ଡପରେ ନବମୀ ସନ୍ଧ୍ୟା ଦର୍ଶନ ୫ଟାରୁ ବନ୍ଦ ରହିବ। ନବମୀ ସନ୍ଧ୍ୟା ଦର୍ଶନ ୫ଟା ଯାଏଁ ଚାଲିବ। ୫ଟାରୁ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ପକ୍ଷରୁ ସୂଚନା ମିଳିଛି।…

ଚାକିରିରୁ ବିଦା ହେଲେ କୋଟିପତି ଅତିରିକ୍ତ ଉପଜିଲ୍ଲାପାଳ

ମହଙ୍ଗା ପଡ଼ିଲା ସରକାର ବାବୁଙ୍କୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା। ଚାକିରିରୁ ବିଦା ହେଲେ କୋଟିପତି ଓଏଏସ୍‌ ଅଫିସର ତଥା ନବରଙ୍ଗପୁରର ଅତିରିକ୍ତ ଉପଜିଲ୍ଲାପାଳ। ରାଜ୍ୟ ସରକାର ପ୍ରଶାନ୍ତଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି। ଦୁଇ ତଳେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ…