ବଗପାଟିଆ ଆଦର୍ଶ କଲୋନି ପାଇଁ ୨୨ କୋଟି ମଂଜୁର
କେନ୍ଦ୍ରାପଡା ଜିଲ୍ଲା ରାଜନଗର ଅଂଚଳର ସମୁଦ୍ର ଊପକୁଳ ବର୍ତ୍ତୀତ୍ତ ସାତଭାୟା ଅଞ୍ଚଳ ସମୁଦ୍ର ଜୁଆରରେ ନିଶ୍ଚନ୍ନ ହୋଇଯାଇଥିବା ବେଳେ ବଗପାଟିଆ ଠାରେ ସେହି ଗ୍ରାମବାସୀ ମାନଙ୍କୁ ଥଇଥାନ କରାଯାଇଛି । ଏହି ବିପନ୍ନ ଲୋକମାନଙ୍କ ପାଇଁ ରାଜ୍ୟ ସରକାର ବଗପାଟିଆ ଠାରେ ଏକ ଆଦର୍ଶ କଲୋନି କରିବାକୁ!-->…
