ରାଜ୍ୟରେ ନିଯୁକ୍ତ ହେବେ ୨୦୦ ଅତିରିକ୍ତ ଶ୍ରମ ଅଧିକାରୀ
ରାଜ୍ୟରେ ନିଯୁକ୍ତ ହେବେ ୨୦୦ ଅତିରିକ୍ତ ଶ୍ରମ ଅଧିକାରୀ । ଓପିଏସସିକୁ ନିଯୁକ୍ତି ପାଇଁ ନିବେଦନ କରାଯାଇଛି । ଏହାଦ୍ବାରା ପ୍ରତି ବ୍ଲକରେ ଶ୍ରମ କାର୍ଯ୍ୟାଳୟ କରାଯିବ ଏହାହେବା ଦ୍ବାରା ଶ୍ରମିକଙ୍କୁ ଆଉ ଜିଲ୍ଲା ଶ୍ରମ ମୁଖ୍ୟାଳୟକୁ ଦୌଡ଼ିବାକୁ ପଡ଼ିବନି। ପୂର୍ବରୁ ଜିଲ୍ଲା ମୁଖ୍ୟାଳୟରେ ୩୨ଟି!-->…
