ଉଦ୍ଧାର ହେଲା ନିଖୋଜ ଛାତ୍ରୀଙ୍କ ମୃତଦେହ
ବ୍ରହ୍ମପୁରରେ ସମୁଦ୍ରରେ ନିଖୋଜ ଛାତ୍ରୀଙ୍କ ମୃତଦେହ ଉଦ୍ଧାର । ଛତ୍ରପୁର ଆର୍ଯ୍ୟପଲ୍ଲୀ ନିକଟ ସମୁଦ୍ରରେ ବୁଡିଯାଇଥିଲେ ଛାତ୍ରୀ । ମୃତ ଛାତ୍ରୀ ଜଣଙ୍କ ହେଲେ ଶେରଗଡ଼ର ପ୍ରଜ୍ଞାରାଣୀ ତ୍ରିପାଠୀ । ଛାତ୍ରୀଙ୍କୁ ଉଦ୍ଧାର ପାଇଁ ବିମାନକୁ ନିୟୋଜିତ କରାଯାଇଥିଲା । ପୂର୍ବରୁ ସମୁଦ୍ର ଭିତରେ ବୁଡ଼ି!-->…
