Odia News Portal

ଆଜିଠୁ ତିନିଦିନ ଅସହ୍ୟ ଗ୍ରୀଷ୍ମ ପ୍ରବାହ, ଆଜି ୪ଟି ଜିଲ୍ଲା ପାଇଁ ହିଟ୍ ୱେଭ ୱାର୍ଣ୍ଣିଂ 

ସାରା ଓଡ଼ିଶାରେ ଅଧିକ ତାତି ଅନୁଭବ ହେବ । କ୍ରମାଗତ ଭାବେ ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗ‌ରୁ ଗରମ ତଥା ଶୁଷ୍କ ବାୟୁ ଓଡ଼ିଶା ମଧ୍ୟକୁ ପ୍ରବେଶ କରିବା ସମ୍ଭାବନା ରହିଥିବାରୁ ତାତି ଆହୁରି ବଢିବ । ୩ରୁ ୫ ଡିଗ୍ରୀ ତାତି ବଢିପାରେ। ଆଜି ୪ ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ ସତର୍କ ସୂଚନା

ବିଧାୟିକା ଭାବେ ଶପଥ ନେବା ପରେ ଦୀପାଳିଙ୍କ ପ୍ରଥମ ପ୍ରତିକ୍ରିୟା

ବିଧାୟିକା ଶପଥ ନେଇଛନ୍ତି ଦୀପାଳି ଦାସ । ବିଧାୟିକା ଭାବେ ଇଶ୍ୱରଙ୍କ ନାଁରେ ଶପଥ ନେବା ପରେ ଦୀପାଳି କହିଛନ୍ତି, ସାମ୍ବିଧାନିକ ନୀତି ନିୟମ ଅନୁଯାୟୀ ଶପଥ ନେଇଛି । ସର୍ବଦା ଝାରସୁଗୁଡାବାସୀଙ୍କ ସେବା କରିବି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଦଳ ପାଇଁ ନିଷ୍ଠାର ସହ କାମ କରିବି । ବାପାଙ୍କ

ବାଂଲାଦେଶ ଉପରେ ମୋକାର ପଡ଼ିବ ପ୍ରଭାବ, ଓଡ଼ିଶାରେ ବଢ଼ିବ ତାତି

ଭୀଷଣ ବାତ୍ୟା ‘ମୋକା’ ଯାହାକି ଶନିବାର ଦକ୍ଷିଣ ପୂର୍ବ ପାରାଦ୍ୱୀପ ଠାରୁ ୫୯୦ କିମି ଦୂରରେ ରହିଥିଲା ତାହା ଉତର ପୂର୍ବ ଦିଗରେ ବାଂଲାଦେଶ ଆଡକୁ ମୁହାଁଇବାର ସମ୍ଭାବନା ରହିଛି ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।ରବିବାର

ଗମ୍ଭାରୀମୁଣ୍ଡା ପର୍ଶୁରାମ କଲେଜ ର ଅଧ୍ୟାପକ ନୀଳମଣି ଘଡାଇ ପରଲୋକ

ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଗମ୍ଭାରୀମୁଣ୍ଡା ପର୍ଶୁରାମ ମହାବିଦ୍ୟାଳୟ +୨ଏଜୁକେଶନ ଅଧ୍ୟାପକ ନୀଳମଣି ଘଡ଼ାଇ ୫୩ବର୍ଷହଠାତ୍ ହୃଦ୍ଦ ଘାତରେ ମୃତ୍ୟୁ ବରଣ ହୋଇଛି । ତାଙ୍କର ମୃତ୍ୟୁ ଖବର ପ୍ରଚାରିତ ହେବାପରେ । ସ୍ଥାନୀୟ ଅଞ୍ଚଳରେ ସୋକର ଲହରୀ ଖେଳିଯାଇଛି। ସ୍ବର୍ଗତ ନୀଳମଣି ଙ୍କ ଘର ଟାଙ୍ଗୀ

ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ମିଳିଲା ଆଉ ୨ ବିଭାଗ ଦାୟିତ୍ବ

ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ଆଉ ୨ଟି ବିଭାଗ ଦାୟିତ୍ବ ମିଳିଛି। ରାଜ୍ୟ ସରକାରଙ୍କ ତରଫରୁ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ଏବଂ ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗର ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ଗତକାଲି ୨ ରାଷ୍ଟ୍ର

କର୍ଣ୍ଣାଟକରେ କଂଗ୍ରେସର ବିଜୟ ପରେ ରାହୁଲ ଗାନ୍ଧୀଙ୍କ ପ୍ରତିକ୍ରିୟା, “ବନ୍ଦ ହେଲା ଘୃଣାର ବଜାର, ଖୋଲିଲା ସ୍ନେହର…

କର୍ଣ୍ଣାଟକରେ କଂଗ୍ରେସ ବହୁମତ ପାଇବ ବୋଲି ଏକ ପ୍ରକାର ସ୍ପଷ୍ଟ ହୋଇଯାଇଛି । ସଦ୍ୟ ସୂଚନା ମୁତାବକ କର୍ଣ୍ଣାଟକରେ କଂଗ୍ରେସ ୧୦୯ ଟି ଆସନରେ ବିଜୟୀ ହୋଇଥିବା ବେଳେ ୨୮ ଟି ଆସନରେ ଆଗୁଆ ଚାଲିଛି । ଦଳକୁ ସରକାର ଗଠନ କରିବାକୁ ହେଲେ ୧୧୩ ଜଣ ବିଧାୟକ ଆବଶ୍ୟକ ଥିବା ବେଳେ କଂଗ୍ରେସ ଏହି ସଂଖ୍ୟା

ଦୀପାଳି ଦାସଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

ଝାରସୁଗୁଡ଼ା ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କ ବିପୁଳ ବିଜୟ ପରେ ତାଙ୍କ ସହ ମୁଖ୍ୟମନ୍ତ୍ରୀ ଫୋନ ଯୋଗେ କଥାବାର୍ତ୍ତା ହୋଇ ଅଭିନନ୍ଦନ ଜଣାଇଛନ୍ତି। ଏହି ବିଜୟ ସହ ଝାରସୁଗୁଡ଼ାର ବିକାଶ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ବିଜେଡି

ଶାରଳା ମନ୍ଦିରରେ ବାଣ ବିସ୍ଫୋରଣ: ୧୦ ଗୁରୁତର

ଜିଲ୍ଲାର ପ୍ରମୁଖ ଶକ୍ତିପୀଠ ମା’ ଶାରଳାଙ୍କ ପୀଠରେ ଅଘଟଣ । ଚନ୍ଦନ ଯାତ୍ରା ଚାଲିଥିବା ବେଳେ ହେଲା ବାଣ ବିସ୍ଫୋରଣ । ବିଳମ୍ବିତ ରାତି ପ୍ରାୟ ୧୧ଟା ସମୟରେ ହୋଇଥିଲା ଏହି ବିସ୍ଫୋରଣ । ତେବେ ଅଘଟଣରେ ଜଣେ ପୋଲିସ କର୍ମଚାରୀ ଓ ଛୋଟ ପିଲାଙ୍କ ସମେତ ୧୦ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ

ଝାରସୁଗୁଡ଼ା ଉପନିର୍ବାଚନ: ବିଜୟୀ ହେଲେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ

ଝାରସୁଗୁଡ଼ା ଉପନିର୍ବାଚନରେ ବିଜୟୀ ହେଲେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ। ଏଠାରେ ରେକର୍ଡ ସଂଖ୍ୟକ ଭୋଟରେ ବିଜେଡି ଜିତିଛି। ଦୀପାଳି ଦାସ ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କଠାରୁ ୪୮ହଜାର ୨୩୭ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ଦୀପାଳି

ଝାରସୁଗୁଡ଼ା ଉପନିର୍ବାଚନ: ୧୬ତମ ରାଉଣ୍ଡରେ ବିଜେଡି ଆଗୁଆ

ଝାରସୁଗୁଡ଼ା ଉପନିର୍ବାଚନର ୧୬ତମ ରାଉଣ୍ଡ ରାଉଣ୍ଡର ଗଣତିରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ତାଙ୍କର ନିକଟତମ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ଠାରୁ ୪୨୩୯୫ ଭୋଟରେ ଆଗୁଆ ଅଛନ୍ତି। ୧୬ତମ ରାଉଣ୍ଡରେ ବିଜେଡିକୁ ୯୪୩୨୬ ଖଣ୍ଡ ଭୋଟ୍ ମିଳିଥିବା ବେଳେ ବିଜେପିକୁ ମିଳିଛି ୫୧୯୩୧ ଟି ଭୋଟ୍।