Odia News Portal

ବଲାଙ୍ଗିର ଏସ୍‌ପିଙ୍କୁ ଅଦ୍ରିଜା ମଞ୍ଜରୀ ସିଂହଦେଓଙ୍କ ଇ-ମେଲ୍‌

ବଲାଙ୍ଗିର ଏସ୍‌ପିଙ୍କୁ ଅଦ୍ରିଜା ମଞ୍ଜରୀ ସିଂହଦେଓଙ୍କ ଇ-ମେଲ୍‌ । ପୋଲିସର ସୁରକ୍ଷା ମାଗିଛନ୍ତି ବଲାଙ୍ଗିର ରାଜପରିବାର ସାନବୋହୂ । ବଲାଙ୍ଗିର ଶୈଳଶ୍ରୀ ପ୍ୟାଲେସ୍‌ ଆସିବାକୁ ଚାହୁଁଛନ୍ତି ଅଦ୍ରିଜା । ସେଠାରେ ଥିବା ତାଙ୍କର ଜିନିଷପତ୍ର ଆଣିବାକୁ ଆସିବେ । ଅର୍କେଶ ଓ ତାଙ୍କ ପରିବାର ପକ୍ଷରୁ…

ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ସହାୟତା ଘୋଷଣା

ଗୁରୁବାର ମାଲକାନଗିରି ଜିଲ୍ଲାରେ କାଳବୈଶାଖୀ ଯୋଗୁ ବ୍ୟାପକ କ୍ଷୟକ୍ଷତି ହୋଇଛି। ଦୁଇଟି ଭିନ୍ନଭିନ୍ନ ଦୁର୍ଘଟଣାରେ ୪ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଯୋଗୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ଜଣାଇବା…

ଦେଶଦ୍ରୋହ ଆଇନକୁ ଉଚ୍ଛେଦ ନ କରିବାକୁ ଆଇନ କମିଶନର ସୁପାରିସ

ଦେଶଦ୍ରୋହ ଅପରାଧ ସହ ଜଡିତ ଦଣ୍ଡବିଧାନ ବ୍ୟବସ୍ଥାକୁ ଆଇନ କମିଶନ ସମର୍ଥନ କରିଛି । ଏହି ଆଇନର ସମ୍ପୂର୍ଣ୍ଣ ପ୍ରତ୍ୟାହାର ଦେଶର ସୁରକ୍ଷା ତଥା ଅଖଣ୍ଡତା ଉପରେ ଗୁରୁତର ପ୍ରଭାବ ପକାଇପାରେ ବୋଲି କମିଶନ ଏହାର ରିପୋର୍ଟରେ କହିଛି । ଉଲ୍ଲେଖଯୋଗ୍ୟ, ସୁପ୍ରିମକୋର୍ଟଙ୍କ ମେ, ୨୦୨୨ ନିର୍ଦ୍ଦେଶ…

କୁସ୍ତିଯୋଦ୍ଧାଙ୍କୁ ମିଳିଲା ବିଜେପି ସାଂସଦଙ୍କ ସମର୍ଥନ

ଭାରତୀୟ କୁସ୍ତି ମହାସଂଘ (ଡବ୍ଲୁଏଫ୍ଆଇ) ମୁଖ୍ୟ ବ୍ରିଜଭୂଷଣ ଶରଣ ସିଂହଙ୍କ ଗିରଫ ଦାବିରେ କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନ ନେଇ କେନ୍ଦ୍ରର ଶାସକ ଦଳ ବିଜେପି ନିରବ ରହିଛି ‌‌। ହେଲେ ନିଜ ଦଳର ଲାଇନରୁ ହଟି ମହାରାଷ୍ଟ୍ରର ବିଜେପି ସାଂସଦ ପ୍ରୀତମ ମୁଣ୍ଡେ କୁସ୍ତିଯୋଦ୍ଧାଙ୍କୁ ସମର୍ଥନ କରିଛନ୍ତି ।…

ରାତି ୧୦ରୁ କାଲି ଦିନ ୨ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ

୧୬ ଘଣ୍ଟା ପାଇଁ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ । ଆଜି ରାତି ୧୦ଟାରୁ କାଲି ଦିନ ୨ଟା ଯାଏଁ ଦର୍ଶନ ବନ୍ଦ ରହିବ । ଦେବସ୍ନାନ ନୀତି ପାଇଁ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିବ ।

ଢିଲା ଡ୍ୟୁଟି ଯୋଗୁଁ ଖସିଲା ସାଜନ୍‌

ଏସିସିବି ମେଡିକାଲରୁ ଚିକିତ୍ସାଧୀନ ଥିବା କଏଦୀ ଫେରାର ଘଟଣା । ଘଟଣା । କଏଦୀ ସାଜନ ଫେରାର ନେଇ ଚୌଦ୍ୱାର ଜେଲରଙ୍କ ସୂଚନା । ସାଜନ ଫେରାର ନେଇ ମଙ୍ଗଳବାଗ ଥାନାରେ ଏତଲା ହୋଇଛି । କେଉଁ ପରିସ୍ଥିତିରେ ଫେରାର ହେଲା,ତଦନ୍ତ ଚାଲିଛି । ଡ୍ୟୁଟିରେ ସିଫ୍ଟ ଅନୁଯାୟୀ ଜେଲର ୩ ଜଣ କର୍ମଚାରୀ ଥିଲେ ।…

୧୭ରେ ଶାହ,୨୨ରେ ଓଡିଶା ଆସିବେ ନଡ୍ଡା

ବିଜେପିର ମହାଜନସମ୍ପର୍କ କାର୍ୟ୍ୟକ୍ରମ । ୧୭ରେ ଶାହ, ୨୨ରେ ଓଡିଶା ଆସିବେ ନଡ୍ଡା । ଜୁନ୧୭ ଜୁନରେ ଓଡିଶା ଆସୁଛନ୍ତି ଅମିତ ଶାହ । ୨୨ ତାରିଖରେ ଜେପି ନଡ୍ଡାଙ୍କ ଓଡିଶା ଗସ୍ତ ।  ଏନେଇ ବିଜେପି ରାଜ୍ୟ ସଭାପତି ମନମୋହନ  ସାମଲ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଖବର ଅନୁଯାୟୀ,…

ପାଣି ପାଇଁ ପ୍ରତିବାଦ, ଗରା-ବାଲଟି ଧରି ରାସ୍ତାକୁ ଓହ୍ଲାଇଲେ ମହିଳା

ପାଣି ପାଇଁ ପ୍ରତିବାଦ । ଗରା ବାଲଟି ଧରି ରାସ୍ତାକୁ ଓହ୍ଲାଇଲେ ଲୋକେ । ବାରମ୍ବାର ଅଭିଯୋଗ କରିବା ପରେ ପିଇବା ପାଣି ନମିଳିବାରୁ ଶେଷରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ଗ୍ରାମବାସୀ । ହାତରେ ଗରା ବାଲଟି ଧରି ରାଜପଥ ଅବରୋଧ କରିଛନ୍ତି କପ୍ତିପଦା ବ୍ଲକ ଆଦରପଦା ଗାଁର ଲୋକେ । ଦୀର୍ଘ ଦିନ ଧରି…

ପ୍ରକାଶ ପାଇଲା ଓଜେଇଇ ରେଜଲ୍ଟ: ୪୮,୭୮୩ ଜଣ ପାଇଲେ ରାଙ୍କ

ବିଭିନ୍ନ ବୈଷୟିକ ପାଠ୍ୟକ୍ରମରେ ନାମଲେଖା ପାଇଁ ଅନୁଷ୍ଠିତ ହୋଇଥିବା ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ଫଳ ଶୁକ୍ରବାର ପ୍ରକାଶ ପାଇଛି। ପୂର୍ବାହ୍ନ ୧୧ଟାରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରିଛନ୍ତି। ଏହାପରେ…

ଆସନ୍ତାକାଲି ପ୍ରକାଶ ପାଇବ ଓଜେଇଇ ରେଜଲ୍ଟ

ଆସନ୍ତାକାଲି ପ୍ରକାଶ ପାଇବ ଓଜେଇଇ ରେଜଲ୍ଟ । ପୂର୍ବାହ୍ନ ୧୧ଟାରେ ପ୍ରକାଶ ପାଇବ ଓଜେଇଇ ରେଜଲ୍ଟ । ଓଜେଇଇର ୱେବସାଇଟ ଜରିଆରେ ରେଜଲ୍ଟ ମିଳିପାରିବ ।ମେ ୮ରୁ ମେ ୧୫ ପର୍ଯ୍ୟନ୍ତ ହୋଇଥିଲା ପରୀକ୍ଷା ।